ମେଷ ରାଶି -ଏହି ସପ୍ତାହରେ ଆପଣ ଶକ୍ତିଶାଳୀ ଅନୁଭବ କରିବେ ଆପଣ କିଛି ଟଙ୍କା ଆପଣଙ୍କ ଘରର ଜିନିଷରେ ଖର୍ଚ୍ଚ କରି ପାରିବେ ଯାହା ଆପଣଙ୍କ ଘର ପାଇଁ ଖୁସି ନେଇ ଆସିବ |ଆପଣଙ୍କ ପରିବାରର ସଦସ୍ୟଙ୍କୁ ଠାରୁ ଆପଣ ସାହାଯ୍ୟ ପାଇବେ ଆଗାମୀ ସମୟରେ ଆପଣଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ସ୍ୱାଭାବିକ ରହିବ |
ବୃଷ ରାଶି -ଯଦି ଆପଣ ସରକାରୀ କ୍ଷେତ୍ରରେ ଅଛନ୍ତି ଆପଣ ଏହି ସମୟରେ ଉପକୃତ ହୋଇପାରିବେ ଏହି ସପ୍ତାହରେ ଆପଣଙ୍କୁ କିଛି ବିତର୍କର ସାମ୍ନା କରିବାକୁ ପଡ଼ିପାରେ ଏହି ସମୟରେ ଆପଣ ସରକାରଙ୍କ ଠାରୁ ଲାଭ ପାଇ ପରିବାର ସମ୍ଭାବନା ଅଛି ବ୍ୟବସାୟ, ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ଲାଭବାନ୍ ହେବେ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି।
ମିଥୁନ ରାଶି -ଏହି ସପ୍ତାହରେ ଆପଣଙ୍କ ଉପରେ ଆପଣଙ୍କ ଆତ୍ମ ବିଶ୍ୱାସର ଅଭାବ ରହିପାରେ ତେଣୁ ଆପଣ ମନେ ରଖିବେ ଯେ ଅନେକ କିଛି ଦାୟିତ୍ୱ ଆପଣଙ୍କ କାନ୍ଧ ଉପରେ ରହିଥାଏ ଏବଂ ଆପଣ ଠିକ ସମୟରେ ଏହି କଥା ଚିନ୍ତା କରି ଠିକ ସମୟରେ ନିସ୍ପତି ନେବା ଆବଶ୍ୟକ |ସାମାଜିକ ଜୀବନରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଜୀବନ ଅତ୍ୟନ୍ତ ମଧୁରମୟ ହେବ ।
କର୍କଟ ରାଶି -ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡ଼ିପାରନ୍ତି । ପରିଶ୍ରମ ଦ୍ବାରା ନିଜର ସ୍ଥାନକୁ ସୁରକ୍ଷିତ କରିପାରିବେ । ସହଯୋଗୀଙ୍କ ସହିତ ସମ୍ବନ୍ଧରେ ଉନ୍ନତି ଆସିବ ।ଧାର୍ମିକ କାର୍ଯ୍ୟରେ ଯୋଗରେ ଦେଇପାରନ୍ତି । କାର୍ଯ୍ୟରେ ଅଗ୍ରଗତି, ଚାକିରୀରେ ସଫଳତା ହାସଲ ହେବ । ଧନ ପ୍ରାପ୍ତିର ଯୋଗ ରହିଛି ।
ସିଂହ ରାଶି -ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡ଼ିପାରନ୍ତି । ପରିଶ୍ରମ ଦ୍ବାରା ନିଜର ସ୍ଥାନକୁ ସୁରକ୍ଷିତ କରିପାରିବେ । ସହଯୋଗୀଙ୍କ ସହିତ ସମ୍ବନ୍ଧରେ ଉନ୍ନତି ଆସିବ ।ଧାର୍ମିକ ଏବଂ ପରୋପକାରୀ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।
କନ୍ୟା ରାଶି -ଆଜି ବ୍ୟବସାୟୀ ଓ ଅଂଶୀଦାରଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇପାରେ । ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ ।ଦିନ ଶେଷ ସମୟରେ ଆପଣଙ୍କୁ ଯଥେଷ୍ଟ ସମୟ ମିଳିବ ଯାହା ଆପଣ ଆପଣଙ୍କ ଏକ ଭଲ ବନ୍ଧୁ ସହ ଭେଟ ହୋଇ ପାରିବେ |
ତୁଳା ରାଶି -ବୃତ୍ତିରେ ଲାଭବାନ ହେବେ । ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ । ପରିବାରର ସଦସ୍ୟଙ୍କ ସହ ଦିନଟିକୁ ହସଖୁସିରେ କାଟିବେ ।ଆପଣ ସାଥୀଙ୍କ ସହିତ ଖୁସିରେ ସମୟ କାଟି ପାରିବେ |
ବିଛା ରାଶି -ବିଦେଶକୁ ଅଧ୍ୟୟନ ପାଇଁ ଯିବାକୁ ଥିବା ପିଲା ପାଇଁ ଆପଣ ବ୍ୟସ୍ତ ହୋଇପାରନ୍ତି । ଶୀଘ୍ର ଶେଷ କରିବା ସକାଶେ ଭାବୁଥିବା କାମଟିକୁ ଠିକ୍ ସମୟରେ ଶେଷ କରିପାରିବେ ନାହିଁ ।ଆପଣଙ୍କ ବିରୁଦ୍ଧରେ ଆପଣଙ୍କ ସହକର୍ମୀ
ଧନୁ ରାଶି -ଆପଣଙ୍କ ପାଇଁ ଏତେଟା ଭଲ ନୁହେଁ । । ପ୍ରକାଶନ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ ।
କୁମ୍ଭ ରାଶି -ମକର ରାଶି -ସମ୍ପତ୍ତି ବିଷୟରେ କୌଣସି କାରବାର ଆପଣଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ । ଭାବୁଥିବା କଥାଟିକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ ।
ମୀନ ରାଶି -ଆଜି ନିଜକୁ ନିୟନ୍ତ୍ରଣ କରିପାରିବେ ଯଦି ଭଲ ହେବ । ବନ୍ଧୁଙ୍କ ସାମ୍ନାରେ ଭାବୁଥିବା କଥାଟିକୁ ପ୍ରକାଶ କରିପାରିବେ ନାହିଁ । ବିବାଦ କ୍ରମେ ଜଟିଳ ହେବ, କିନ୍ତୁ ଆପଣ ସଫଳତା ହାସଲ କରିବେ।