ନମସ୍କାର ଦର୍ଶକବନ୍ଧୁ ଆମେ ଆଜି ଆପଣଙ୍କୁ ଦୁଗ୍ଧର ଯେଉଁ ଚମତ୍କାର ବିଷୟରେ କହିବୁ ଯାହା ଦ୍ୱାରା କେବଳ ଆପଣଙ୍କୁ କୌଣସି ଅଦୃଶ୍ୟ ଶକ୍ତି ଧନ ଆଣି ଦେବ ବରଂ କୌଣସି ଅଦୃଶ୍ୟ ଶକ୍ତି ଆପଣଙ୍କୁ ସାହାଯ୍ୟ କରିବ ଏହି ପ୍ରୟୋଗ ଆପଣ ଯେକୌଣସି ସୋମବାରରେ କରିବାକୁ ପଡ଼ିବ |ବନ୍ଧୁଗଣ ଏବେ ଶ୍ରାବଣର ମାସ ଚାଲୁଅଛି |ଶ୍ରାବଣ ମାସ ପ୍ରଭୁ ଭୋଳାନାଥ ଙ୍କ ମାସ ଅଟେ ଭଗବାନ ଭୋଳାନାଥଙ୍କୁ ଭୋଳାର ଭଣ୍ଡାରୀ କୁହା ଯାଇଥାଏ ଶ୍ରାବଣ ମାସରେ ଭଗବାନ ଭୋଳାନାଥ ଏକ ନୋଟା ଜଳ ଦ୍ୱାରା ବହୁତ ସନ୍ତୁଷ୍ଟ ହୋଇ ଥାଆନ୍ତି ପପ୍ରସନ୍ନ ହୋଇ ଥାଆନ୍ତି ଆଜି ଆମେ ଆପଣଙ୍କୁ ଦୁଗ୍ଧର ଅଦ୍ଭୁତ ଚମତ୍କାରୀ ଏବଂ ଉପକାରିତା ବିଷୟରେ କହିବୁ ଯାହା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ପ୍ରକାର କଷ୍ଟ ଏବଂ ସମସ୍ୟା ଦୂର ହୋଇପାରିବ |
ଦୁଗ୍ଧର ଏକ ଖାସ ମହତ୍ୱ ରହିଥାଏ ଏହା ଛୋଟ ପିଲାଙ୍କ ଶରୀରର ଉପକାରିତା କରିବା ସହିତ ଜୀବନର କଷ୍ଟକୁ ମଧ୍ୟ ଦୂର କରିବାରେ ରାମ ବାଣ ଉପାୟ ହୋଇଥାଏ ଆଜି ଆମେ ଆପଣଙ୍କୁ କହିବାକୁ ଆଜି କହିବାକୁ ଯାଉଛୁ ଦୁଗ୍ଧର ପ୍ରକୃତ ଚମତ୍କାରୀ ବିଷୟରେ |ଯଦି ଆପଣ ଶ୍ରାବଣ ମାସର କୌଣସି ସୋମବାରରେ ଏହି ଉପାୟ କରିବେ ତାହେଲେ ଆପଣ ଏହାର ଲାଭ ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମଧ୍ୟ କରିପାରିବେ ଏହି ଉପାୟର ପ୍ରଭାବ ବହୁତ ଅଧିକ ରହିଥାଏ |
ଏହି ଉପୟର ଆବଶ୍ୟକ ପାଇଁ ଆପଣଙ୍କୁ କିଛି ସାମଗ୍ରୀର ଆବଶ୍ୟକ ପଡ଼ିବ |ପ୍ରଥମେ ହେଉଛି ମାଟିର ଦୀପ ଦ୍ୱିତୀୟରେ ଦେଶୀ ଗାଈର ଦୁଗ୍ଧ ତୃତୀୟରେ ଏକ ନୋଟା ସାଧା ଜଳ ତମ୍ବାର ନୋଟାରେ ଏକ ନୋଟା ସାଧା ଜଳ ନେବାରେ ଅଛି ,ଚତୁର୍ଥରେ ନାଲି ସୁତା ପଞ୍ଚମରେ ଦରକାର ଏକ ଲୁହାର କଣ୍ଟା ଯେଉଁଥିରେ ଜଙ୍ଗ ଲାଗି ନଥିବ ଏଥି ମଧ୍ୟରୁ ଆପଣଙ୍କ ପାଖରେ ଯେମିତି କୌଣସି ଗୋଟିଏ ସାମଗ୍ରୀର କମି ନହେବା ଦରକାର ନହେଲେ ଏହାର ଲାଭ ଆପଣଙ୍କୁ ପ୍ରାପ୍ତ ହେବ ନାହିଁ |
ସମସ୍ତ ସାମଗ୍ରୀ କୁ ନେଇ ଆପଣଙ୍କୁ ନିମ୍ବ ବୃକ୍ଷ ପାଖକୁ ଯିବାକୁ ପଡ଼ିବ କେମିତି କରିବାକୁ ପଡ଼ିବ କେଉଁ ପ୍ରକାରରେ କରିବାକୁ ପଡ଼ିବ ଧନ ପ୍ରାପ୍ତି ବଢିବ ଆସନ୍ତୁ ଜାଣିବା |ନିମ୍ବ ବୃକ୍ଷକୁ ନିମୋନି ବୃକ୍ଷ କୁହାଯାଇଥାଏ ସମସ୍ତ ବୃକ୍ଷ ମାନଙ୍କ ମା ନିମ୍ବ ବୃକ୍ଷକୁ କୁହାଯାଇଥାଏ ନିମ୍ବ ବୃକ୍ଷରେ ମାତା ଦୁର୍ଗା ,ଏବଂ ଭୋଳାନାଥଙ୍କ ବାସ ରହିଥାଏ | ସର୍ବ ପ୍ରଥମେ ଆପଣ ଆପଣଙ୍କ ଘର ପାଖରେ ଗଛ ପାଖକୁ ଚାଲି ଯାଆନ୍ତୁ ଏହି ଗଛ ପାଖରେ ଏହି ସବୁ ସାମଗ୍ରୀ ରଖୀ ଆପଣ ଆପଣଙ୍କ ମନସ୍କାମନା ସବୁ କହି ଦିଅନ୍ତୁ |
ଆପଣ ଯେଉଁ ସାଧା ନୋଟରେ ଜଳ ନେଇଥିବେ ସେହି ଜଳକୁ ବୃକ୍ଷର ମୂଳରେ ଢାଲନ୍ତୁ ଏହା ପରେ ଆପଣ ନାଲି ଫିତା ବା ସୁତା ଆପଣ ଏହି ଗଛରେ ବାନ୍ଧନ୍ତୁ ଏବଂ ଏକ ଲୁହାର କଣ୍ଟା ଆପଣଙ୍କୁ ଏହି ଗଛରେ ବାଡ଼େଇବାର ଅଛି ଯଦି ଆପଣ ବାରମ୍ବାର ବେମାରୀରୁ ପଡୁଛନ୍ତି ତେବେ ଏହି ଗଛ ଚାରି ପଟେ ଆପଣ ସାତ ଥର ଲୁହାର କଣ୍ଟା ବୁଲାଇ ଦିଅନ୍ତୁ ଦେଖିବେ ଶୀଘ୍ର ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ |