ଭୁବନେଶ୍ୱର ପାଲଟି ଗଲା ସମୁଦ୍ର ଘର ଦ୍ବାର ଛାଡି ଡଙ୍ଗାରେ ଯାଉଛନ୍ତି ପରିବାର,ଶୋଇଥିଲେ ହଟାତ ମାଡ଼ି ଆସିଲା ପାଣି

ନମସ୍କାର ଦର୍ଶକବନ୍ଧୁ ରାଜଧାନୀ ଭୁବନେଶ୍ୱରରେ ସବୁ ଜାଗାରେ ପାଣି ଭରିକି ରହିଛି କିଏ ଶୋଇଥିଲା ତ କିଏ ରାତିରେ ବସି ପାଠ ପଢୁଥିଲା ଆଉ ହଟାତ ଏମିତି ଘରେ ଭିତରେ ପାଣି ପଶିଗଲା ଘର ଭିତରେ ଲୋକ ଆଉ ରହି ପାରିଲେନି ପାହାଚ ଡେଇଁ ଘର ଭିତରେ ପାଣି ପଶିଗଲା ପରେ ସମସ୍ତେ ଯେମିତି ଛଟପଟ ହୋଇଗଲେ ଦୁଇ ତିନି ମାସର ଶିଶୁକୁ ଧରି କେମିତି ପାଣି ଭିତରୁ ବାହାରିବେ ଚିନ୍ତାରେ ଥିଲେ ତେବେ ଏହି ଘଟଣାର ରାଜଧାନୀ ଭୁବନେଶ୍ୱରର |ଆଉ ଛାତି ଥରି ଯାଉଛି ଏହି ଦୃଶ୍ୟ ଦେଖିଲେ ଛାତି ଯାଏ ଘର ଭିତରେ ପାଣି କେମିତି ରହି ଥାଆନ୍ତେ

ଘର ଭିତରେ ଆଉ ସଙ୍ଗେ ସଙ୍ଗେ ରାତିରେ ଚିତ୍କାର କରୁଥିଲେ କିଏ ଅଛ ଆମକୁ ବଞ୍ଚାଅ ବଞ୍ଚାଅ କହୁଥିଲେ ଶେଷରେ ଏଭଳି ଭାବରେ ସେମାନଙ୍କୁ ଉଦ୍ଧାର କରାଯାଉଛି |ହଁ ଆଜ୍ଞା ଆପଣ ଦେଖି ପାରୁଥିବେ ଏହି ଛାତି ଥରା ଦୃଶ୍ୟକୁ ଡଙ୍ଗାରେ 1 ରୁ 2 ମାସର ଶିଶୁକୁ ଧରି ମା କିଭଳି ଜାବୁଡ଼ି ଧରିଛି ଏହି ଦୃଶ୍ୟ ଆଉ କେଉଁଠିର ହୋଇଥିଲେ ଆପଣ ଚିନ୍ତିତ ହୋଇ ନଥାନ୍ତେ ଏହି ଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ୱରର ସ୍ଥିତ ରାଜୀବନଗରର |

ସବୁଠାରୁ ବଡ଼ କଥା ଡଙ୍ଗା କୌଣସି ନଦୀ କିମ୍ବା ସମୁଦ୍ରରେ ଚାଲୁ ନାହିଁ ରାସ୍ତା ଉପରେ ଏଭଳି ଜଳ ମାଡ଼ିକି ରହିଛି ଆଉ ଭାବନ୍ତୁ ଘର ଭିତରେ କିଭଳି ଜଳ ଥିବ ଆଉ କେମିତି ରହି ଥାଆନ୍ତେ ଲୋକେ ଆଉ ଏହିଭଳି ଭାବରେ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରାଯାଉଛି ଲୋକଙ୍କୁ ଏହି ଦୃଶ୍ୟକୁ ଦେଖନ୍ତୁ |

ପିଲା ଛୁଆକୁ ଧରି ମା ଜଣକ ଏହି ଡଙ୍ଗାରେ ବସି ଉଦ୍ଧାର ହେଉଛନ୍ତି |ଏହିଭଳି ସାରା ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ପୁରା ବେହାଲ ହୋଇଯାଇଛି |ଭୁବନେଶ୍ୱର ରାଜଧାନୀରେ ସୁଇସ କେନାଲ ବ୍ୟବସ୍ଥା ଠିକ ନଥିବାରୁ କୁଆଡ଼େ ଏଭଳି ସମସ୍ୟା ଉପୁଜି ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା |

ଜଳ କୁଆଡ଼େ ପାସ ନହୋଇ ଅଟକି ଯାଉଥିବାରୁ ଏଭଳି ଘରେ ପଶି ଯାଉଛି ଆଉ ଘର ଭିତରେ ଯେମିତି ସମୁଦ୍ରର ଢେଉ ଖେଳୁଛି ଆଉ କେମିତି ରହି ଥାଆନ୍ତେ ଲୋକେ ଏଥିପାଇଁ ଏଭଳି ବହୁତ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଛି |

Leave a Reply

Your email address will not be published. Required fields are marked *