ନମସ୍କାର ଦର୍ଶକବନ୍ଧୁ ଚାଷୀମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସିର ଖବର ଯାହାକି ଚାଷୀମାନେ ଫାର୍ମର ଆଇଡି କାର୍ଡ କେମିତି ଡାଉନଲୋଡ଼ କରିବେ ଯାହାକି ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ | ଯଦି ଆପଣ ଜଣେ ଚାଷୀ ଆପଣଙ୍କ ଚାଷୀ ତେବେ ଆପଣଙ୍କର ଚାଷୀ ଭାବରେ ଏକ ପରିଚୟ ପତ୍ର ଯାହାକି ଭୋଟର ଆଇଡି କାର୍ଡ ରହିଛି ଯାହାକୁ ଆପଣ ଡାଉନଲୋଡ଼ କରିକି ରଖନ୍ତୁ |
ଆପଣଙ୍କର ଫାର୍ମର ଆଇଡି ନମ୍ବର କଣ ରହିଛି ତାହା ମଧ୍ୟ ଜାଣନ୍ତୁ ଯାହା ଆପଣଙ୍କର ବହୁତ ସାରା କାମରେ ଆସିଥାଏ |ସରକାରଙ୍କ ତରଫରୁ ଏହା ବହୁତ ସାରା ସହାୟତା ମଧ୍ୟ ମିଳିଥାଏ |ପ୍ରଥମରେ ଆପଣ ଯେକୌଣସି ଏକ ବ୍ରାଉଜର ଓପନ କରନ୍ତୁ ଆଉ ବ୍ରାଉଜରରେ ସର୍ଚ୍ଚ କରନ୍ତୁ ଫାର୍ମର ଆଇଡି ଓଡିଶା ଫାର୍ମର ଆଇଡି ଲେଖି ଗୁଗଲରେ ସର୍ଚ୍ଚ କରିବେ |
ଆପଣଙ୍କ ସାମ୍ନାରେ ପ୍ରଥମେ ଏକ ୱେବସାଇଟ ଆସିବ ଆପଣ ତାହା ଉପରେ କ୍ଲିକ କରିବେ |ତାହା ପରେ ଆପଣଙ୍କ ସାମ୍ନାରେ ଓପନ ହେବ ଆପଣ ନିଜ ଡିଷ୍ଟକ ନେମ ଦେବେ ଆପଣଙ୍କ ବ୍ଲକ ନେମ ଦେବେ ଭିଲେଜ ଆପଣଙ୍କର ଯାହା ଥିବ ଆପଣ ଦେଇଦେବେ |ତାପରେ ଆପଣଙ୍କ ଷ୍ଟାଟସ ଉପରେ କ୍ଲିକ କରିବେ |
ତାପରେ ଆପଣ ଜେନେରେଟରେ କ୍ଲିକ କରିବେ ତାପରେ ସର୍ଚ୍ଚ ରହିଛି ଆଉ ପଟେ ରହିଛି ଏକ୍ସପୋର୍ଟ ତୁ ଏକସେଲ ଆପଣ ଏକସେଲ ଫାର୍ମଟ ରେ ଯାଇ ଚେକ କରିପାରିବେ ତା ପରେ ଆପଣ ଆପଣଙ୍କ ସବୁ ଡିଟେଲସ ପାଇଯିବେ |