ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଯାହାକି ସୁନା ଦରରେ ହୋଇଛି ବହୁତ ବଡ଼ ପରିବର୍ତ୍ତନ ସୁନା ପ୍ରେମୀଙ୍କ ପାଇଁ ବଡ଼ ସୂଚନା କିଣିବା ପୂର୍ବରୁ ଜାଣି ନିଅନ୍ତୁ କେତେ ରହିଛି ଆପଣଙ୍କ ସହରରେ ସୁନାର ଦର |ତେବେ ସୁନା ଦରରେ ଆଜି ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଲିଛି ଆପଣମାନେ କିଣିବା ପୂର୍ବରୁ ଜାଣି ନିଅନ୍ତୁ ଦେଶର ପ୍ରମୁଖ ସହରରେ କେତେ ରହିଛି ଆଜିର ସୁନା ଦର |
ତେବେ ଭାରତୀୟ ବଜାରରେ 22 କ୍ୟାରେଟ ସୁନାର ଦର 10 ଗ୍ରାମ ପ୍ରତି 54,950 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର ଦର 10 ଗ୍ରାମ ପ୍ରତି 59,950 ଟଙ୍କା ରହିଛି |ତେବେ ଓଡିଶାର ରାଜଧାନୀରେ ଏହାର ମୂଲ୍ୟ 22 କ୍ୟାରେଟର ଦର 10 ଗ୍ରାମ ପ୍ରତି 54,950 ଟଙ୍କା ରହିଥିବା ବେଳେ 24 କ୍ୟାରେଟର ଦର 10 ଗ୍ରାମ ପ୍ରତି 59,950 ଟଙ୍କା ରହିଛି |
ତେବେ ଦେଶର ପ୍ରମୁଖ ସହର ମାନଙ୍କରେ ମୁମ୍ବାଇରେ ମଧ୍ୟ ସୁନାର ଦର ବୃଦ୍ଧି ପାଇଛି ତେବେ ମୁମ୍ବାଇରେ ମଧ୍ୟ 22 ଏବଂ 24 କ୍ୟାରେଟ ସୁନାର ଦର 54,950 ଟଙ୍କା ଓ 59,950 ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆ ଦିଲ୍ଲୀରେ ଏହି ଦର ଯଥାକ୍ରମେ 55,150 ଟଙ୍କା ଓ ଷାଠିଏ ହଜାର ଶହେ ଟଙ୍କା ରହିଛି |
ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ 22 କ୍ୟାରେଟର ମୂଲ୍ୟ 55,350 ଟଙ୍କା ରହିଥିବା ବେଳେ 24 କ୍ୟାରେଟର ମୂଲ୍ୟ 60,380 ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି |ତେବେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ମଧ୍ୟ ଯଥାକ୍ରମେ 54,950 ଟଙ୍କା ଓ 59,950 ଟଙ୍କା ରହିଛି ସେହିପରି ରୁପାର ମୂଲ୍ୟ ଏକ କିଲୋଗ୍ରାମ ପ୍ରତି 75,000 ଟଙ୍କା ଥିବା ନେଇ ରେକର୍ଡ ହୋଇଛି |