ଶ୍ରାବଣ ମାସରେ କାହାକୁ କିଛି ନଜଣାଇ ପିନ୍ଧି ଦିଅନ୍ତୁ ଏହି ଗଛର ଚେର ,24 ଘଣ୍ଟାରେ ହେବ Dhanaବର୍ଷା ଥରେ ନିଶ୍ଚୟ କରିକି ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟଟି ଏକ ସୁନ୍ଦର ବିଷୟ ବସ୍ତୁ ଉପରେ ଆଧାରିତ ଆଜି ଆମେ ଆପଣଙ୍କୁ ବେଲ ଗଛର ଚେର ପିନ୍ଧିବାର ଫାଇଦା ବିଷୟରେ କହିବୁ ଆମେ ବେଲ ଗଛର ଚେର କଣ ପାଇଁ ପିନ୍ଧିବା ଉଚିତ ଏବଂ ଆମେ ଆଜି ଆପଣଙ୍କୁ ଶାସ୍ତ୍ରରେ ଲେଖା ଯାଇଥିବା ତଥ୍ୟ ବିଷୟରେ ବତେଇବୁ ବେଲ ଗଛର ଚେର କଣ ପାଇଁ ପିନ୍ଧିବା ଦରକାର ଏବଂ ଏହାକୁ ପରିଧାନ କଲେ କଣ ଫାଇଦା ମିଳିଥାଏ ସମସ୍ତ ତଥ୍ୟ ଏହି ବିଷୟରେ ଆସନ୍ତୁ ଜାଣିବା ସର୍ବ ପ୍ରଥମେ ଆସନ୍ତୁ ଜାଣିବା ବେଲ ଗଛ ଆମ ପାଇଁ କଣ ଉପଯୋଗୀ ହୋଇଥାଏ ଆମ ପାଇଁ କଣ ଉପଯୋଗୀ ହୋଇଥାଏ ଯେ ଆମର ଶାସ୍ତ୍ରରେ ଲେଖା ହୋଇଛି କି ବେଲ ଗଛ ରୁଦ୍ରାକ୍ଷ ବୃକ୍ଷ ଠାରୁ ମଧ୍ୟ ବହୁତ ପାୱାରଫୁଲ ହୋଇଥାଏ ବେଲ ଗଛ ତୁଳସୀ ବୃକ୍ଷ ଠାରୁ ବି ବହୁତ ଅଧିକ ଶକ୍ତିଶାଳୀ ହୋଇଥାଏ |

ଆମେ ଆପଣଙ୍କୁ କହିବୁ କି ବେଲ ଗଛର ଦର୍ଶନ ମାତ୍ରେ ସମସ୍ତ ପାପ ଦୂର ହୋଇ ଯାଇଥାଏ ବେଲ ଗଛକୁ ସ୍ପର୍ଶ କଲେ ସାକ୍ଷାତ ଭୋଳାନାଥଙ୍କୁ ସ୍ପର୍ଶ କରିବା ସମାନ ହୋଇଥାଏ |ବେଲ ଗଛକୁ ସ୍ପର୍ଶ କରିବା ଦ୍ୱାରା ସମସ୍ତ ପ୍ରକାର ପାପକୁ କଷ୍ଟକୁ ଦରିଦ୍ରତାକୁ ଦୂର କରି ଦେଇଥାଏ |ପୁରାଣ ଅନୁସାରେ ବେଲ ଗଛ ମାତା ପାର୍ବତୀଙ୍କ ଝାଳରୁ ଉତ୍ପନ ହୋଇଥିଲା କୁହାଯାଏ ଯେ ଏହାର ମୂଳରେ ବ୍ରହ୍ମ ଦେବ ,ମଧ୍ୟ ଭାଗରେ ଭଗବାନ ବିଷ୍ନୁ ଏବଂ ତଥା ସମ୍ପୂର୍ଣ୍ଣ ଅଂଶରେ ଭଗବାନ ଶିବ ଶଙ୍କରଙ୍କର ବାସ ହୋଇଥାଏ ଏଥିପାଇଁ କୁହାଯାଏ ଯେ ସୋମବାର ଦିନ ବେଲ ପତ୍ରକୁ ଛିଡ଼ାଇବା ଉଚିତ ହୋଇ ନଥାଏ କାରଣ ସୋମବାର ଦିନ ଭଗବାନ ଶିବ ଜାଗୃତ ଅବସ୍ଥାରେ ଥାଆନ୍ତି |

ତେବେ ବାସ୍ତବରେ ଆମେ ବେଲ ଗଛର ଚେର ପିନ୍ଧିବା ଦ୍ୱାରା କଣ ହୋଇଥାଏ ଏହାର ଚେର କାହାକୁ ଧାରଣ କରିବା ଉଚିତ କାହାକୁ ହଇରାଣ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା ସର୍ବ ପ୍ରଥମେ ବେଲ ଗଛର କିଛି ମହତ୍ୱ ପୂର୍ଣ୍ଣ କଥା ବିଷୟରେ ଜାଣିବା |ଯଦି ସୋମବାର ଦିନ ସନ୍ଧ୍ୟା ସମୟରେ ବେଲ ଗଛର ପୂଜା କରିଥାଏ ଏହାର ମୂଳରେ ଗଙ୍ଗା ଜଳ ହେଉ କିମ୍ବା କଞ୍ଚା କ୍ଷୀର ଢାଳି ଥାଏ ତ ଦରିଦ୍ରତା ଦୂର ହୋଇଥାଏ ଏହା ଜଣାଯାଏ ଯେ ବେଲ ଗଛକୁ ସବୁଦିନ ଦର୍ଶନ କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ |ତେବେ ଆସନ୍ତୁ ଜାଣିବା ବେଲ ଗଛର ଚେର କଣ ପାଇଁ ଆମେ ପିନ୍ଧିବା ଉଚିତ ଏବଂ ଆପଣ ଏହାକୁ ପିନ୍ଧିଲେ ଆପଣଙ୍କ ଜୀବନରେ ସବୁ କଣ ପରିବର୍ତ୍ତନ ଆସିଥାଏ ଆସନ୍ତୁ ଜାଣିବା |

ଯେଉଁ ଲୋକମାନେ ଶନି ଦଶାରେ ପୀଡ଼ିତ ଅଛନ୍ତି ଦୁଃଖ ଦରିଦ୍ରତା ଏବଂ ଆକସ୍ମିକ ଦୁର୍ଘଟଣା ଘର ପରିବାରରେ କଳି ଝଗଡ଼ା ଯେଉଁ ବି କାର୍ଯ୍ୟକୁ କରୁଛନ୍ତି ସେହି କାର୍ଯ୍ୟରୁ ସଫଳତା ମିଳି ପାରୁ ନାହିଁ ଏହା ସବୁ ଶନିଦଶାର ଲକ୍ଷଣ ହୋଇଥାଏ ଯଦି ଆପଣ ଏହି ପ୍ରକାରର ପିଢା ପାଇଁ ଚିନ୍ତିତ ଅଛନ୍ତି ତେବେ ଯେଉଁ ବ୍ୟକ୍ତି ବେଲ ଗଛର ଚେର ଧାରଣ କରି ଥାଆନ୍ତି ଏମିତି ବ୍ୟକ୍ତିଙ୍କୁ ଶନିର ଅଢେଇ ସାଡେ ସାତି କମ ହୋଇଯାଇଥାଏ ଏମାନଙ୍କ ସମସ୍ତ ସମସ୍ୟା ଦୂର ହୋଇ ଯାଇଥାଏ |

ଯେଉଁ ଲୋକ କୌଣସି ବି କାର୍ଯ୍ୟରେ ସଫଳ ହୋଇ ପାରୁ ନାହାଁନ୍ତି ଏମିତି ଯଦି ବେଲ ଗଛର ଚେର ପିନ୍ଧନ୍ତି ତ ପ୍ରତ୍ୟକ କ୍ଷେତ୍ରରେ ତାଙ୍କୁ ସଫଳତା ମିଳିଥାଏ |ଯେଉଁ ବି କ୍ଷେତ୍ରକୁ ଆପଣ ଯାଆନ୍ତୁ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ |ଏମିତି ମନାଯାଏ ଯେ ଯଦି ବେଲ ଗଛର ଚେର ସନ୍ଧ୍ୟା ସମୟରେ ପିନ୍ଧା ଯାଏ ତ ଧନର ପ୍ରାପ୍ତି ହୋଇଥାଏ କାହିଁକିନା ଶୁକରଦେଵ ଭଗବାନ ଭୋଳାନାଥ ଙ୍କ ପରମ ଭକ୍ତ ଅଟନ୍ତି |ଯଦି ଶୁକ୍ରବାର ଆପଣ ବେଲ ଗଛର ଚେର ଧାରଣ କରିବେ ତେବେ ଆପଣଙ୍କୁ ଅଚାନକ ଧନର ପ୍ରାପ୍ତି ହୋଇଥାଏ ଭଗବାନ ଭୋଳାନାଥ ସ୍ୱୟଂ ଏମିତି ବ୍ୟକ୍ତିଙ୍କ ରକ୍ଷା କରି ଥାଆନ୍ତି |

Leave a Reply

Your email address will not be published. Required fields are marked *