ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବହୁତ ବଡ଼ ଖବର ରାଜ୍ୟରେ ଏହି ସବୁ ଜିଲ୍ଲାରେ ବଢିପାରେ ସ୍କୁଲ ଛୁଟି ,ଦେଖନ୍ତୁ ଆପଣଙ୍କ ଜିଲ୍ଲାରେ କଣ ଅଛି |

ନମସ୍କାର ଦର୍ଶକବନ୍ଧୁ ପୁଣି ବଢ଼ିଲା ରାଜ୍ୟରେ ସ୍କୁଲ ଛୁଟି ଘୋଷଣା ରାଜ୍ୟରେ ଲଗାଣ ବର୍ଷା ନେଇ ସରକାରଙ୍କ ତରଫରୁ ଜାରି ହେଲା ଆଉ କିଛି ବଡ଼ ଘୋଷଣା ଯେମିତିକି ଆପଣମାନେ ଜାଣିଥିବେ ଗତ କାଲି ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା ତେବେ ଆଜି ମଧ୍ୟ ପୁଣି ବଢାଗଲା ସ୍କୁଲ ଚୁଟିକୁ ଆସନ୍ତୁ ସମ୍ପୁର୍ଣ୍ଣ ଅପଡେଟ ଜାଣିବା କେଉଁ ଜିଲ୍ଲାକୁ କେଉଁ ତାରିକ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୁଞ୍ଚିଲା |ରାଜ୍ୟରେ ଏବେ ଲଗାଣ ବର୍ଷା ଜାରି ରହିଛି ବର୍ଷା କାରଣରୁ ଜନ ସାଧାରଣ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି |

ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି |ଆଜି ରାଜ୍ୟର 9 ଟି ଜିଲ୍ଲାର ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ ବର୍ଷା ଏବଂ ବନ୍ୟା ସ୍ଥିତି କାରଣରୁ ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ଗତ ଦୁଇଦିନ ହେଲା ରାଜ୍ୟରେ କ୍ରମାଗତ ଭାବରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି ତେବେ ରାଜ୍ୟର ଗତ 24 ଘଣ୍ଟା ମଧ୍ୟରେ 390.6 ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି |

ବିଭିନ୍ନ ଜିଲ୍ଲା ଦେଇ ଯାଇଥିବା ରାଜପଥ ଏହି ପାଣିରେ ବୁଡ଼ି ଯାଇଛି ଫଳରେ ଜନ ସାଧାରଣଙ୍କ ଗମନା ଗମନରେ ଘୋର ସମସ୍ୟା ସୃଷ୍ଟି ହୋଇଛି ଅନେକ ସ୍ଥାନରେ ରାସ୍ତା ଉପରେ ଚାରକୋଟିର ପାଣି ପ୍ରଭାବିତ ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ଯୋଗା ଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି ତେବେ ପ୍ରବଳ ବର୍ଷା କାରଣରୁ ଆଜି ରାଜ୍ୟର 9 ଟି ଜିଲ୍ଲାର ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ନିଷ୍ପତି ନିଆଯାଇଛି|

ଆଉ ଏହି ଜିଲ୍ଲା ଗୁଡ଼ିକରେ ଥିବା ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରଖିବା ପାଇଁ କୁହାଯାଇଛି ତେବେ ସେ ଜିଲ୍ଲା ଗୁଡ଼ିକ ହେଉଛି ଝାରସୁଗୁଡ଼ା ,ମୟୁରଭଞ୍ଜ ,ସୁନ୍ଦରଗଡ଼ ,ବଲାଙ୍ଗୀରି ,ରାୟଗଡ଼ା ,କେଉଁଝର ,ସୁବର୍ଣ୍ଣପୁର ,ବରଗଡ଼ ଓ ଅନୁଗୁଳ ଆଦି ଜିଲ୍ଲାର ସ୍କୁଲ ଗୁଡ଼ିକ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି |

Leave a Reply

Your email address will not be published. Required fields are marked *