ସିରିଏଲ ନମିଳିବାରୁ କାନ୍ଦି କାନ୍ଦି Ranjitaଙ୍କର ହେଲା ଏମିତି ଅବସ୍ଥା, ଦେଖିଲେ ବିଶ୍ୱାସ ହେବ ନାହିଁ ଦେଖନ୍ତୁ !

ନମସ୍କାର ଦର୍ଶକବନ୍ଧୁ ବାହାଘର ପରେ ଅଭିନୟ ଜଗତରୁ ଦୂରେଇ ଯିବା ପରେ ଏବେ ଏବେ କାନ୍ଦି କାନ୍ଦି ବେହାଲ ରଞ୍ଜିତା ପାଣିଗ୍ରାହୀ ତ ବନ୍ଧୁଗଣ ଆପଣମାନେ ତ ଅଭିନେତ୍ରୀ ରଞ୍ଜିତାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଗତ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ରଞ୍ଜିତା ପାଣିଗ୍ରାହୀ |

ଗୋଟିଏ ରିଆଲିଟି ସୋ ଜିତିବା ପରେ ଏକ ଅଭିନୟ ଜଗତରୁ ସେ ଓଲିଉଡ଼ ଜଗତରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଆଉ ଏହା ପରଠାରୁ ସେ କେବେ ପଛକୁ ଫେରି ଚାହିଁ ନଥିଲେ |ତାରା ତାରିଣୀ ସିରିଏଲରେ ରଞ୍ଜିତା ଖୁଡ଼ୀ ସିରିଏଲରେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କୁ ମନକୁ ଜିତିବାରେ ସଫଳ ହୋଇ ପାରିଥିଲେ ଓଲିଉଡ଼ର ଏହି ଜବରଦସ୍ତ ଅଭିନେତ୍ରୀ |

ରଞ୍ଜିତା ଗୋଟେ ମଧ୍ୟମ ଧରଣର ପରିବାରରୁ ଆସିଛନ୍ତି ଆଉ ସେ ନିଜର ଟ୍ୟାଲେଣ୍ଟ ବଳରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଜଣେ ଆଗ ଧାଡ଼ିର କଳାକାର ବନି ପାରିଛନ୍ତି |ବର୍ତ୍ତମାନ ସମୟରେ ରଞ୍ଜିତା ସୁଟିଙ୍ଗ ସେଟରୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରଞ୍ଜିତା ସିରିଏଲର ଡାଇରେକ୍ଟର ଙ୍କୁ ବିବାହ କରିଛନ୍ତି |

ଆଉ ବାହାଘର ପରେ ନିଜ ସ୍ୱାମୀଙ୍କ ସହ ଖୁସିର ରହୁଥିବାର ନଜରରେ ଆସିଛନ୍ତି ଆଉ ଗୋଟେ ଓଡ଼ିଆ ଘରର ବହୁ ଭାବରେ ନିଜ ଶାଶୁ ଘରେ ଚଳୁଥିବାର ଦେଖା ଦେଇଛନ୍ତି ତାହେଲେ ଏହି କାରଣ ପାଇଁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିଛନ୍ତି |

ରଞ୍ଜିତାଙ୍କର ଛୋଟ ବେଳ ପ୍ରତି ଅଭିନୟରୁ ବହୁତ ରୁଚି ରହିଛି ଛୋଟ ବେଳରୁ ସ୍କୁଲ କଲେଜ ରେ ଅଭିନୟ କରି ସେ ବହୁତ ଆୱାର୍ଡ ମଧ୍ୟ ପାଇଥିଲେ ଆଉ ଛୋଟ ବେଳରୁ ଅଭିନୟ ପ୍ରତି ରୁଚି ରହିଥିବା ରଞ୍ଜିତା ଏବେ ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯିବାରୁ ତାଙ୍କ ମନ ବହୁତ ଦୁଃଖ ରହିଛି |

Leave a Reply

Your email address will not be published. Required fields are marked *