ନମସ୍କାର ଦର୍ଶକବନ୍ଧୁ ପୁଣି ଓଡ଼ିଶାକୁ ମାଡ଼ି ଆସୁଚି ଭୟଙ୍କର ଲଘୁଚାପ ଏଥର ବୁଡ଼ିବ ଓଡ଼ିଶା ହୀରାକୁଦ ଖୋଲିଲା ୫ଟି ଗେଟ୍ ଟେନ୍ସନ୍ ଦେଲା ଛତିଶଗଡ଼ ହଇରାଣ ପରେ ହଇରାଣ କରି ଚାଲିଛି ଛତିଶଗଡ଼ ନିଜ ଇଚ୍ଛା ରେ ଗେଟ୍ ଖୋଲୁଛି ଏବଂ ପାଣି ଛାଡୁଚି ଏବେ ହୀରାକୁଦ ଛତିଶଗଡ଼ ପାଣିରେ ଉବୁଟୁବୁ ଆଜି ପୁଣି ଥରେ ଗେଟ୍ ଖୋଲିଛି ହୀରାକୁଦ ଡ଼୍ୟାମ ଖାଲି ଓଡ଼ିଶାକୁ ପାଣି ଛାଡିବାକୁ ରହିଛି ।
ଛତିଶଗଡ଼ ଏପରି କରିବା ଦ୍ୱାରା ମହାନଦୀର ଜଳସ୍ତର ବୃଦ୍ଧି ପାଉଛି ଜଳସ୍ତର ବୃଦ୍ଧି ପାଇବା ସହିତ ଭୟଙ୍କର ରୂପ ନେଉଛି ଆହୁରି ମଧ୍ୟ ୫ ଟି ଗେଟ୍ ଖୋଲାଯାଇଛି ଆହୁରି ସବୁଆଡ଼େ ବନ୍ୟାର ବିଭୀଷିକା ଥମ୍ବୁନି ଜଳସ୍ତର ।ବନ୍ୟାର ବୃଦ୍ଧି ପାଇବା ସହିତ ଭୟଙ୍କର ରୂପ ନେଉଛି । ସମୁଦାୟ ୧୨ ଟି ଗେଟ୍ ଖୋଲାଯାଇଛି ଲୋକେ ଏବେ ଭୟଭୀତ ଜୀବନକୁ ବଞ୍ଚାଇବା ପାଇ ଲୋକମାନେ କକୁଟିବମିନତି ହେଉଛନ୍ତି ।
ତଳିଆ ଅଞ୍ଚଳ ର ଲୋକମାନଙ୍କ ଘର ପାଖକୁ ଆସି ଡରା ଉଚି ବନ୍ୟା ପାଣି ଯାହା ଗତ ତିନିଦିନ ହେଲା ହୋଇଥିଲା ଯାହା ଆପଣ ମାନେ ଦେଖୁଛନ୍ତି ।ଏପଟେ ଭୁବନେଶ୍ୱର ରେ ଆପଣମାନେ ଦେଖିବାକୁ ପାଉଥିବେ କାହାର ଘରେ ପାଣି ତ କାହାର ଆସ ବାସ ପତ୍ର ନଷ୍ଟ ହୋଇ ଯାଇଛି । ପୁଣି ଏତେ ସବୁ ଘଟଣା ପରେ ଟେନ୍ ସନ୍ ଦେଉଚି ଲଘୁଚାପ ଏପଟେ କଡ ଲେଉ ତାଇଲାନି ଲଘୁଚାପ ଆପଣ ମାନେ ଭାବି ପାରୁଛନ୍ତି ତ ପୁଣି ଥରେ ଲଘୁଚାପ ହେଲେ ଭୁବନେଶ୍ୱର ସ୍ଥିତି ହେବ କଣ ।
ଛତିଶଗଡ଼ ଖୋଲି ଚାଲିଛି ଗେଟ୍ ପରେ ଗେଟ୍ ଏବେ ସବୁ ଆଡ଼େ କେବଳ ବନ୍ୟା ।ବନ୍ୟା ଘେରରେ ବହୁତ୍ ଦୁଃଖରେ ଅଛନ୍ତି ଓଡ଼ିଶା ବସି ।ଯେମିତିକି ଓଡ଼ିଶାକୁ କାହାର ନଜର ଲାଗି ଯାଇଛି ଗୋଟିଏ ପରେ ଗୋଟିଏ ଲଘୁଚାପ ଆଉ ସେପଟେ ଛତିଶଗଡ଼ ର ମନାଭିମୁଖି ଜଳ ଛାଡ଼ୁଚି।ଏବେ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇ ଲଘୁଚାପର ପରିଣତି ହୋଇଯାଇଛି ।
ଅନ୍ୟପଟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ସକ୍ରିୟ ରହିଛି । ଆଜି ଓଡ଼ିଶାରେ ବର୍ଷା ଏବଂ ଘଡ ଘଡି ନେଇ ଚେତାବନୀ ଦେଇଥିବା ଥିବା ପାଣିପାଗ ବିଭାଗ ଦକ୍ଷିଣ ଓଡ଼ିଶାରେ କେତେକ ଜିଲ୍ଲାରେ ସ୍ୱଳ୍ପ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୬ ରୁ ୯ ତାରିଖ ଯାଏ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ଉଅର୍ଣିଂ ଜାରି କରାଯାଇଛି |