ଚଳଚ୍ଚିତ୍ର ଜଗତକୁ ଆସିଲା ବହୁତ ବଡ଼ ଦୁଖଦଃ ଖବର ,ଗମ୍ଭୀର ରୋଗରେ ପୀଡ଼ିତ ହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ |

ନମସ୍କାର ଦର୍ଶକବନ୍ଧୁ ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ ତେବେ ସେ ଜଣେ ଜଣା ଶୁଣା ଟିଭି ଅଭିନେତ୍ରୀ ମଧ୍ୟ ଆପଣ ମାନେ ତାଙ୍କ ବହୁତ ସୁନ୍ଦର ଅଭିନୟ ମଧ୍ୟ ସିନେମା ଜଗତରେ ଦେଖିଥିବେ ହେଲେ ତାଙ୍କର ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଏବେ ସେ ଅଭିନୟ ଜଗତ ଠାରୁ ଦୂରେଇ ରହିଛନ୍ତି |ସମସ୍ତେ ଜାଣନ୍ତି ବହୁତ ଦିନ ହେଲା ପୂର୍ବରୁ ଅଭିନେତ୍ରୀ କର୍କଟ ରୋଗ ଭଳି ରୋଗରେ ଶିକାର ହୋଇଥିଲେ |

ହେଲେ ଏବେ ଚିକିତ୍ସିତ ହେବା ପରେ ଭଲ ଥିଲେ କିନ୍ତୁ ନିକଟରେ ସେ ଅନ୍ୟ ଏକ ରୋଗରେ ସ୍ୱୀକାର ହୋଇଛନ୍ତି ଯାହା ବିଷୟରେ ସେ ନିଜ ଫ୍ୟାନ ମାନଙ୍କ ସହ ସେୟାର କରି ସବୁ କଥା କହିଛନ୍ତି ବାସ୍ତବରେ ଏହି ଲୋକପ୍ରିୟ ଅଭିନେତ୍ରୀ ତାଙ୍କ ସୋସିଆଲ ମେଡିଆ ଆକାଉଣ୍ଟ ରେ ଇନ୍ସଟାଗ୍ରାମ ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଏହା ସହିତ ପୋଷ୍ଟର କ୍ୟାପ୍ସନରେ ଲେଖିଛନ୍ତି|

ମୁଁ ବଜାରରେ ଏକ ନୂଆ ରୋଗ ଆଣିଛି ଏହାକୁ ପୋଷ୍ଟର କମଡୈସ୍ଟିକ କୁହାଯାଏ |ଏଥିପାଇଁ ମୁଁ ଇଞ୍ଜେକ୍ସନ ନେଉଛି ଏଥିରେ କ୍ରମାଗତ କାଶ ହେଉଥାଏ |ଲୋକପ୍ରିୟ ଅଭିନେତ୍ରୀ ଛବି ମିତାଲ କହିଛନ୍ତି ଯେ ନିଶ୍ୱାସ ନେବା ବେଳେ ହାତ କିମ୍ବା ବାହୁରେ ବ୍ୟବହାର କରିବା କିମ୍ବା ଶୋଇବା ,ବସିବା ହସିବା ପ୍ରାୟ ସବୁ କିଛି ସମୟରେ ମତେ ଯନ୍ତ୍ରଣା ହେଉଛି |

ମୁଁ ସର୍ବଦା ପଜେଟିଭ ରୁହେ କିନ୍ତୁ କୋଚିତ ବେଳେ ନେଗେଟିଭ ହୋଇଯାଏ |ଛବି ମିତାଲ ସ୍ତନ କର୍କଟ ରୋଗରୁ ଭଲ ହୋଇଛନ୍ତି ସେ ପୁରା ଅସୁସ୍ଥତା ସମୟରେ ନିଜର ଯତ୍ନ ନେଇଥିଲେ ଏବଂ ସେ ବହୁତ ପଯେଟିଭ ମଧ୍ୟ ଥିଲେ

Leave a Reply

Your email address will not be published. Required fields are marked *