ସରକାରଙ୍କ ତରଫରୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସିର ଖବର ,ଜାଣିଲେ ଆପଣ ଖୁସିରେ ନାଚି ଉଠିବେ |

ନମସ୍କାର ଦର୍ଶକବନ୍ଧୁ ସ୍କୁଲରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ଲାଗି ଆସିଲା ଆଉ କିଛି ବଡ଼ ଖବର ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ ଏନେଇ ସରକାରଙ୍କ ତରଫରୁ ଜାରି ହେଲା ଆଉ କିଛି ବଡ଼ ଘୋଷଣା ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା |ଆସନ୍ତା 1 ରୁ 15 ତାରିକ ଯାଏ ବିଦ୍ୟାଳୟ ଗୁଡ଼ିକରେ ସ୍ୱଚ୍ଛତା ପକ୍ଷ ପାଳନ କରାଯିବ ତେବେ ଏହି ସ୍ୱଛତା ପକ୍ଷରେ ବିଦ୍ୟାଳୟ ଗୁଡ଼ିକରେ ସ୍ୱଛତା ,ପରିମଳ ଏବଂ ଅନ୍ୟାନ୍ୟ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ |

ତେବେ ଏହି କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟ ସ୍ତରରେ ହେବାକୁ ଥିବା ଖର୍ଚ୍ଚ ବିଏପି ଦ୍ୱାରା ମଞ୍ଜୁରୀ ହୋଇଥିବା କମ୍ପୋଜିଟ ସ୍କୁଲ ଗ୍ରାଣ୍ଟର ଦଶ ପ୍ରତିଶତରୁ ହେବ ତେବେ କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ 2016 ପକ୍ଷରୁ ସ୍ୱଛତା ପକ୍ଷ ପାଳିତ ହେଉଅଛି ତେବେ ଚଳିତ ବର୍ଷ ସେପ୍ଟେମ୍ବର 1 ରୁ ସ୍ୱଛତା ପକ୍ଷ ପାଳନ କରିବାକୁ ନିଷ୍ପତି ହୋଇଛି |ତେବେ ବିଦ୍ୟାଳୟ ଗୁଡ଼ିକରେ ସସ୍ୱଚ୍ଛତା ପରିମଳ କ୍ଷେତ୍ରରେ ଛାତ୍ର ଛାତ୍ରୀ ଶିକ୍ଷକ ଏବଂ ଗୋଷ୍ଟିର ସମ୍ପୃକ୍ତ ରହିବ |

ତେବେ 1 ତାରିକ ସ୍ୱଛତା ସପକ୍ଷ ଦିବସରେ ସମସ୍ତ ବିଦ୍ୟାଳୟ ଏବଂ କାର୍ଯ୍ୟାଳୟରେ ଶପଥ ଗ୍ରହଣ କରାଯିବ |ତେବେ ସ୍କୁଲର ଛାତ୍ର ଛାତ୍ରୀ ଏବଂ କର୍ମଚାରୀ ପରିସ୍କାର ପାରିଛନତା ପାଇଁ ଏହି ଶପଥ ନେବେ ତେବେ ସେପ୍ଟେମ୍ବର 6 ତାରିକରେ ଜନ୍ମାଷ୍ଟମୀ ପାଇଁ ଛୁଟି ରହୁଥିବାରୁ ଏହି ଦିବସ ପାଇଁ ଧାର୍ଯ୍ୟ କାର୍ଯ୍ୟକ୍ରମ ଏହାର ପୂର୍ବଦିନ 4 ଏବଂ 5 ତାରିକ ସୁଦ୍ଧା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ରହିଛି |

ତେବେ ବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା କରାଯିବ |ପ୍ରତିଯୋଗୀତା ଶେଷ ହେବା ପରଦିନ ପ୍ରତ୍ୟକ ଜିଲ୍ଲାରେ ଶ୍ରେଷ୍ଠ ତିନି ପ୍ରବୋଧକ ସ୍ଲୋଗାନ ,କୁଇଜ ,ପେଣ୍ଟିଙ୍ଗ ଆଦି ଦାଖଲଲ କରାଯିବ ତେବେ ଯାହାକି ବଡ଼ ଅପଡେଟ ମୁତାବକ ସେପ୍ଟେମ୍ବର 1 ରୁ ସ୍କୁଲରେ ସ୍ୱଛତା ପକ୍ଷ ଶପଥ ନେବେ ଛାତ୍ର ଛାତ୍ରୀ ଓ କର୍ମଚାରୀ |

Leave a Reply

Your email address will not be published. Required fields are marked *