ନମସ୍କାର ଦର୍ଶକବନ୍ଧୁ ପାଣିପାଗ ବିଭାଗ ତରଫରୁ ଆସିଲା ବହୁତ ବଡ଼ ଖବର ଆଜି ହେବ ପ୍ରବଳ ବର୍ଷା ଏନେଇ 4 ଜିଲ୍ଲାକୁ ରେଡ ଆଲର୍ଟ 8 ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ଏନେଇ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା ଆଜି ହେବ ପ୍ରବଳ ବର୍ଷା ଏହି ସବୁ ଜିଲ୍ଲାରେ 27 ମିଲିମିଟରର ବର୍ଷା ସମ୍ଭାବନା |
ବଙ୍ଗୋପ ସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇପାରେ ଏବଂ ଏପଟେ ବାଂଲାଦେଶରେ ଗଭୀର ଅବପାତ |ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଏହା ଘଣ୍ଟା ପ୍ରତି 30 କିଲୋମିଟର ବେଗରେ ଗତି କରୁଛି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର |
ଆଜି ଗାଙ୍ଗେୟ ଉପତ୍ୟକା ଅତିକ୍ରମ କରି ପଶ୍ଚିମ ଉପକୂଳରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ଏବଂ ଘଣ୍ଟା ପ୍ରତି ପବନର ବେଗ 55 ରୁ 65 କିଲୋମିଟର ବେଗରେ ପବନ ବହିବ ଯାହାକି ଅତି ଭୀଷଣ ବର୍ଷା ନେଇ 4 ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼,ସମ୍ବଲପୁର ,ଝାରସୁଗୁଡା ଏବଂ ବରଗଡ଼ ପ୍ରବଳ ବର୍ଷା ପବନ ସାଙ୍ଗକୁ ଘଡଘଡ଼ିର ସମ୍ଭାବନା ରହିଛି