ଜିଓ ଆଣିଲା ଦମଦାର ଅଫର ଆପଣ ଯଦି JIO ସିମର ବ୍ୟବହାର କରୁଛନ୍ତି ,ଥରେ ନିଶ୍ଚୟ ଦେଖନ୍ତୁ ପାଇପାରିବେ ଏପରି ଲାଭ |

ନମସ୍କାର ଦର୍ଶକବନ୍ଧୁ ରିଳିଆନ୍ସର ଗ୍ରାହକ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖବର ଆପଣ ଗୋଟିଏ ସିମରେ ରିଚାର୍ଜ କରି ଚଲାଇ ପାରିବେ ଆଉ ଏକ୍ସଟ୍ରା ତିନୋଟି ଅର୍ଥାତ ଗୋଟିଏ ରିଚାର୍ଜ ଉପରେ ଚାଲି ପାରିବ ଚାରିଗୋଟି ସିମ କାର୍ଡ ହେଲେ କିପରି ଆସନ୍ତୁ ଜାଣିବା |ପ୍ରଥମ ଥର ରିଲିଆନ୍ସ ଜିଓ ନେଇ ଆସିଛି ପୋଷ୍ଟ ପେଡ ପ୍ଲାନ|ପୋଷ୍ଟ ପେଡ ପ୍ଲାନରେ ଆପଣ ଯଦି 399 ଟଙ୍କା ରିଚାର୍ଜ କରୁଛନ୍ତି ଆପଣ ଏଥିରେ ପଚସ୍ତୋରି ଜୀବି ମୋଟ ଡାଟା ପାଇବେ ଏମିତିକି 10 ଟଙ୍କାରେ ସେ ଡାଟା ସରିଲା ପରେ ଆଉ ଏକ ଏକ୍ସଟ୍ରା ଡାଟା 10 ଟଙ୍କାରେ ମଧ୍ୟ ଆପଣ ପାଇପାରିବେ |

ମୋଟ ଆପଣ ଗୋଟିଏ ସିମ କାର୍ଡ ଉପରେ ଆପଣ ଆଡିସନାଲ ପାଞ୍ଚ ଜିବି ୟୁଜ କରିପାରିବେ କିନ୍ତୁ ଏଥିରେ ଜାଣି ରଖନ୍ତୁ ଆପଣ ଯଦି ତିନି ଶହ ଅନେଶତ ଟଙ୍କା ରିଚାର୍ଜ କରୁଛନ୍ତି ଏଥିରେ ଗୋଟିଏ ସିମ ଆଉ ଯେଉଁ ଏକ୍ସଟ୍ରା ଆଉ ଯେତୋଟି ସିମ କାର୍ଡ ଚିନ୍ହାଇବା ପାଇଁ ହେଲେ ଆପଣଙ୍କୁ କେବଳ ଗୋଟିଏ ସିମ କାର୍ଡ ପିଛା 99 ଟଙ୍କା ଦେବାକୁ ପଡ଼ିବ ଯାହାକି 99 ଟଙ୍କା ଦେଲେ |

ଅର୍ଥାତ ଆମେ କହିପାରିବା ଇଏ ଆମର ଯେଉଁ 400 ଟଙ୍କା ହେଲେ ମୋଟ ଆପଣଙ୍କ 600 ଟଙ୍କାରେ ଆପଣଙ୍କ ତିନୋଟି ସିମ କାର୍ଡ ଚାଲି ପାରିବ ତେବେ ଦର୍ଶକବନ୍ଧୁ ଇଏ ରହିଛି ଜିଓର ଫ୍ୟାମିଲି ପ୍ଲାନ ତାହା ଛଡ଼ା ଆଉ ଏକ ରହିଛି 599 ଟଙ୍କାର କିନ୍ତୁ ଏଥିରେ ସେମିତି ସିମ କାର୍ଡ ଚାଲି ପାରିବ ନାହିଁ ଆଉ ଯେଉଁ ରହିଛି 699 ଟଙ୍କା ପ୍ଲାନ ସେମିତି ଏଥିରେ ଦେଖନ୍ତୁ |

ଆପଣ ଆପଣଙ୍କୁ 100 ଜିବି ମିଳିଯିବ ଡାଟା ଆପଣଙ୍କ ଏହି ଡାଟା ସରିଲା ପରେ ଆପଣ ଆଉ ଗୋଟେ ଜିବି ଡାଟା ପାଇଁ ଆପଣଙ୍କୁ ଆଉ 10 ଟଙ୍କା ଦେବାକୁ ପଡ଼ିବ ଏଥିରେ ଦେଖନ୍ତୁ ଆଡନ ଫ୍ୟାମିଲି ସିମ ଅପଟୁ ତିନି ଫ୍ୟାମିଲି ସିମ ମାନେ ମୋଟ ଆପଣ ଏଥିରେ 4 ଟି ସିମ କାର୍ଡ ୟୁଜ କରିପାରିବେ |

Leave a Reply

Your email address will not be published. Required fields are marked *