ନମସ୍କାର ଦର୍ଶକବନ୍ଧୁ ଏହି ପବିତ୍ର ଶ୍ରାବଣ ମସରେ ଆପଣଙ୍କ ଶରୀରରେ ଆଜି ହିଁ ଏହି ଜାଗାରେ ବାନ୍ଧି ନିଅନ୍ତୁ କଳା ସୂତା ତୁରନ୍ତ ଆପଣଙ୍କ ସବୁ ମନସ୍କାମନା ପୂରଣ ହୋଇଯିବ |ବନ୍ଧୁଗଣ ଏହି ପବିତ୍ର ଶ୍ରାବଣ ମସରେ ବହୁତ ପବିତ୍ର ଦୁର୍ଲଭ ଘଟିବାକୁ ଯାଉଛି ଯଦି ଆପଣ ଏହି ମହାସଂଯୋଗରେ ଆପଣଙ୍କ ଶରୀରରେ ଏହି ଜାଗାରେ ଯଦି କଳା ସୂତା ବାନ୍ଧି ଦିଅନ୍ତି ତ ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଘର ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିବେ ଏବଂ ଆପଣଙ୍କ ସବୁ ଦୋଷ ଦୂର ହେବାକୁ ଲାଗିବ |ବନ୍ଧୁଗଣ ଆପଣ ଭଗବାନ ଭୋଳାନାଥ ଏବଂ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଉପାୟଟି କଣ ରହିଛି |
ଏହି ପବିତ୍ର ଶ୍ରାବଣ ମାସରେ ଯେତେ ଶୀଘ୍ର ହୋଇପାରେ ଶୁଭ ସମୟ ସମାପ୍ତ ହେବା ପୂର୍ବରୁ ଶରୀରର ଏହି ଜାଗାରେ ଆଜି ହିଁ ବାନ୍ଧନ୍ତୁ କଳା ସୂତା ହେଇଯିବେ ଆପଣ ମଧ୍ୟ ମାଲାମାଲ |ଶ୍ରାବଣ ମାସରେ କଳା ସୂତା ବାନ୍ଧିବା ଦ୍ୱାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ ଆମେ ଆଜି ଆପଣଙ୍କୁ କହିବୁ ଶରୀରର କେଉଁ ଜାଗାରେ ବାନ୍ଧିବେ କଳା ସୂତା |ବନ୍ଧୁଗଣ ଆପଣମାନେ ଯେତେବେଳେ ନିୟୁଜ ଦେଖୁଥିବେ ସେତେବେଳେ ଟିକେ ଧ୍ୟାନରେ ଦେଖିବେ ପ୍ରଧାନମନ୍ତ୍ରୀଙ୍କ ହାତରେ କଳା ସୂତା ବନ୍ଧା ହୋଇଥିବାର ଦେଖାଯିବ ପରନ୍ତୁ କଳାବସ୍ତ୍ର କଣ ପାଇଁ ପିନ୍ଧି ଥାଆନ୍ତି ହୁଏତ ଆପଣ ଏହା ବିଷୟରେ ଆଗରୁ କେବେ ଜାଣି ନଥିବେ ଏମିତିକି ଦେଖାଯାଏ |
କଳାବସ୍ତ୍ର ନକାରାତ୍ମକ ଶକ୍ତିକୁ ଫଲୋ କରିଥାଏ ଏବଂ ଏଥିପାଇଁ ପୂଜା ପାଠରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତି ନାହିଁ |ଆପଣ କଳା ସୂତା ଧାରଣା କରିବାର ରହସ୍ୟ ହେଉଛି ଏହା କୌଣସି ଉର୍ଜାକୁ ଶରୀରରୁ ବାହାର କରି ଦେଇନଥାଏ ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା |କଳା ସୂତା ବାନ୍ଧିବା କଥା ଆଜି ନୁହେଁ ବହୁ ସମୟରୁ ଲୋକେ ହାତ ,ଗୋଡ଼ ଏବଂ ଗଳାରେ ବାନ୍ଧୁଛନ୍ତି ମୂଳରୁ କୁହାଯାଏ କଳାସୂତା ବାନ୍ଧିବାର କେତେ ପ୍ରକାର ଅସୁବିଧା ରୁ ଆମକୁ ରକ୍ଷା କରିଥାଏ ଏବଂ ବ୍ୟକ୍ତିକୁ ଧନଵାନ କରିବାରେ ସାହାଯ୍ୟ କରିଥାଏ |
ବନ୍ଧୁଗଣ ଆପଣ ଏହି କଳା ସୂତାକୁ ନେଇ ଆପଣଙ୍କ ଘର ପାଖରେ ଥିବା କୌଣସି ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିର ଯିବାକୁ ପଡ଼ିବ ଯଦି ଆପଣ ଶନି ମନ୍ଦିର ଯାଉଛନ୍ତି ତ ଶନିଦେବଙ୍କୁ ଯେଉଁ ସୋରିଷ ତେଲ ଚଢା ଯାଇଥାଏ ସେହି ତେଲରେ କଳା ସୂତାକୁ ଆପଣଙ୍କୁ ଧୋଇବାକୁ ପଡ଼ିବ ବା କିଛି ତେଲ ସେହି କଳା ସୂତାରେ ଲଗାଇ ଦିଅନ୍ତୁ ଯଦି ଆପଣ ହନୁମାନ ମନ୍ଦିର ଯାଉଛନ୍ତି ତ ପ୍ରଭୁ ହନୁମାନଙ୍କ ଚରଣରେ ସିନ୍ଦୁରଙ୍କୁ ଆଣି ଏହି କଳା ସୁତା ଉପରେ ଲଗାଇବାକୁ ପଡ଼ିବ |
ସେହି କଳା ସୂତାରେ ଆପଣଙ୍କୁ ସାତୋଟି ଗଣ୍ଠି ପକାଇବାକୁ ପଡ଼ିବ |ପ୍ରତ୍ୟକ ଗଣ୍ଠି ପକାଇବା ପରେ ଆପଣଙ୍କ ଯେଉଁ ସମସ୍ୟା ରହିଛି ତାହା ଆପଣ ଭଗବାନଙ୍କୁ ଜଣାଇ ଦିଅନ୍ତୁ |ଆପଣଙ୍କ ଯେଉଁବି ସମସ୍ୟା ରହିଛି ସାତୋଟି ଗଣ୍ଠି ପକାଇବା ସମୟରେ କହି ଦିଅନ୍ତୁ ଆପଣଙ୍କ ଯେଉଁ ପାରିବାରିକ ସମସ୍ୟା ଆସୁଛି ସନ୍ତାନ କୁ ରହିଛି ଚିନ୍ତିତ ଅଛନ୍ତି ପରିବାରରେ କଳହ ବଢୁଛି ତାହା ସବୁ ଆପଣଙ୍କ ଦୂର ହୋଇଯିବ |