ପୁଣି ଆସିଲା ବଡ ଦୁଃଖଦ ଖବର… ଆଉ ନାହାଁନ୍ତି ଏହି ଲୋକପ୍ରିୟ କଳାକାର ସିନେମା ଜଗତରେ ଖେଳିଗଲା ପୁରା ଶୋକର ଲହରୀ |

ନମସ୍କାର ଦର୍ଶକବନ୍ଧୁ ସିନେମା ଜଗତ ପାଇଁ ଯାହାକି ଏକ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ କଳାକାର ନିଜର ଜୀବନ ହାରିଛନ୍ତି ମୃ-ତ୍ୟୁ ବେଳକୁ ତାଙ୍କୁ 58 ବର୍ଷ ବୟସ ହୋଇଥିଲା ତେବେ ପ୍ରାଥମିକ ସୂଚନା ଅନୁସାରେ ଏହି ଲୋକପ୍ରିୟ କଳାକାର ଜୀବନ ହାରିଥିବା ଜଣା ପଡ଼ିଛି |କର୍ମଚାରୀ ମାନେ ତାଙ୍କର ତୁରନ୍ତ ତାଙ୍କର ଏଭଳି ଅବସ୍ଥାକୁ ଦେଖି ପୋଲିସ କୁ ଜଣାଇଥିଲେ |

ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ଅନେକ ଚଳଚ୍ଚିତ୍ର ଏବଂ ବଡ଼ ଇଭେଣ୍ଟ ପାଇଁ ଗ୍ରାଣ୍ଡ ସେଟ ତିଆରି କରିବା ପାଇଁ ସେ ଜଣେ ଭଲ ଭାବରେ ସୁନାମ ଅର୍ଜନ କରିଥିଲେ |ସିନେମା ଫୋଟ ଗ୍ରାଫିରେ ପ୍ରବେଶ କରିବା ପୂର୍ବରୁ ଲୋକପ୍ରିୟ କଳାକାର ତଥା ନିର୍ଦେଶକ ନିତିନ ଦେଶାଇ ଏବଂ ମୁମ୍ବାଇ ଟାଲିଆ ସାରଜେହ କଲେଜରୁ ଫୋଟ ଗ୍ରାଫରେ ତାଲିମ ନେଇଥିଲେ |

ତାଙ୍କର ଚଳଚ୍ଚିତ୍ର କ୍ୟାରିୟର 1987 ମସିହାରେ ଆରମ୍ଭ ହୋଇଥିଲା 1992 ମସିହା ଏକ ଲଭ ଷ୍ଟୋରିରେ ନିର୍ଦେଶନା ଦେଇଥିଲେ ସେ ନିଜ କୋଡ଼ିଏ ବର୍ଷ କ୍ୟାରିୟରରେ ବହୁତ ସୁନାମ ଅର୍ଜନ କରିଥିଲେ ଶ୍ରେଷ୍ଟ କଳା ନିର୍ଦେଶକ ପାଇଁ ନିତିନ ଦେଶାଇ ଚାରିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ତିନିଥର ଶ୍ରେଷ୍ଠ କଳାକାର |

ନିର୍ଦେଶକ ପାଇଁ ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି | ଲୋକପ୍ରିୟ କଳା ନିର୍ଦେଶକ ନିତିନ ଚନ୍ଦ୍ରକାନ୍ତ ଜୀବନ ହାରିଛନ୍ତି ତାଙ୍କ ମୃ-ତ୍ୟୁ-ରେ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି |

Leave a Reply

Your email address will not be published. Required fields are marked *