ନମସ୍କାର ଦର୍ଶକବନ୍ଧୁ ଯେଉଁ ମହିଳା ମାନଙ୍କ ଆଖି ପାରା ଆଖି ଭଳି ସେହି ମହିଳା ମାନେ ଭାରି କପଟି ସ୍ୱଭାବର ହୋଇ ଥାଆନ୍ତି |ଯେଉଁ ମହିଳା ମାନଙ୍କ ନାକ ଚେପଟା ସେହି ମହିଳା ମାନେ ବୁଦ୍ଧିମତୀ ଓ ଗୁଣବତୀ ହୋଇ ଥାଆନ୍ତି ଯେଉଁ ମହିଳା ମାନଙ୍କ ଚାଲି ହାତୀ ଚାଲିଲା ପରି ଝୁଲି ଝୁଲି ଚାଲୁ ଥାଆନ୍ତି ସେହି ମହିଳା ମାନେ ସୌଭାଗ୍ୟ ଲକ୍ଷ୍ମୀ ଓ ସୌଭାଗ୍ୟ ବତୀ ହୋଇଥାଆନ୍ତି |
ଯେଉଁ ମହିଳାମାନଙ୍କ ଆଖି ଟେରି ହୋଇଥାଏ ସେମାନେ ଦୁନିଆରେ କିଛି ଖୋଜି ନଥାନ୍ତି ଯେଉଁ ମହିଳା ମାନଙ୍କ ଚକ୍ଷୁ ବିରାଡ଼ି ଆଖି ଭଳି ସେହି ମହିଳା ମାନେ ହତଭାଗିନୀ ହୋଇଥାଆନ୍ତି ଯେଉଁ ମହିଳା ମାନଙ୍କ ମୁଖ ଗୋଲାକାର ସେହି ମହିଳାମାନେ ଜୀବନରେ ବହୁତ ଧନଵାନ ହୋଇଥାଆନ୍ତି |
ଯେଉଁ ମହିଳା ମାନଙ୍କ ମୁଖରେ କେତେବେଳେ ହସ ପ୍ରକାଶ ପାଇ ନଥାଏ ସେ ଦୁନିଆର ଦାରିଦ୍ର୍ୟ ଏବଂ ଦୁଃଖ ଭୋଗ କରିଥାଆନ୍ତି ଯେଉଁ ମହିଳା ମାନଙ୍କ ବାମ ସ୍ତନରେ ,ବାମ ଗଣ୍ଡରେ ,ବାମ କଣ୍ଠରେ ,ବାମ କର୍ଣ୍ଣରେ ଏବଂ ବାମ କରରେ ଭାତୁଡ଼ି ଥାଏ ସେ ମହିଳାମାନେ ସୌଭାଗ୍ୟବତୀ ହୋଇ ଥାଆନ୍ତି |
ଯେଉଁ ମହିଳା ମାନଙ୍କ ପାଦ ଛୋଟ ସେହି ମହିଳା ମାନେ ସବୁବେଳେ ମୋୖଥନରେ ପ୍ରିୟ ରହି ଥାଆନ୍ତି ଯେଉଁ ମହିଳା ମାନଙ୍କ କପାଳରେ କଳାଜାଇ ରହିଥାଏ ସେହି ମହିଳାମାନେ ଧନଵାନ ଓ କୀର୍ତ୍ତିବାନ ହୋଇ ଥାଆନ୍ତି |