ମନ୍ଦାର ଫୁଲ ବଦଳେଇ ଦେବ ଆପଣଙ୍କ ଭାଗ୍ୟ ,କରନ୍ତୁ ଏଭଳି ସହଜ ଉପାୟ ପଇସା ଗଣି ଗଣି ଥକିଯିବେ ଆପଣ |

ନମସ୍କାର ଦର୍ଶକବନ୍ଧୁ ଖାସ କରି ଆମେ ଦେବୀ ଦେବତାଙ୍କୁ ପୂଜା କରିବା ସମୟରେ ମନ୍ଦାର ଫୁଲ ଚଢାଇ ଥାଉ ଯାହାକୁ ମନ୍ଦାର ଗଛ କୁହାଯାଏ |ଆଜି ଆମେ ଆପଣଙ୍କୁ ଗଛର ଜବରଦସ୍ତ ଆୟୁର୍ବେଦିକ ଚମତ୍କାରୀ ଲାଭ ବିଷୟରେ କହିବି ତ ଏହାକୁ ଥରୁଟିଏ ଶେଷ ଯାଏଁ ନିହାତି ଭାବରେ ଦେଖନ୍ତୁ ଆପଣଙ୍କ ନିଶ୍ଚିତ ଫାଇଦା ହେବ | ଆପଣ ଏହା ବିଷୟରେଜାଣିଲେ ବୁଝି ପାରିବେ ବାସ୍ତବରେ ଏହି ଗଛ ଆମ ପାଇଁ ଈଶ୍ୱରଙ୍କ ବରଦାନ ଅଟେ ଦେଖନ୍ତୁ ଏମିତି ଘର ଚାରିପଟେ ବହୁତ ସାରା ଗଛ ରହିଥାଏ ଯାହାକି କିଛିନା କିଛି ରୋଗକୁ ଠିକ କରିବା କାମରେ ଆସିଥାଏ କିନ୍ତୁ ଏହା ବିଷୟରେ ଆମେ ଜାଣି ନଥିବାରୁ ଆମ ପାଇଁ କେବଳ ଫୁଲ ହୋଇକି ରହିଯାଏ ବାସ କେବଳ ଦେବୀ ଦେବତାଙ୍କୁ ପୂଜା କରିବା ପାଇଁ ଏହି ଫୁଲକୁ ପ୍ରୟୋଗ କରିଥାଉ |

ଏହାର ଆୟୁର୍ବେଦିକ ମହତ୍ତ୍ୱ ଯଦି ଆମେ ଶିଖିଯିବା ତାହେଲେ ବହୁତ ସାରା ରୋଗ ଆମେ ଠିକ କରି ପାରିବା ଏହାର ଚମତ୍କାରୀ ଲାଭ ବିଷୟରେ ଯଦି ଆମେ ଜାଣି ଯିବା ବିଭିନ୍ନ ପ୍ରକାର ସମସ୍ୟାକୁ ଚୁଟକିରେ ସମାଧାନ କରି ପାରିବା ଏବଂ ଏହି ଫୁଲ ଦ୍ୱାରା ଆମେ ଧନବାନ ମଧ୍ୟ ହୋଇପାରିବା |ତେବେ ଆସନ୍ତୁ ଜାଣିବା ଏହି ଫୁଲର ଆୟୁର୍ବେଦିକ ଉପକାରିତା ବିଷୟରେ ସର୍ବ ପ୍ରଥମେ ଜାଣିବା ପେଟ ବ୍ୟଥା ହେଲେ ଏହା ଦୂର କରିଥାଏ ଏମିତି ମନା ଯାଇଥାଏ ଯେ ମନ୍ଦାର ଗଛର ପତ୍ରକୁ ଶୁଖିଲା ପତ୍ରକୁ ପାଣିରେ ଫୁଟାଇକି ଚାହା ଭଳି ପିଇବା ଆପଣଙ୍କ ପେଟରେ ହେଉଥିବା ଅଚାନକ ବଥା ବା କଷ୍ଟ ଦୂର ତତ୍କାଳ ଦୂର ହୋଇଥାଏ |

ପେଟରେ ଜୀବାଣୁ ମଧ୍ୟ ମରି ଯାଇ ଥାଆନ୍ତି ଏହା ଆୟୁର୍ବେଦରେ ଲେଖା ଅଛି ଏହା ବି ମନାଯାଏ ଏହି ମନ୍ଦାର ଗଛର ପତ୍ର ରାମ ବାଣ ଭଳି କାମ କରିଥାଏ ଆପଣ ବହୁତ ଲମ୍ବା ସମୟ ଧରି ଷ୍ଟୋନ ପାଇଁ ଔଷଧ ଖାଉଛନ୍ତି ଯଦି ଆପଣଙ୍କ ଷ୍ଟୋନ ଭଳି ରହ ହୋଇଛି ତ ଏହି ଷ୍ଟୋନକୁ ମୂଳରୁ ଶେଷ କରିବା ଯାଏ କାମ କରିଥାଏ ଲମ୍ବା ସମୟ ଧରି କୌଣସି ବ୍ୟକ୍ତି ପଥର ରୋଗ ଭଳି ଚିନ୍ତାରେ ଅଛନ୍ତି ତ ଏହି ମନ୍ଦାର ଗଛର ପତ୍ର ଫୁଲର ପାଉଡ଼ର ବନାଇ ଦିଅନ୍ତୁ ଏବଂ ଏହି ପାଉଡ଼ରକୁ ଦୁଇ ଚାମଚ ଏକ ଗ୍ଲାସ ପାଣିରେ ଉଷୁମ ପାଣିରେ ପକାଇ ଏହାକୁ ଛାଣି ପିଇ ଦିଅନ୍ତୁ |

ଯଦି ପାରିବେ ଦୁଇ ଗ୍ଲାସ ପାଣି ନିଅନ୍ତୁ ଏବଂ ଏହି ପାଉଡ଼ରକୁ ଦୁଇ ଚାମଚ ପକାଇ ସେହି ପାଣିରେ ଫୁଟାନ୍ତୁ ଏବଂ ଯେତେବେଳେ ଫୁଟି ଫୁଟି ଏକ ଗ୍ଲାସ ପାଣି ହୋଇଯିବ ତ ସେହି ପାଣିକୁ ଛାଣିକି ଆପଣ ପିଇ ଦିଅନ୍ତୁ ଏବଂ ଏହି ଉପାୟକୁ ଆପଣ ଖାଲି ପେଟରେ କରିବାକୁ ପଡିବ |ଏହା ଦ୍ୱାରା ଯଦି ଆପଣଙ୍କ ଶରୀରର ଓଜନ ଥାଏ ଏହା ଓଜନ କମାଇବାରେ ସାହାଯ୍ୟ କରେ

|ଧାର୍ମିକ ମତ ଅନୁସାରେ ମା ଲକ୍ଷ୍ମୀ ,ମା ସରସ୍ବତୀ ଏବଂ ମା ଦୁର୍ଗାଙ୍କୁ ଏହି ଫୁଲ ବହୁତ ପ୍ରିୟ ହୋଇଥାଏ ଏବଂ ଭଗବାନ ମାନଙ୍କ ମନ୍ଦାର ଫୁଲ ବହୁତ ପ୍ରିୟ ହୋଇଥାଏ ଏବଂ ଲାଲ ରଙ୍ଗର ଫୁଲ ମାତା ଦୁର୍ଗାଙ୍କ ବହୁତ ପସନ୍ଦ ହୋଇଥାଏ |

Leave a Reply

Your email address will not be published. Required fields are marked *