ଚାଲୁଥିବା ବାଇକରେ ଏପରି କାର୍ଯ୍ୟ କରୁଥିଲେ ଏହି ଦୁଇ Jhia ,ଆଉ ତାହା ପରେ ଯାହା ହେଲା ଜାଣିଲେ ଆପଣଙ୍କ ଉଡ଼ିଯିବ ହୋସ |

ନମସ୍କାର ଦର୍ଶକବନ୍ଧୁ ଚାଲୁଥିବା ଏକ ମଟର ସାଇକେଲରେ ରୋମାଣ୍ଟିକ ଭାବରେ ମଜା ନେଉଛନ୍ତି ଦୁଇ ଝିଅ କଲେ ଚୁମ୍ବନ ଏବଂ ଆଲିଙ୍ଗନ ଯାହାର ଭିଡିଓ ହେଉଛି ଭାଇରଲ |ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର |ତେବେ ଦର୍ଶକବନ୍ଧୁ ଆପଣମାନେ ଅନେକ ଲୋକ ତ ବାଇକ ଚଳାଇଥିବାର ଆପଣମାନେ ସୋସିଆଲ ମେଡିଆରେ ଦେଖିଥିବେ ଗାଡ଼ି ଷ୍ଟନ ମାରୁଥିବାର ମଧ୍ୟ ଦେଖୁଥିବେ କେତେବେଳେ ବୟସ୍କ ଲୋକ ତ କେତେବେଳେ ପୁଣି କେତେବେଳେ ଯୁବକ ମାନେ ନିଜ ଜୀବନକୁ ପାଣି ଛଡ଼ାଇ ଷ୍ଟନ ଦେଉଥିବା ଦେଖାଯାଏ |

ବର୍ତ୍ତମାନ ଆପଣ ଦେଖି ପାରୁଥିବେ କିଛି ଯୋଡ଼ି କିଭଳି ବାଇକରେ ଚୁମ୍ଭନ ଦିଆ ନିଆ ହେଉଚ୍ଛନ୍ତି ତେବେ ଯେଉଁଥିରେ ଫିଲ୍ମ ଦେଖିବା ପରେ ବାଇକରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳେ |ଆପଣମାନେ ବାଇକରେ ପୁଅ ଝିଅ ବସି ଯାଉଥିବାର ଦେଖିଥିବେ ଏବଂ ପୁଅଟି ଗାଡ଼ି ଷ୍ଟନ ମାରୁଥିବାର ଦେଖିଥିବେ |ଆପଣମାନେ ଭାବୁଥିବେ ସେମାନେ ବୋଧେ ତାଙ୍କ ଜୀବନକୁ ଭଲ ପାଆନ୍ତି ନାହିଁ |

ତେବେ ବର୍ତ୍ତମାନ ଆପଣ ଯେଉଁ ଫୋଟରେ ଦେଖୁଛନ୍ତି ଏହା ତ କେଉଁ ପୁଅ ଝିଅର ନୁହେଁ ବରଂ ଦୁଇ ଝିଅ ଝିଅ ମଧ୍ୟରେ ଚଳନ୍ତା ବାଇକ ରେ ଦୁଇ ଝିଅ ବାଇକରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳେ |ଦେଖିବାକୁ ମିଳୁଛି ଯେ ବାଇକରେ ଦୁହେଁ ଝିଅ ପରସ୍ପର ମୁହାଁ ମୁହିଁ ହୋଇ ବସିଛନ୍ତି ସେମାନଙ୍କ ବାଇକ କ୍ଷିପ୍ର ବେଗରେ ଚାଲିଛି |

ତେବେ କେହି ଜଣେ ଏହି ଦୃଶ୍ୟକୁ ତାଙ୍କର ମୋବାଇଲ କ୍ୟାମେରାରେ ରେକର୍ଡ କରିଥିଲେ କି ଏହା ଜାଣି ଶୁଣି ରେକର୍ଡ କରା ଯାଇଥିଲା ତାହା ଜଣା ନାହିଁ କିନ୍ତୁ ପାପା କି ପରି ଏଥିରେ ଚମତ୍କାର କରିଛନ୍ତି ଦୁଇ ଝିଅ ମଧ୍ୟରୁ କେହିବି ବାଇକର ହ୍ୟାଣ୍ଡଲ ଧରି ନାହାନ୍ତି କିନ୍ତୁ ବାଇକ ଚାଲିଛି ଉଭୟ ପରସ୍ପରକୁ ଚୁମ୍ବନ ଦେଉଛନ୍ତି ଏବଂ ଦୁହେଁ ମଧ୍ୟ ଆଲିଙ୍ଗନ କରୁଛନ୍ତି |

Leave a Reply

Your email address will not be published. Required fields are marked *