ଅଙ୍ଗନୱାଡି କର୍ମୀଙ୍କୁ ନେଇ ସରକାର ଦେଲେ ବହୁତ ବଡ଼ ଖୁସିର Khabar ପୂରଣ ହେବାକୁ ଯାଉଛି ଏମାନଙ୍କ ଦାବି ଜାଣିଲେ ଆପଣ ଖୁସିରେ ନାଚି ଉଠିବେ |

ନମସ୍କାର ଦର୍ଶକବନ୍ଧୁ ଅଙ୍ଗନୱାଡି କର୍ମୀ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସିର ଖବର ତେବେ ଦର୍ଶକବନ୍ଧୁ କଣ ରହିଛି ଅଙ୍ଗନୱାଡି କର୍ମୀଙ୍କୁ ନେଇ ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିବା |ଏବେ ଏବେ ଅଙ୍ଗନୱାଡି କର୍ମୀ ମାନଙ୍କୁ ନେଇ ଆସିଲା ଏକ ବହୁତ ବଡ଼ ଖବର ରାଜ୍ୟ ସରକାର ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ବୃଦ୍ଧି କରୁଛନ୍ତି ଅନୁପମା ସହାୟତା ରାଶି ଯଦି ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟରତ ସମୟରେ ମୃ-ତ୍ୟୁ ହୁଏ ତେବେ ତାକୁ 10,00,000 ଟଙ୍କା ସହାୟତା ରାଶି ଦିଆଯିବ |

ଯାହାକି ଏହି ଅନୁପମା ରାଶି ପୂର୍ବରୁ 4,00,000 ଟଙ୍କା ଥିଲା ଅନ୍ୟପଟେ ଦଶ ଦଫା ଦାବି କରି ନିଖିଳ ଓଡିଶା ଅଙ୍ଗନୱାଡି ସଙ୍ଘ ପକ୍ଷରୁ ହଇରାଣ କରିବା ସହିତ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଥିବା ସିଜିପିଓ ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଛି |ଅଭିଯୋଗ ଅନୁସାରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ମିଳିଥିବା ଯୁଗ୍ମ ଜମା ଖାତାକୁ ବିଭିନ୍ନ ବାବଦକୁ ଆସୁଥିବା ଟଙ୍କାକୁ ଆକାଉଣ୍ଟରୁ ଉଠାଣ କରି ସିଜିପିଓ ଫେରସ୍ତ କରିବା ପାଇଁ କହୁଥିବା ଅଭିଯୋଗ ହୋଇଛି

ଏହାକୁ ନେଇ ଅଙ୍ଗନୱାଡି କର୍ମୀ ଆନ୍ଦୋଳନ କରିବା ସହ ଦାବି ଉପସ୍ଥାପନା କରିଛନ୍ତି |ଦାବି ଗୁଡ଼ିକ ହେଲା ଅଙ୍ଗନୱାଡି କାର୍ଯ୍ୟ ବୀମା ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଏବଂ ବଜାର ଦର ଅନୁଯାଇ ଏସଏନଜି ବାବଦକୁ ଅର୍ଥ ପ୍ରଦାନ |

କରିବା ଏହି ସବୁ ସମସ୍ୟାର ସମାଧାନ ଆସନ୍ତା 25 ତରିକ ଭିତରକୁ ନେହେଲେ ଅଙ୍ଗନୱାଡି କେନ୍ଦ୍ର ବନ୍ଦ କରି ସିଜିପିଓ କାର୍ଯ୍ୟାଳୟ ଆଗରେ ଅନିର୍ଦିଷ୍ଟ କାଳ ଯାଇ ଧାରଣାରେ ବସିବା ନେଇ ଚେତାବନୀ ଦିଆଯାଇଛି |

Leave a Reply

Your email address will not be published. Required fields are marked *