ସାପକୁ ସ୍ନେହରେ ଚାଟି ପକାଇଲା ଗାଈ, ତାପରା Sapa ଯାହା କଲା ଦେଖିଲେ ବିଶ୍ୱାସ ହେବ ନାହିଁ !

ନମସ୍କାର ଦର୍ଶକବନ୍ଧୁ ଆମେ ଆଜି ଆପଣଙ୍କୁ ଏକ ସାପ ଏବଂ ଗାଈର ବିଷୟରେ କହୁଚୁ ଆପଣମାନେ ଦେଖୁଥିବେ ଏହି ଫୋଟରେ ସାପକୁ କେମିତି ଚାଟି ପକାଇଲା ଗାଈ | ଫଣା ମେଲାଇ ନାଗ ସାପ ସାପ ବସିଥିବା ବେଳେ ସ୍ନେହରେ ଚାଟୁଚି ଗାଈ ଯାହା ଏବେ ଏହା ସୋସିଆଲ ମେଡିଆରେ ଭାଇରଲ ହେଉଛି | ତେବେ ଦର୍ଶକବନ୍ଧୁ ସୋସିଆଲ ମେଡିଆରେ ଗାଈ ଏବଂ ନାଗ ସାପକୁ ନେଇ ସୋସିଆଲ ମେଡିଆରେ ବହୁତ ଭାଇରଲ ହେବାରେ ଲାଗିଛି |

ଏହି ଫୋଟରେ ଗାଈ ଏବଂ ନାଗ ସାପ କିଛି ସମୟ ପାଇଁ ପରସ୍ପରକୁ ଦେଖା ଦେଖି ହେଉଛନ୍ତି ଯାହାକି ସ୍ନେହରେ ସାପକୁ ଚାଟୁ ଥିବାର ଦେଖିବାକୁ ମିଳିଛି ଏହି ସମୟରେ ସାପ ବି ଆରାମରେ ଫଣା ମେଲାଇ ବସି ଗାଈ କରୁଥିବା ସ୍ନେହର ଆନନ୍ଦ ନେଉଥିବା ନଜରରେ ଆସିଛି | ତେବେ ଏହି ଭିଡିଓ କୁ ସୋସିଆଲ ମେଡିଆ ବ୍ୟବହାର କାରୀମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି |

ଏହା ବାସ୍ତବ ନା ଏଡିଟିଙ୍ଗ କରାଯାଇଛି ଲୋକ ସନ୍ଦେହ କରୁଛନ୍ତି | ତେବେ ଭାଇରଲ ଭିଡିଓକୁ ଟୁଇଟର ଆଇଏଫଏସ ଅଧିକାରୀ ପୋଷ୍ଟ କରିଥିବା ବେଳେ ଏହି ଭିଡିଓ ଟି ଏବେ ଖୁବ ଭାଇରଲ ହେବାରେ ଲାଗିଛି ତେବେ ଆଇଏଫଏସ ଅଧିକାରୀ ସାପ ଏବଂ ଗାଈର ଏଭଳି ସ୍ନେହ ଭଲ ପାଇବା ଦେଖି ବିଶ୍ୱାସରେ ବାନ୍ଧି ହେଉଛି ଉଭୟଙ୍କ ଭଲ ପାଇବା |

ତେବେ ଖବର ସ୍ପଷ୍ଟ ହୋଇ ପାରୁ ନାହିଁ ଯେ ଗାଈ ନାଗ ସାପକୁ କାହିଁକି ଚାଟୁ ଥିଲା ତେବେ ଏଭଳି ଦୃଶ୍ୟ ବୋଧେ ହୁଏ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ତେଣୁ ଏହି ଦୃଶ୍ୟ ବହୁତ ବିରଳ ଦୃଶ୍ୟ ମଧ୍ୟ କୁହାଯାଉଛି ଏହି ଦୃଶ୍ୟ ଦେଖିକି ଲୋକେ ବିଭିନ୍ନ ମତାମତ ଦେଉଛନ୍ତି |

Leave a Reply

Your email address will not be published. Required fields are marked *