Zee Sarthak ଅଭିନେତା ମାନଙ୍କ ପ୍ରକୃତ ବୟସ ଓ ନାମ ଜାଣିଲେ, ଆପଣ ବି ବିଶ୍ୱାସ କରିବେ ନାହିଁ, ଏହି Heroଙ୍କ ବୟସ ତ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଜି ସାର୍ଥକର ସବୁ ସିରିଏଲ ନିଶ୍ଚିତ ଦେଖୁଥିବେ ଆଉ ଏହି ସିରିଏଲରେ ଦମଦାର ଅଭିନୟ କରୁଥିବା ହିରୋ ମାନଙ୍କୁ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ କିନ୍ତୁ ଆପଣମାନେ ସେମାନଙ୍କ ପ୍ରକୃତ ନାମ ଏବଂ ପ୍ରକୃତ ବୟସ କେତେ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା |

ନମ୍ବର 1 ରେ ଆସୁଛନ୍ତି ବିଷ୍ନୁ ଯିଏ କି ସୁନା ଝିଅ ସିରିଏଲରେ ଲିଡ଼ ଆକ୍ଟର ଭାବରେ ଅଭିନୟ କରୁଛନ୍ତି ତେବେ ବିଷ୍ନୁ ଙ୍କର ପ୍ରକୃତ ନାମ ହେଉଛି ମାନସ ମହାପାତ୍ର ଆଉ ତାଙ୍କର ପ୍ରକୃତ ବୟସ 28 ବର୍ଷ |

ଏହା ପରେ ନମ୍ବର 2 ରେ ଆସୁଛନ୍ତି ସିଦ୍ଧାର୍ଥ ଯିଏ କି ଝିଲ୍ଲୀ ସିରିଏଲରେ ଲିଡ଼ ହିରୋ ଭାବରେ ଅଭିନୟ କରୁଛନ୍ତି ତେବେ ସିଦ୍ଧାର୍ଥଙ୍କ ପ୍ରକୃତ ନାମ ହେଉଛି ଅମର ଚିଞ୍ଚିନୀ ଆଉ ଏହି ହ୍ୟାଣ୍ଡସମ ଅଭିନେତାଙ୍କର ପ୍ରକୃତ ବୟସ ହେଉଛି 26 ବୟସ |

ଏହା ପରେ ନମ୍ବର 3 ରେ ଆସୁଛନ୍ତି ଏଜେ ଯିଏ କି ତୁ ଖରା ମୁଁ ଛାଇ ସିରିଏଲରେ ଲିଡ଼ ହିରୋ ଭାବରେ ଅଭିନୟ କରୁଛନ୍ତି ତେବେ ଏଜେଙ୍କର ପ୍ରକୃତ ନାମ ହେଉଛି ରଶ୍ମି ରଞ୍ଜନ ପଣ୍ଡା ଆଉ ତାଙ୍କର ପ୍ରକୃତ ବୟସ ହେଉଛି 23 ବୟସ |

ଏହା ପରେ ନମ୍ବର 4 ରେ ଆସୁଛନ୍ତି ଆମ୍ବର ଯିଏ କି ସାଥିରେ ସିରିଏଲରେ ଲିଡ଼ ହିରୋ ଭାବରେ ଅଭିନୟ କରୁଛନ୍ତି ତେବେ ଆମ୍ବରଙ୍କ ପ୍ରକୃତ ନାମ ହେଉଛି ଅଭିଜିତ ପାତ୍ର ତେବେ ଅଭିଜିତ ପାତ୍ରଙ୍କର ପ୍ରକୃତ ବୟସ ହେଉଛି 27 ବୟସ |

ଏହା ପରେ ନମ୍ବର 5 ରେ ଆସୁଛନ୍ତି ବୈଭବ ଯିଏ କି ମୁଁ ବି ବିଜୟିନୀ ସିରିଏଲରେ ଲିଡ଼ ହିରୋ ଭାବରେ ଅଭିନୟ କରୁଛନ୍ତି ତେବେ ବୈଭବ ଙ୍କ ରିଏଲ ନେମ ହେଉଛି ଆକାଶ ପୁରୋହିତ ଆଉ ତାଙ୍କର ବୟସ ହେଉଛି 22 ବୟସ |

ନମ୍ବର 6 ରେ ଆସୁଛନ୍ତି କରଣ ଯିଏ କି ଖୁସିର ଛୁଙ୍କ ସିରିଏଲରେ ଲିଡ଼ ହିରୋ ଭାବରେ ଅଭିନୟ କରୁଛନ୍ତି ତେବେ କରଣଙ୍କ ପ୍ରକୃତ ନାମ ହେଉଛି ତୁଷାର କେ ସିନା ଆଉ ତାଙ୍କର ପ୍ରକୃତ ବୟସ ହେଉଛି 28 ବୟସ |

ଏହା ପରେ ନମ୍ବର 7 ରେ ଆସୁଛନ୍ତି କାହ୍ନା ଯିଏ କି ମୁଁ ବି ବିଜୟିନୀ ସିରିଏଲରେ ଲିଡ଼ ହିରୋ ଭାବିବାରେ ଅଭିନୟ କରୁଛନ୍ତି ତେବେ କାହ୍ନଙ୍କର ପ୍ରକୃତ ନାମ ହେଉଛି ବିଜୟ ଆନନ୍ଦ ଆଉ ଏହି ହ୍ୟାଣ୍ଡସମ ଅଭିନେତାଙ୍କ ପ୍ରକୃତ ବୟସ ହେଉଛି 21 ବୟସ |

Leave a Reply

Your email address will not be published. Required fields are marked *