ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟ ବସ୍ତୁଟି ଆମେ ଆଜି ଆପଣଙ୍କ ଭବିଷ୍ୟତକୁ ନେଇ କହିବାକୁ ଯାଉଛୁ ଆପଣଙ୍କର ଜୀବନର ପୁରା କାହାଣୀ ଆପଣଙ୍କ ଭବିଷ୍ୟତଟି କିପରି ହେବ କେଉଁ ପ୍ରଶ୍ନ ଆପଣଙ୍କ ମନରେ ଚାଲୁଅଛି |ଆପଣ ଏହି ବହିର ଫୋଟ ଦେଖୁଛନ୍ତି ଯେଉଁ ଦୁଇଟି ପୁସ୍ତକ ଦେଖୁଛନ୍ତି ସେଥି ମଧ୍ୟରୁ ବାଛନ୍ତୁ ଗୋଟିଏ ପୁସ୍ତକ |ଗୋଟେ ପୁସ୍ତକରେ 1 ଏବଂ ଆଉ ଗୋଟେ ପୁସ୍ତକରେ 2 ଲେଖା ଅଛି |ଆପଣ ପୁରା ଛାତିରେ ହାତ ରଖି କିଛି ସମୟ ପାଇଁ ଆଖି ବନ୍ଦ କରି ଆପଣ ଯଦି ଏହି ଏକ ନମ୍ବର ସଂଖ୍ୟାଟିକୁ ବାଛୁଛନ୍ତି ଏବଂ ଦୁଇ ନମ୍ବର ସଂଖ୍ୟାଟିକୁ ବାଛୁଛନ୍ତି ଭଲ ଭାବରେ ଆପଣ ଚିନ୍ତା ବିଚାର କରି କୌଣସି ଗୋଟିଏ ରଙ୍ଗର ଫୁଲକୁ ଆପଣ ବାଛନ୍ତୁ |ଆପଣଙ୍କ ଜୀବନରେ କଣ ସବୁ ଘଟିବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ କଣ ସବୁ ଚାଲୁଅଛି ଆପଣଙ୍କ ମନର ପ୍ରଶ୍ନ ଆମେ ଆପଣଙ୍କୁ କହିବୁ |ଆପଣ ଯଦି ଏକ ନମ୍ବରଟିକୁ ବାଛିଛନ୍ତି ତାହେଲେ ଆପଣ ଏକ ନମ୍ବର ପ୍ରଶ୍ନର ଉତ୍ତର ଟିକୁ ପଢିବେ ଆପଣ ଯଦି ଦୁଇ ନମ୍ବରଟିକୁ ବାଛିଛନ୍ତି ତାହେଲେ ଦୁଇ ନମ୍ବର ପ୍ରଶ୍ନଟିକୁ ପଢିବେ ଦୁଇଟି ଯାକ ପଢିଲେ ଆପଣ ଦ୍ବନ୍ଦରେ ପଡିଯିବେ |ହୁଏତ ଆପଣଙ୍କ ଭବିଷ୍ୟତ ସତ୍ୟତା ନ ଜାଣି ପାରନ୍ତି |
ଏକ ନମ୍ବର -ଯଦି ଆପଣ ଏକ ନମ୍ବର ପୁସ୍ତକଟିକୁ ବାଛିଛନ୍ତି ତାହେଲେ ଦେଖନ୍ତୁ ଆପଣ ଶୁଭ ସମୟରେ ଏକ ପ୍ରଶ୍ନ କରିଛନ୍ତି ଆପଣଙ୍କ କାର୍ଯ୍ୟ ଏଣିକି ଶୁଭଫଳ ପ୍ରଦାନ କରିବ ମନ୍ଦ ଦୋଷ ଖୁବ କମ ସମୟ ମଧ୍ୟରେ ଦୂର ହେବାକୁ ଯାଉଛି ଚନ୍ଦ୍ରଙ୍କ ଫଳ ଆପଣଙ୍କ ଲାଗି ନଗନ୍ୟ |ବର୍ତ୍ତମାନ ଆପଣ ଯେଉଁ କାର୍ଯ୍ୟ ପାଇଁ ବ୍ୟସ୍ତ ରହୁଛନ୍ତି ତାହାର ଶୀଘ୍ର ସମାଧାନ ହୋଇଯିବ ଏବେ ଆପଣ ଗୁପ୍ତ ଧନ ଆଣିବାର ମନରେ କିଛି ଭାବନା ଆଣୁଛନ୍ତି ଏଣିକି ଆପଣ ଶିଶୁଙ୍କ କଥାକୁ ମିଥ୍ୟା ବୋଲି ଭାବିବେ ଆପଣ ନିଜେ ପରିଶ୍ରମ ଏବଂ କଷ୍ଟ ଅର୍ଜିତ କରିଥିବା ଧନକୁ ଖର୍ଚ୍ଚ କରନ୍ତୁ ନାହିଁ କାରଣ ଆପଣଙ୍କ ପାଖରେ ଏଭଳି ଏକ ଦୁର୍ଗୁଣ ରହୁଅଛି ଯେ କି ଆପଣ ଅଯଥା କଷ୍ଟ ବହୁତ କରନ୍ତି ତ ଏହି ଗୋଟେ ଗୁଣକୁ ଆପଣ ତ୍ୟାଗ କରନ୍ତୁ ଜୀବନରେ ଆପଣ ବହୁତ ଆଗକୁ ବଢିବେ ଯଦି ଆପଣ ସଦା ସର୍ବଦା କିଛି ସଞ୍ଚୟ କରୁଛନ୍ତି ଦେଖିବେ ଆପଣ ଦିନେ ଉଚ୍ଚ ଧରଣର ପରିବର୍ତ୍ତନ ଲାଭ କରିବେ |
ତେବେ ଆସନ୍ତୁ ଜାଣିବା ଆପଣ ଯଦି ଦୁଇ ନମ୍ବର ସଂଖ୍ୟାଟିକୁ ବାଛିଛନ୍ତି ତେବେ ଜାଣନ୍ତୁ କଣ କହୁଛି ଏହା ଆପଣଙ୍କ ଭାଗ୍ୟ ବିଷୟରେ ଆପଣ ବର୍ତ୍ତମାନ ବହୁତ ଚିନ୍ତାରେ ବ୍ୟତିବ୍ୟସ୍ତ ଅଛନ୍ତି ସନ୍ତାନ ମାନଙ୍କୁ ନେଇ କଷ୍ଟ ଭୋଗୁଛନ୍ତି ମନ ମଧ୍ୟରେ ନାନା ଉଦବେଗ ଘାତ ହେଉଅଛି ଯାହା ଭାବୁଛନ୍ତି ଆପଣ ସେହି କାର୍ଯ୍ୟକୁ କରି ପାରୁ ନାହାଁନ୍ତି ଅନ୍ୟ ମାନଙ୍କ ଲାଗି ସେ ଚିନ୍ତା ଅନୁଭା କରୁଛନ୍ତି |ଆପଣଙ୍କ ମନ କଥା ବର୍ତ୍ତମାନ ଆମେ ଜାଣି ପାରୁଚୁ ଆପଣ ଗୋଟେ ସୈତାନ ମଣିଷର ହାବୁଡ଼ରେ ପଡ଼ି ଯାଇଛନ୍ତି ସମୟ ଆପଣଙ୍କୁ ସେଥିରୁ ଶାନ୍ତି ଦେଲା ମିତ୍ର ପରିଜନ ଆପଣଙ୍କୁ ଦୂରେଇ ଦେଇଛନ୍ତି ଆପଣ ଶତ୍ରୁ କବଳରେ ରହୁଛନ୍ତି ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ ଆଗାମୀ ଦୁଇ ସପ୍ତାହ ଭିତରେ ଆପଣଙ୍କ ଭଲ ସମୟ ଆସିବାକୁ ଯାଉଅଛି ଦେଖିବେ ଆପଣ ଆଗକୁ ଆସୁଥିବା ଯେକୌଣସି ମଙ୍ଗଳବାରରେ ଆପଣ ଅନେକ ଉନ୍ନତି ମଧ୍ୟ ଆପଣ ପ୍ରାପ୍ତ କରିବେ |