ନମସ୍କାର ଦର୍ଶକବନ୍ଧୁ ସବୁଦିନ ପାଇଁ ଦୁନିଆକୁ ଛାଡ଼ି ଆରପାରିକୁ ଚାଲିଗଲେ ଏହି ଲୋକପ୍ରିୟ ଅଭିନେତା ତେବେ ଏହି ପ୍ରସିଦ୍ଧ କଳାକାରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି |ଏହି ସୁନ୍ଦର ଅଭିନୟ କରୁଥିବା ଅଭିନେତାଙ୍କ ପରଲୋକ ହୋଇଛି |ତାଙ୍କୁ 83 ବର୍ଷ ବୟସ ହୋଇଥିବାରୁ ସେ ଆରପାରିକୁ ଚାଲି ଯାଇଥିବା ଜଣା ପଡ଼ିଛି
ତେୟା ଅଶୀ ବର୍ଷ ହୋଇଥିଲେ ମଧ୍ୟ ସେ କୌଣସି ରୋଗରେ ପୀଡ଼ିତ ନଥିଲେ |ଏଣୁ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ଶକ୍ତ ଝଟକା ଦେଇ ଥିବାରୁ ପରିବାର ଲୋକ ସୂଚନା ଦେଇଛନ୍ତି ଏହି ଲୋକପ୍ରିୟ ଅଭିନେତା ଅସୁସ୍ଥତତା ଅନୁଭବ କରିଥିଲେ ଯେଉଁ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା |ସେଠାରେ ଚିକିତ୍ସ ଧୀନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା |
ଲୋକପ୍ରିୟ ଅଭିନେତା ମାର୍କଙ୍କ ପାଖରେ ତାଙ୍କର 61 ବର୍ଷର ସ୍ତ୍ରୀ ଜ୍ୟାଙ୍କଲିନ ଏବଂ ପୁଅ ମାର୍ଗନ ରହିଥିଲେ |ଅଭିନେତା ମାର୍କ ମଙ୍ଗୋଲୀ ଙ୍କ ମୃ-ତ୍ୟୁ ଖବର ଶୁଣି ତାଙ୍କର ପୋଷ୍ଟ ଇନ୍ସଟାଗ୍ରାମ ଜରିଆରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ |ପୋଷ୍ଟରେ ଲେଖିଥିଲେ ଯେ ମୁଁ ମୋ ସାଙ୍ଗର ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଛି |
ଟେଲିଭିଜନ ସୋରେ ବ୍ରେକିଙ୍ଗ ଗାର୍ଡରେ ସୁନ୍ଦର ଅଭିନୟ ପାଇଁ ମାର୍କଙ୍କୁ 2012 ରେ ମନୋନୀତ କରାଯାଇ ଥିଲା |ତାଙ୍କ ଜନ୍ମ 1939 ମସିହାରେ ହୋଇଥିଲା ଦୁନିଆକୁ ଅଲବିଦା କହି ସବୁଦିନ ଆଖି ବୁଜି ଦେଲେ ମାର୍କ ଯାହା କି ସିନେମା ଜଗତ ପାଇଁ ବହୁତ ଦୁଃଖର ଖବର |