ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଯାହାକି ସୁନା ରୂପ ଦରକୁ ନେଇ ସୁନା ପ୍ରେମୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସିର ଖବର |ତେବେ ଜାଣି ରଖନ୍ତୁ ଆଜି ସୁନା ରୂପା ଦରରେ ହେଲା ବଡ଼ ପରିଵର୍ତନ ତେବେ କେତେ କମିଛି ସୁନା ରୂପା ଦର କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଆଜି ଆମେ ଜାଣିନେବା |ତେବେ ସୁନା ରୂପା ଦରରେ ଆଜି ସାମାନ୍ୟ ପରିବର୍ତ୍ତନ ଆସିଛି |ତେବେ ସୁନା ପ୍ରେମୀମାନେ ଜାଣି ରଖନ୍ତୁ ଯେ କେତେ ରହିଛି ସୁନା ରୂପାର ଦର ଓଡିଶା ସମେତ ଦେଶର ଅନ୍ୟ ପ୍ରମୁଖ ସହରରେ |
ଭାରତୀୟ ବଜାରରେ 22 କ୍ୟାରେଟ ସୁନାର ଦାମ 10 ଗ୍ରାମ ପ୍ରତି 55,250 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନା 10 ,ଗ୍ରାମ ପ୍ରତି ଷାଠିଏ ହଜାର ଦୁଇଶହ ଅଶୀ ଟଙ୍କା ରହିଛି |ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ 22 କ୍ୟାରେଟ ସୁନାର ଦର ଏବଂ 24 କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ଯଥାକ୍ରମେ ପଞ୍ଚାବନ ହଜାର ଦୁଇଶହ ପଚାଶ ଟଙ୍କା ରହିଥିବା ବେଳେ ଷାଠିଏ ହଜାର ଦୁଇ ଶହ ଅଶୀ ଟଙ୍କା ରହିଛି |
24 କ୍ୟାରେଟ ସେହିପରି ଆଜି ସୁନାର ଦର ମହଙ୍ଗା ରହିଛି ଏନେଇ ଦେଶର ପ୍ରମୁଖ ସହରରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି |ତେବେ ମୁମ୍ବାଇରେ 22 ଏବଂ 24 କ୍ୟାରେଟର ମୂଲ୍ୟ ପଞ୍ଚାବନ ହଜାର ଚାରିଶହ ଟଙ୍କା ଓ ଷାଠିଏ ହଜାର ଚାରିଶହ ଚାଳିଶି ଟଙ୍କା ରହିଥିବା ନେଇ ରେକର୍ଡ ହୋଇଥିବା ବେଳେ ନୂଆ ଦିଲ୍ଲୀରେ ଏହି ଦର ଯଥାକ୍ରମେ ପଞ୍ଚାବନ ହଜାର 550 ଟଙ୍କା ଓ ଷାଠିଏ ହଜାର 560 ଟଙ୍କା ରହିଛି |
ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନାଇରେ 22 କ୍ୟାରେଟ ମୂଲ୍ୟ ପଞ୍ଚାବନ ହଜାର ସାତ ସହ ରହିଥିବା ବେଳେ 24 କ୍ୟାରେଟର ମୂଲ୍ୟ ଷାଠିଏ ହଜାର ସାତ ସହ ଷାଠିଏ ଟଙ୍କା ରହିଥିବା ରେକର୍ଡ ହୋଇଛି |ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ପଞ୍ଚାବନ ହଜାର ଚାରିଶହ ଟଙ୍କା ଓ ଷାଠିଏ ହଜାର ଚାରିଶହ ଚାଳିଶି ଟଙ୍କା ରହିଛି |
ସେହିପରି ରୁପାର ମୂଲ୍ୟ ଏକ କିଲୋଗ୍ରାମ ପ୍ରତି ଅଠସ୍ତୋରି ହଜାର ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି |22 ଏବଂ 24 କ୍ୟାରେଟ ସୁନାର ଦର ଖୁଚୁରା ଦର ଜାଣିବା ପାଇଁ ଆପଣ 8955664433 ରେ ଏକ ମିସ କଲ ଦେଇପାରିବେ |ତେବେ ମିସ କଲ ଦେବା କିଛି ସମୟ ପରେ ଆପଣ ମ୍ୟାସେଜ ମାଧ୍ୟମରେ ଜାଣିପାରିବେ ସୁନା ରୂପା ଦର |