ଶ୍ରୀ ମନ୍ଦିରର ରତ୍ନ ଭଣ୍ଡାର ବିଷୟରେ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ ,ବୈଜ୍ଞାନିକ ମାନେ ମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ |

ହେଲୋ ଫ୍ରେଣ୍ଡ୍ ଆପଣମାନେ ସମସ୍ତେ ବିଶ୍ବପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ ଯାହା ଭାରତର ଚାରି ତୀର୍ଥ ଧାମ ମଧ୍ୟରୁ ଗୋଟିଏ କିନ୍ତୁ ଆସନ୍ତୁ ଜାଣିବା ପୁରୀ ଜଗନ୍ନାଥ ମନ୍ଦିର ମଧ୍ୟରେ ଥିବା ଅନେକ ରହସ୍ୟ ବିଷୟରେ 1985 ମସିହାରେ ଯେତେ ବେଳେ ଆର୍କୋଲଜିକାଲ ସର୍ଭେ ଅଫ ଇଣ୍ଡିଆର ଏକ ଟିମ୍ ପୁରୀ ଜଗନ୍ନାଥ ମନ୍ଦିରର କିଛି ସର୍ଭେ ପାଇଁ ଆସିଥିଲେ ସେ ସମୟରେ ସରକାରଙ୍କ ଦ୍ବାରା ନିଷ୍ପତି ନିଆଯାଇଥିଲା କି ଏହି ଟିମ୍ ଦ୍ବାରା ଶ୍ରୀମନ୍ଦିର ର ରତ୍ନ ଭଣ୍ଡାରର କୋଠରୀ ଗୁଡ଼ିକ ଖୋଲି ତାହା ମଧ୍ୟରେ ଥିବା ଧନ ରତ୍ନର ମୂଲ୍ୟା ଅଙ୍କନ କରାଯିବ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଟିମ୍ ଯେତେ ବେଳେ ରତ୍ନ ଭଣ୍ଡାର କୋଠରୀ ଗୁଡ଼ିକ ଖିଲିବା ପାଇଁ ଯାଉଥିଲେ ହଠାତ କୋଠରୀ ମଧ୍ୟରୁ ଭୟାନକ ଶବ୍ଦ ଶୁଣା ଯାଇଥିଲା ଯାହା ଫଳରେ ସେ ଟିମ୍ ଭୟରେ ଆଉ କୋଠରୀ ଖୋଲି ନଥିଲେ|

ଆଉ କାନ୍ଥ ମଧ୍ୟରେ ଥିବା ଫାଙ୍କ ମଧ୍ୟରେ ଟ୍ରଚ ଲାଇଟ୍ ରେ ଧନ ରତ୍ନ ର ଆନୁମାନିକ ମୂଲ୍ୟ ଅଙ୍କନ କରି ରିପୋର୍ଟ ଦେଇ ଦେଇ ଥିଲେ ପ୍ରାୟ 53 ବର୍ଷ ପରେ ମାନେ 3 ଜୁନ 2018 ମସିହାରେ ମାନ୍ୟବର ସୁପ୍ରିମ କୋର୍ଟ ପୁଣି ଥରେ ମନ୍ଦିର ମଧ୍ୟରେ ଥିବା ରତ୍ନ ଭଣ୍ଡାର କୋଠରୀ ଗୁଡ଼ିକ ଖୋଲି ସମ୍ପତ୍ତିର ମୂଲ୍ୟ ଅଙ୍କନ କରିବା ପାଇଁ ଓଡ଼ିଶା ସରକାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ ତେଣୁ ଆର୍କୋଲଜିକାଲ ସର୍ଭେ ଅଫ ଇଣ୍ଡିଆର ଏକ ଟିମ୍ ପୁଣି ଥରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର କୋଠରୀ ଖୋଲିବା ପାଇଁ ଆସିଥିଲେ କିନ୍ତୁ ପୂର୍ବ ଥର ପରି ଏଥର ମଧ୍ୟ ଏକ ରହସ୍ୟ ମୟ ଘଟଣା ଘଟିଥିଲା ଯାହା ଆପଣମାନେ ଜାଣିଲେ ମଧ୍ୟ ଆର୍ଶ୍ଚଯ୍ୟ ହୋଇଯିବେ ଯେତେ ବେଳେ ଏହି ଟିମ୍ ଗୁପ୍ତ କୋଠରୀ ଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତ ହେଉଥିଲେ |

ଅଚାନକ ରତ୍ନ ଭଣ୍ଡାର କୋଠରୀ ଗୁଡ଼ିକର ଚାବି ପେନ୍ଥା କୁଆଡେ ଗାୟକ ହୋଇ ଯାଇଥିଲା ଏବଂ କିଛି ଦିନ ପରେ ପୁରୀ କଲେକ୍ଟର ଙ୍କ ପାଖକୁ ନକଲି ଛବି ପେନ୍ଥା ଏକ ଲଫାପା ରେ ଆସି ପହଞ୍ଚିଥିଲା କିନ୍ତୁ ପୂର୍ବ ଥର ପରି ଏଥର ମଧ୍ୟ ଆର୍କୋଲଜିକାଲ ସର୍ଭେ ଟିମ୍ କୋଠରୀ ଗୁଡ଼ିକ ନଖୋଲି ବାହାରୁ ଟ୍ରଚ ଲାଇଟ ରେ ସର୍ଭେ କାମ ସାରିଥିଲେ ତେବେ କଣ ରହିଛି ଏହି ରହସ୍ୟ ଯାହାକୁ ଶହ ଶହ ବର୍ଷ ଧରି କେହି ବୁଝି ପାରି ନାହାଁନ୍ତି ରତ୍ନ ଭଣ୍ଡାର ମଧ୍ୟରେ ଥିବା ଧନ ରତ୍ନକୁ ଆଜି ପର୍ଯ୍ୟନ୍ତ କେହି ଛୁଇଁ ମଧ୍ୟ ପାରୁ ନାହାଁନ୍ତି ଶହ ଶହ ବର୍ଷ ପୂର୍ବରୁ ଏହି ଧନ ରତ୍ନ କୁ ଲୁଟ କରିବା ପାଇଁ ମୁଗୋଲ ଶାସକ ସମେତ ଅନେକ ବିଦେଶୀ ଆକ୍ରମଣ କାରି ଚେଷ୍ଠା କରି ବିଫଳ ହୋଇ ଫେରି ଯାଇଛନ୍ତି |

କିନ୍ତୁ ଏହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଭେଦ କରି ପାରି ନାହାଁନ୍ତି ପୁରୀ ଶ୍ରୀ ମନ୍ଦିରର ରତ୍ନ ଭଣ୍ଡାର ରେ ରହିଛି ଦୁଇଟି କକ୍ଷ ଗୋଟିଏ ବାହାର କକ୍ଷ ଓ ଅନ୍ୟଟି ଭିତର କକ୍ଷ ଏହି ବାହାର କକ୍ଷର 3 ଟି କୋଠରୀ ମଧ୍ୟରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ମାତା ସୁଭଦ୍ରା ଙ୍କର ରତ୍ନ ଆଭୂଷଣ ସବୁ ରଖା ଯାଇଛି ଯାହାକି ପର୍ବ ପର୍ବାଣୀ ରେ ବାହାର କରାଯାଇଥାଏ ଓ ତିନି ଦେବା ଦେବୀଙ୍କୁ ମଣ୍ଡିତ କରାଯାଇଥାଏ ଓ ପରେ ସାଇତି ହୋଇ ରଖାଯାଏ କିନ୍ତୁ ଭିତରେ କକ୍ଷ ରେ ଥିବା କୋଠରୀ ଗୁଡ଼ିକ ଶହ ଶହ ବର୍ଷ ଧରି ବନ୍ଦ ରହିଛି ଏହି ରତ୍ନ ଭଣ୍ଡାର କୋଠରୀ ଗୁଡ଼ିକରେ ରହିଛି ଅନେକ ଧନ ରତ୍ନ ଯାହା ସମସ୍ତଙ୍କର କଳ୍ପନା ବାହାରେ ଏହି ଧନ ରତ୍ନ କୁ ଭ୍ରକ୍ତ ଓ ରାଜା ମହାରାଜା ମାନଙ୍କ କିୟା ଏଥିରେ ସୁନା ରୂପା ସୋର୍ଣ୍ଣ ଅଳଙ୍କାର ମୂଲ୍ୟବାନ ରତ୍ନ ପଥର ମୁଦ୍ରା ଇତ୍ୟାଦି ଅନେକ ଅମୂଲ୍ୟ ସମ୍ପଦ ଭରି ରହିଛି |

ତେଣୁ ଦୁଇ ଦୁଇଥର ଏହି ଅମୂଲ୍ୟ ସମ୍ପଦ ର ତଦାରକ କରିବା ପାଇଁ ସରକାର ଚେଷ୍ଠା କଲେ ମଧ୍ୟ ପଛଙ୍ଘୁଞ୍ଜା ଦେଇଛନ୍ତି ଗୁପ୍ତ କୋଥିରି ଭିତରୁ ଭୟା ନକ ଶବ୍ଦ ସୁଭିବା ଚାବି ଚାଜିଯିବ ଆଜି ରହସ୍ୟ ସମଗ୍ର ଓଡ଼ିଆ ବାସିଙ୍କୁ ଚକିତ କରୁଛି ତେଣୁ ଭକ୍ତମାନଙ୍କର କହିବାର କଥା ଏହି ରତ୍ନ ଭଣ୍ଡାରର ରକ୍ଷା ପ୍ରଭୁ ଜଗନ୍ନାଥ ଶ୍ରୀଜଗନ୍ନାଥ ଏହା ପ୍ରଭୁ ଜଗନ୍ନାଥଙ୍କର ସମ୍ପତି ତେଣୁ ରତ୍ନ ଭଣ୍ଡାର ଖିଲୋଲିବାକୁ ଚେଷ୍ଠା କରିବା ମାତ୍ର କିଛି ନା କିଛି ଦୈବୀ ଶକ୍ତି ଏହାକୁ ବିଭ୍ରାଟ କରିଛି ମନ୍ଦିରର ସେବାୟତ ମେନେ ଏହାକୁ ଶହ ଶହ ବର୍ଷ ଧରି ପିଢ଼ି ପରେ ପାଢ଼ୀ ଦେଖି ଆସୁଛନ୍ତି ସେମାନଙ୍କ ମତରରେ ରତ୍ନ ଭଣ୍ଡାର ଖୋଲିବା ଅନୁଚିତ୍ କାରଣ ଏହାର ଜଗୁଆଳି ନିଜେ ପ୍ରଭୁ ଶ୍ରୀଜଗନ୍ନାଥ

Leave a Reply

Your email address will not be published. Required fields are marked *