ନମସ୍କାର ଦର୍ଶକବନ୍ଧୁ ଏହି ସବୁ ଜିନିଷକୁ କରିବା ନେବାରେ ଆପଣ ଜମାରୁ କେବେ ହେଲେ ଲାଜ କରନ୍ତୁ ନାହିଁ ଯଦି ଆପଣ ଏହି ବସ୍ତୁକୁ ମାଗିବା ବେଳେ ଯଦି କେବେ ଲାଜ କରୁଛନ୍ତି ତେବେ ଏହା ଦ୍ୱାରା ଆପଣଙ୍କ ବହୁତ ବଡ଼ କ୍ଷତି ହୋଇଥାଏ ଏବଂ ଏହା ବି ହୋଇପାରେ ଏହି ବସ୍ତୁକୁ ନ ଦେବା ଫଳରେ କିଛି ବି ହୋଇପାରେ |ଏହି କଥା ବିଲକୁଲ ସତ୍ୟ ଯେ ପୁରାଣ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଏହି ସବୁ ଜିନିଷ ମାଗିବାରେ ଲାଜ କରନ୍ତି ବା ସରମ ଅନୁଭବ କରନ୍ତି ତାକୁ କେବେ ସଫଳତା ମିଳେ ନାହିଁ ନା କେବେ ଶାନ୍ତି ମିଳିଥାଏ ନା କେବେ ଖୁସି ମିଳିଥାଏ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେ ଆଚାର୍ଯ୍ୟ ଚାଣକ୍ୟଙ୍କର ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି ଚାଣକ୍ୟ ମାନବ ନୀତିରେ କିଛି ଏମିତି କଥା କହିଛନ୍ତି ଯାହାକୁ ଯଦି କୌଣସି ମନୁଷ୍ୟ ପାଳନ କରନ୍ତି ତେବେ ତାକୁ ସଫଳତା ପାଇବାରୁ କେହି ରୋକିପାରିବେନି |ତେବେ ଆସନ୍ତୁ ଜାଣିବା କଣ ସେହି ସବୁ ଜିନିଷ ମାଗିବା ଦ୍ୱାରା ସରମ ଅନୁଭବ ନ କରିବା ଉଚିତ |
ପ୍ରଥମଟି ହେଉଛି ସ୍ୱାମୀ ସ୍ତ୍ରୀଙ୍କର ଭଲ ପାଇବା ବା ପ୍ରେମ ବନ୍ଧୁଗଣ କୌଣସି ଶା-ରୀ-ରି-କ ସମ୍ପର୍କ ସମ୍ବଦ ଉପରେ ପ୍ରେମ ଯୋଡ଼ି ଏହି ଭୁଲ କରିବା ଉଚିତ ନୁହେଁ ବନ୍ଧୁଗଣ ପ୍ରେମ ସମ୍ବଦକୁ ମଜଭୁତ କରିବା ପାଇଁ ଦୁଇଜଣଙ୍କ ମଧ୍ୟରେ ବୁଝାମଣା ସର୍ବଦା ରହିବ ଉଚିତ ଯେଉଁ ପ୍ରେମୀ ଯୁଗଳ ମଧ୍ୟରୁ ଜଣେ ଅନ୍ୟ ଜଣକ ପାଖରେ ଲାଜ କରେ ବା ସମ୍ବଦକୁ ନେଇ ଡରି ଯାଇଥାଏ ସେମାନଙ୍କ ମଧ୍ୟରେ କୌଣସି ପୁରୁଷ ବା ନାରୀ ନିଜର ଜାଗା ବନାଇ ନେଇ ପାରନ୍ତି ତେଣୁ ଏଥିପାଇଁ ସମ୍ଵଦକୁ ନେଇ ବିଲକୁଲ ଲାଜ କରନ୍ତୁ ନାହିଁ ନିଶ୍ଚିତ ସ୍ୱାମୀ ସ୍ତ୍ରୀ ଦୁଇଜଣ ପରସ୍ପରକୁ ଭଲ ପାଆନ୍ତୁ ଏବଂ ପ୍ରେମ କରନ୍ତୁ ଏଥିରେ ହିଁ ଆପଣଙ୍କ ମଙ୍ଗଳ ହୋଇଥାଏ |
ଦ୍ୱିତୀୟରେ ହେଉଛି ଭୋଜନ କରିବା ସମୟରେ କେବେବି ଆପଣମାନେ ଲାଜ କରନ୍ତୁ ନାହିଁ ବନ୍ଧୁଗଣ ଚାଣକ୍ୟଙ୍କ ଅନୁସାରେ ଭୋଜନ କରିବା ସମୟରେ କୌଣସି ବି ବ୍ୟକ୍ତିଙ୍କୁ ଲାଜ କରିବା ଉଚିତ ନୁହେଁ ଯେଉଁ ଲୋକମାନଙ୍କୁ ଖାଇବା ସମୟରେ ଲାଜ ଲାଗିଥାଏ ସେହି ଲୋକ ସର୍ବଦା ଭୋକରେ ରହି ଥାଆନ୍ତି ଏବଂ ଏହି ସମସ୍ୟା ସେମାନଙ୍କର ଏକ ବଡ଼ ସମସ୍ୟା ଠାରୁ କମ ନୁହେଁ ଭୋକିଲା ବ୍ୟକ୍ତି କ୍ରୋଧରେ ସ୍ୱୀକାର ହୋଇ ଥାଆନ୍ତି ତେଣୁ ଏଥିପାଇଁ ତାଙ୍କର ପେଟ ପୁରା ଖାଦ୍ୟ ଖାଇବା ଦରକାର ଏବଂ ଭୋଜନ ସମୟରେ ଲାଜ କରିବା ଉଚିତ ନୁହେ |
ତୃତୀୟରେ ହେଉଛି ଗୁରୁଙ୍କ ଠାରୁ ଜ୍ଞାନ ଲାଭ ସମୟରେ ବା କାହା ଠାରୁ କିଛି ଜାଣିବା ସମୟରେ ଲାଜ କରିବା ଉଚିତ ନୁହେଁ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ନିଜ ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ ସମୟରେ ଲାଜ କରନ୍ତୁ ନାହିଁ କାହିଁକିନା ଯେଉଁ ବ୍ୟକ୍ତି ଜ୍ଞାନ ଲାଭ ସମୟରେ ଲାଜ କରିଥାଏ ତାଙ୍କ ଜ୍ଞାନ ସର୍ବଦା ଅଧାରେ ରହିଥାଏ ଏବଂ ଏମିତି ବ୍ୟକ୍ତି ନିଜ ଜୀବନରେ କେବେବି ସଫଳତା ପାଇଁ ପାରନ୍ତି ନାହିଁ |
ଚତୁର୍ଥରେ ହେଉଛି ଧାର ଉଦ୍ଧାର ଟଙ୍କା କୌଣସି ବ୍ୟକ୍ତି ଯଦି ଅନ୍ୟ ବ୍ୟକ୍ତିଙ୍କୁ ଧାର ଉଦ୍ଧାର କରିବା ଭଳି ଟଙ୍କା ଦେଇଥାଏ ତାହେଲେ ମାଗିବା କଥା ଏବଂ ଯେଉଁ ବ୍ୟକ୍ତି ନିଜର ଏହି ଟଙ୍କା ମାଗିବାରେ ଲାଜ କରିଥାଏ ସେ କେବେବି ଧନୀ ହୋଇପାରେ ନାହିଁ |ଏହା ଦ୍ୱାରା ଆପଣ ବର୍ବାଦ ହୋଇ ପାରନ୍ତି ତେଣୁ ଏଥିପାଇଁ ଧାର ଉଦ୍ଧାର ମାଗିବା ଟଙ୍କାରେ କେବେ ଲାଜ କରନ୍ତୁ ନାହିଁ |ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଆପଣ ଏମିତି ସବୁ ଭୁଲ ଜୀବନରେ କେବେବି କରନ୍ତୁ ନାହିଁ |