ଦଶମ ଶ୍ରେଣୀରେ ପାଠ ପଢିଲେ ବାବୁଶାନ ମହାନ୍ତି ,ଏଭଳି ସତ ଆସିଲା ସାମ୍ନାକୁ ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ବହୁତ ଚର୍ଚ୍ଚାରେ ଅଛନ୍ତି ଓଲିଉଡ଼ ଅଭିନେତା ବାବୁଶାନ ମହାନ୍ତି ତେବେ କାହିଁକି ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |ଓଲିଉଡ଼ର ସୁପରଷ୍ଟାର ବାବୁଶାନ ମହାନ୍ତିକୁ କିଏ ବା ନଜାଣେ ସେ ଅନେକ ସୁପରହିଟ ଚଳଚ୍ଚିତ୍ରରେ ଅଭିନୟ କରି ସାରା ଓଡ଼ିଶାରେ ଘରେ ଘରେ ସୁପରିଚିତ ହୋଇ ପାରିଛନ୍ତି |

ତେବେ ଓଡ଼ିଆ ଚଳଚିତ୍ର ଦର୍ଶକଙ୍କୁ ନେଇ ସାମାଜିକ ଗଣ ମାଧ୍ୟମରେ ଚର୍ଚ୍ଚା ଜୋରରେ ଲାଗିଛି ବଡ଼ ପରଦାରେ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଆଦୃତି ଲାଭ କରିବ ବୋଲି ଆଶା କରୁଛନ୍ତି ଓଡ଼ିଆ ସିନେମା ପ୍ରେମୀ ସ୍କୁଲ ବେଳର କାହାଣୀ ରୂପେଲି ପରଦାରେ ଦେଖିବାକୁ ମିଳିବ |

ଚଳଚ୍ଚିତ୍ରର ପୃଷ୍ଠ ଭୂମି କେବଳ ଅଭିନେତାଙ୍କୁ ନେଇ ନୁହେଁ ବରଂ ପ୍ରତିଟି ଦର୍ଶକଙ୍କ ଭାବି ବେଗକୁ ନେଇ ତିଆରି କରାଯାଉଛି ବୋଲି ନିର୍ମାତା ମାନେ ଜୋର ଦେଇଛନ୍ତି ରାଜା ଦେଇଥିବା ନିର୍ଦେଶରେ ପ୍ରସ୍ତୁତ ଦଶମ ଚଳଚ୍ଚିତ୍ରର ସୁଟିଙ୍ଗ ଶେଷ ହୋଇଛି |

ତେବେ ଦଶମ ଶ୍ରେଣୀର ଦୁଇ ଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ତିକ୍ତତା ଏବଂ ମଧୁର ସମ୍ପର୍କ ଉପରେ କାହାଣୀ ପୃଷ୍ଠାମାନ ଦଣ୍ଡାୟମାନ ବୋଲି ନିର୍ଦେଶକ ରାଜା କହିଛନ୍ତି |ରାଜା କହିଛନ୍ତି ସମ୍ଭବତଃ ପ୍ରକ୍ଷାଳୟ କୁ ଆସିବ ଶୈଳେନ୍ଦ୍ର ସାମନ୍ତରାୟ ,ପ୍ରକାଶ ହୋତାଳ ଫନି ପ୍ରଦୀପ ଆଦି ଅନେକ କଳାକାର ଏହି ସିନେମାରେ ଅଭିନୟ କରିଛନ୍ତି |

Leave a Reply

Your email address will not be published. Required fields are marked *