ପାଣିପାଗ ବିଭାଗ ଦେଲେ ବଡ ସୁଚନା, ଏହି ଦିନରୁ ପ୍ରବଳ Barsha, ଦେଖନ୍ତୁ କଣ ରହିଛି ପୁରା ଖବର, ଏ ବର୍ଷ ଆଉ ତ୍ରାହି ନାହିଁ…

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସିଲା କିଛି ବଡ଼ ଖବର ସୂଚନା ଅନୁସାରେ ଆସନ୍ତା 10 ତାରିକ ବେଳକୁ ପୁଣି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ ଉତ୍ତର ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ |ଅନ୍ୟପଟେ ଭୟ ବଢ଼ାଉଛି ହୀରାକୁଦ ଡ୍ୟାମ 621 ଫୁଟ ଟପିଲାଣି ଜଳସ୍ତର ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି ହୁଏତ ପୂର୍ବ ଅପେକ୍ଷା ବର୍ତ୍ତମାନ ଟିକେ ବର୍ଷାର ପ୍ରକୋପ କମିଛି କିନ୍ତୁ ଆଗକୁ ପୁଣି ବର୍ଷାର ପରିମାଣ ବଢିବାକୁ ଯାଉଛି |

ଆସନ୍ତା 3 ରୁ 4 ଦିନ ପର୍ଯ୍ୟନ୍ତ ମଧ୍ୟରେ ହାଲୁକା ବର୍ଷା ନେଇ କିଛି କିଛି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ତେବେ ସେହି ଜିଲ୍ଲା ଗୁଡ଼ିକ କଣ କଣ ଆସନ୍ତୁ ଜାଣିବା ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବଡ଼ ଖବର ଟି କଣ ରହିଛି |ସୂଚନା ମୁତାବକ ରାଜ୍ୟରେ ବର୍ତ୍ତମାନ ସମୟରେ ରାଜ୍ୟରେ ପ୍ରାୟ ଜିଲ୍ଲା ଗୁଡ଼ିକ ମେଘୁଆ ରହିଛି |

କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇ ସାରିଛି ଆସନ୍ତା କାଲି ରାଜ୍ୟରେ ପାଗ ମେଘୁଆ ରହିବ 9 ତାରିକ ଯାଏ ରାଜ୍ୟରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି |ଉତ୍ତର ଛତିଶଗଡ଼ ଏବଂ ସଂଲଗ୍ନ ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଦକ୍ଷିଣ ପୂର୍ବ ଉପ ଉତ୍ତର ପୂର୍ବ ଉପରେ ରହିଥିବା ଆଜି ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି |

ଏହାର ପ୍ରଭାବ ଓଡିଶା ଉପରେ ଏବେ ପଡ଼ି ନାହିଁ କିନ୍ତୁ କ୍ଲାଏମେଟର ଆକଳନ ଅନୁସାରେ ଆସନ୍ତା 10 ତାରିକ ବେଳକୁ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ 11 ବେଳକୁ ଏହା ଲଘୁଚାପର ରୂପ ନେବାର ଆଶଙ୍କା ରହିଛି |

Leave a Reply

Your email address will not be published. Required fields are marked *