ପୁଣି ଓଡିଶାକୁ ମାଡ଼ି ଆସୁଛି ଭୟଙ୍କର ଲଘୁଚାପ ,ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ପାଣିପାଗ ବିଭାଗ ଦେଲା ଏପରି ସୂଚନ ଦେଖନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ପାଣିପାଗ ବିଭାଗକୁ ନେଇ ବହୁତ ବଡ଼ ଖବର ପୁଣି ସୃଷ୍ଟି ହୋଇଛି ଲଘୁଚାପ ଆସନ୍ତା 7 ରୁ ପ୍ରବଳ ବର୍ଷା ଘଡ଼ଘଡ଼ି ବାରଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କଲା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ତେବେ ଆସନ୍ତୁ କଣ ରହିଛି ପାଣିପାଗକୁ ନେଇ ସମ୍ପୂର୍ଣ୍ଣ ଖବର ଜାଣିବା |କେଉଁ ସବୁ ଜିଲ୍ଲାକୁ ରହିଛି ଅଧିକ ବିପଦ ଏବଂ କେଉଁ ସବୁ ଜିଲ୍ଲା ପାଇଁ ଜାରି ହୋଇଛି|

ସତର୍କ ସୂଚନା ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ତେବେ ଦର୍ଶକବନ୍ଧୁ ସୃଷ୍ଟି ହୋଇଛି ଆଉ ଏକ ନୂଆ ଲଘୁଚାପ 7 ରୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରିକଲା ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗ 7 ରୁ 10 ତାରିକ ଯାଏ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି |

ସାତ ତାରିକରେ ସୁନ୍ଦରଗଡ଼ ,ଦେବଗଡ଼ ,କେଉଁଝର ଏବଂ ମୟୁରଭଞ୍ଜକୁ ଘଡଘଡ଼ି ସହ ବର୍ଷା ନେଇ ସତର୍କ କରାଯାଇଛି |8 ତାରିକରେ ଘଡ଼ଘଡ଼ି ସହ ବର୍ଷା ନେଇ ବାଲେଶ୍ୱର ଭଦ୍ରକ ,ଯାଜପୁର ,କେନ୍ଦ୍ରାପଡ଼ା ,କଟକ ,ଜଗତସିଂହ ପୁର ,କେଉଁଝର,ମୟୁରଭଞ୍ଜ ,ଢେଙ୍କାନାଳ ,ଅନୁଗୁଳ ,ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି |

Leave a Reply

Your email address will not be published. Required fields are marked *