ମେଷ ରାଶି -କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ଚିନ୍ତାରେ ରହିପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଡେରି ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଦୂରଯାତ୍ରା କରିପାରନ୍ତି । ଧନ ଲାଭର ଯୋଗ ରହିଛି ।ପରିବାରରେ ପ୍ରେମ ଏବଂ ଉତ୍ସାହର ପରିବେଶ ଲାଗି ରହିବ ପିତାଙ୍କ ମାର୍ଗ ଦର୍ଶନ ଆପଣଙ୍କ ଆର୍ଥକ ଉନ୍ନତିର କାରଣ ହେବ
ବୃଷ ରାଶି -କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ଚିନ୍ତାରେ ରହିପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଡେରି ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଦୂରଯାତ୍ରା କରିପାରନ୍ତି । ଧନ ଲାଭର ଯୋଗ ରହିଛି ।ଆଜି ସମାଜରେ ଆପଣଙ୍କୁ ବହୁତ ସମ୍ମାନ ମିଳିବ ଏବଂ କୌଣସି ସମାଜ କଲ୍ୟାଣ କାର୍ଯ୍ୟରେ ସହଯୋଗ କରିବେ |
ମିଥୁନ ରାଶି -ଶତ୍ରୁ ବୃଦ୍ଧି ପାଇବେ ପରିବାର ସହ ସମୟ ବିତାଇବେ ।ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ ପାରିବାରିକ ଜୀବନ ସୁଖମୟ ହେବ । ଦୁର୍ଘଟଣା ଘଟିପାରେ ସତର୍କ ରୁହନ୍ତୁ ।ଆପଣ ଆଜି ଭବିଷ୍ୟତ ସହିତ ଜଡ଼ିତ ଯୋଜନା ବିଷୟରେ ବିଚାର କରିପାରନ୍ତି ଏବଂ କାର୍ଯ୍ୟ ଶୈଳୀର ସମୀକ୍ଷା କରି ପାରନ୍ତି |
କର୍କଟ ରାଶି -ଦୂରଯାତ୍ରା କରିପାରନ୍ତି । ମନ ଭଲ ରହିବ । ପ୍ରିୟ ଲୋକଙ୍କ ସହ ଦେଖା ହୋଇପାରେ । ପରିବାର ସହ ସମୟ ବିତାଇବେ । କାର୍ଯ୍ୟରେ ବ୍ୟସ୍ତ ରହିବେ । ବନ୍ଧୁଙ୍କ ସହଯୋଗ ମିଳିବ ।
ସିଂହ ରାଶି -କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ । ପାରିବାରିକ ଜୀବନ ସୁଖମୟ ହେବ । ଦୁର୍ଘଟଣା ଘଟିପାରେ ସତର୍କ ରୁହନ୍ତୁ । କିଛି କଥାକୁ ନେି ଚିନ୍ତାରେ ରହିବେ । ପୂଜାପାଠରେ ସମୟ ବିତିବ ।
କନ୍ୟା ରାଶି -ଆଜି ସାମାନ୍ୟ ପାରିବାରିକ ସମସ୍ୟା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ବଢିଯାଇ ପାରେ । ଗୁପ୍ତଶତ୍ରୁ ବୃଦ୍ଧି ପାଇବେ । ଦୂରଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ମନ ଚଳଚଞ୍ଚଳ ରହିବ ।
ତୁଳା ରାଶି -ଆଜି ଆପଣଙ୍କ ପାଇଁ ଉତ୍ତମ ଦିନଟିଏ । ଧର୍ଯ୍ୟ ରଖି କାର୍ଯ୍ୟ କଲେ ଶୁଭଫଳ ପାଇବେ । ବ୍ୟବସାୟରେ ଅତ୍ୟନ୍ତ ଲାଭ ମିଳିବ । ପୂଜାପାଠରେ ସମୟ ବିତାଇବେ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଆୟ ଭଲ ରହିବ । ବ୍ୟବସାୟରେ ମଧ୍ୟ ଉନ୍ନତି ହେବ । ନୂଆ ଜମି, ବାହନ କ୍ରୟ କରି ପାରନ୍ତି । ବନ୍ଧୁଙ୍କ ସାହାଯ୍ୟ ପାଇବେ । ମନ ଭଲ ରହିବ ।
ବିଛା ରାଶି -ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଆପଣଙ୍କ ଦ୍ୱାରା କରାଯାଇଥିବା ସାମାଜିକ କାର୍ଯ୍ୟ ସୋସିଆଲ ମେଡିଆରେ ପ୍ରସଂଶିତ ହେବ ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତି ଖ୍ୟାତି ଏବଂ ସମ୍ମାନ ପ୍ରାପ୍ତି କରିବେ |
ଧନୁ ରାଶି -ଆପଣଙ୍କ ଦାମ୍ପତ୍ୟ ଜୀବନକୁ ସୁଖମୟ କରିପାରେ । ସୁସ୍ୱାଦୁ ଭୋଜନ , ଶାନ୍ତ ମନ ଏବଂ ସାମାଜିକ ପ୍ରତିଷ୍ଠା ଆପଣଙ୍କ ମୁଖରେ ହସ ଫୁଟାଇବ । ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ଓ ସାଙ୍ଗଠନିକ ସ୍ଥିତିି ସୁଦୃଢ଼ ହୋଇପାରିବ।