ଏବେ ଏବେ ସୁଟିଂ ସେଟରେ ହେଲା ବଡ ଅଘଟଣ… ଗୁରୁତର ଅବସ୍ଥାରେ ତୁଷାର Hele ମେଡିକାଲରେ ଆଡମିଟ… ସମସ୍ତେ କରୁଛନ୍ତି ପ୍ରାର୍ଥନା |

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଓଲିଉଡ଼ ଅଭିନେତା ତୁଷାରଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ଦୀର୍ଘ ଦିନ ହେବ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି | ବହୁତ ସାରା ସିରିଏଲ ଏବଂ ଆଲବମରେ ବହୁତ ସାରା ଅଭିନୟ କରୁଥିବାର ଦେଖିବାକୁ ମିଳିଛି |ତାଙ୍କ ସିରିଏଲର ଅଭିନୟକୁ ଆଜି ପର୍ଯ୍ୟନ୍ତ ବି ଲୋକମାନେ ଭୁଲି ପାରୁ ନାହାଁନ୍ତି ଆଉ ଏହା ଛଡ଼ା ଆମ ଘର ଲକ୍ଷ୍ମୀ ସିରିଏଲରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା |

ଆଉ ମଙ୍ଗୁଳା କନ୍ୟା ସିରିଏଲ ରେ ମଧ୍ୟ ସେ ସୁନ୍ଦର ଅଭିନୟ କରିଥିଲେ ହେଲେ ସିରିଏଲ ଟିକୁ ସେ ଅଧାରେ ମଧ୍ୟ ଛାଡ଼ି ଦେଇଥିଲେ |ହେଲେ ଗତ କିଛି ଦିନ ହେବ କିଛି ୱେବ ସିରିଜ ଏବଂ ସିନେମା କରିବାର ନଜର ଆସିଛନ୍ତି ଓଲିଉଡ଼ର ଏହି ଜବରଦସ୍ତ ଅଭିନେତା |ସେ ସୁଟିଙ୍ଗ ସେଟରୁ ଭଲ ପାଇ ମାହିଙ୍କୁ ବିବାହ କରିଛନ୍ତି ଆଉ ବାହାଘର ପରେ ତାଙ୍କର ଏକ କୁନି ଝିଅ ମଧ୍ୟ ହୋଇଛି |

ତେବେ ନିଜ ପରିବାର ଲୋକଙ୍କ ସହିତ ବହୁତ ଖୁସିରେ ସମୟ ବିତାଉଥିବାର ନଜରରେ ଆସିଛନ୍ତି ତୁଷାର |ଗତ ଦିନ ମାନଙ୍କରେ ବହୁତ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଓଡ଼ିଆ ହିରୋ ତୁଷାର ଏଥିରେ ତାଙ୍କ ମୁଣ୍ଡ ଫାଟି ଯାଇଥିବା ଆଉ ହାତ ଏବଂ ଗୋଡ଼ରେ ଅଳ୍ପ ମାତ୍ରାରେ ଆଘାତ ଲାଗି ଥିବାର ଦେଖିବାକୁ ମିଳିଥିଲା|

କିନ୍ତୁ ବର୍ତ୍ତମାନ ତୁଷାର ଘରେ ରହି ନିଜର ଚିକିତ୍ସା କରୁଛନ୍ତି ଏବଂ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ସୂଚନା ମିଳିଛି |ଆପଣଙ୍କୁ ଓଲିଉଡ଼ ହିରୋ ତୁଷାର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *