ଭାରତର ଏହି ରହସ୍ୟମୟ ମନ୍ଦିର ବିଷୟରେ ଜାଣିଲେ ଆପଣଙ୍କ ରୁମ ଟାଙ୍କୁରୀ ଉଠିବ,ଦୟାକରି ଛୋଟ ଛୁଆ ଦେଖନ୍ତୁ ନାହିଁ |

ହେଲୋ ଫ୍ରେଣ୍ଡ୍ ଭାରତକୁ ଚତ୍ମକାର ଦେଶ ଏମିତି ରେ କୁହାଯାଏ ନାହିଁ ଆମ ଦେଶରେ ଏମିତି କିଛି ମନ୍ଦିର ରହିଛି ଯାହା ବିଷୟରେ ଜାଣିଲେ ଆପଣମାନେ ଆର୍ଶ୍ଚଯ୍ୟ ହୋଇଯିବେ ଆଜି ଆମେ ଦକ୍ଷିଣ ଭାରତର ଏକ ମନ୍ଦିର ଭିତରେ ଜାଣିବା କୁହାଯାଉଛି କି ଏଠାକାର ମୂର୍ତ୍ତି ର ଆକାର ବର୍ଷକୁ ବର୍ଷ ବଢିବାରେ ଲାଗିଛି ଏହି ମନ୍ଦିର ଭଗବାନ ଶଙ୍କର ଏବଂ ପାର୍ବତୀଙ୍କର ଅଟେ ଏବଂ ଏଠାରେ ଅବସ୍ଥିତ ନନ୍ଦିଙ୍କ ପ୍ରତି ମୂର୍ତ୍ତି ଦିନ କୁ ଦିନ ବୃଦ୍ଧି ପାଉଛି ବୋଲି କୁହାଯାଉଛି ଏପରିକି ପତନ ତଥ୍ୟ ସର୍ବେକ୍ଷଣ ବିଭାଗ ମଧ୍ୟ ନିଜେ ଏହା ନିଶ୍ଚିତ କରିଛନ୍ତି ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା |ଆନ୍ଧ୍ରପ୍ରଦେଶ କୁର୍ନୂଲ ରେ ଅବସ୍ଥିତ ଏହି ମନ୍ଦିର ର ନାମ ହେଉଛି ଶ୍ରୀ ୟଙ୍ଗତି ଉମା ମାହେଶ୍ୱରୀ ମନ୍ଦିର ଏହି ମନ୍ଦିର ବିଷୟରେ କୁହାଯାଉଛି ଯେ ଏଠାରେ ଥିବା ନନ୍ଦିଙ୍କ ଆକାର କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ ରାସ୍ତାରେ ଥିବା କିଛି ସ୍ତମ୍ବ କୁ ହଟାଇ ଦିଆଯାଇଛି

ନନ୍ଦି ଚାରିପାଖରେ ଥିବା ଅନେକ ସ୍ତମ୍ବକୁ ଗୋଟିଏ ପରେ ଗୋଟିଏ ଭାଙ୍ଗି ବାକୁ ପଡୁଛି ତେବେ ମନ୍ଦିର ଇତିହାସ କଣ ଅଟେ ବୈନ୍ସନବ ପରମ୍ପରା ଅନୁଯାୟୀ ଏହି ମନ୍ଦିର ନିର୍ମାଣ କରାଯାଇଛି ଏହାକୁ ପଞ୍ଚଦନ୍ତ ଶତାବ୍ଦୀରେ ବିଜୟ ନଗର ସାମ୍ରାଜ୍ୟର ସଂଗମ ରାଜ ବଂଶର ରାଜା ହରିହର ବୁକ୍କା ରାୟ ଏହି ମନ୍ଦିର ହାଇଦ୍ରାବାଦ ଠାରୁ 308 କିଲୋମିଟର ଏବଂ ବିଜୟ ବଡା ଠାରୁ 359 କିଲୋମିଟର ଦୂରରେ ଅବସ୍ଥିତ ଯାହା ପ୍ରାଚୀନ କାଳର ପୋଲ ଚୋଲ ଚାଲୁକ୍ୟ ଏବଂ ବିଜୟ ନଗର ଶାସକଙ୍କ ପରମ୍ପରାକୁ ପ୍ରତି ଫୁଲିତ କରିଥାଏ ଭକ୍ତ ମନେ ବିଶ୍ଵାସ କରନ୍ତି ଯେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀ ଏହି ମନ୍ଦିର ସମ୍ମୁଖରେ ଅବସ୍ଥିତ ନନ୍ଦୀ ଙ୍କ ପ୍ରତି ମୂର୍ତ୍ତି ପୂର୍ବରୁ ବୋହୁତ ଛୋଟ ଥିଲା ବୈଜ୍ଞାନିକ ମାନେ କହୁଛନ୍ତି ଯେ ପ୍ରତି 20 ବର୍ଷରେ ନନ୍ଦିଙ୍କ ପ୍ରତି ମୂର୍ତ୍ତି ଏକ ଇଞ୍ଚ ବଢୁଛି |

ସେମାନେ ବିଶ୍ଵାସ କରନ୍ତି ଯେ ପ୍ରତି ମୂର୍ତ୍ତି ରେ ଯେଉଁ ପଥର ଦ୍ବାରା ନିର୍ମିତ ହୋଇଛି ତାହାର ପ୍ରକୃତି ବିସ୍ତାର ପ୍ରାୟ ବିଶ୍ଵାସ କରାଯାଏ ମନ୍ଦିରର ସ୍ଥାପନା ଋଷି ଅଗସ୍ତ୍ୟ କରିଥିଲେ ସେଠାରେ ପ୍ରଭୁ ଭେଙ୍କେଟେଶ୍ୱର୍ ଙ୍କ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଚାହୁଥିଲି କିନ୍ତୁ ନିର୍ମାଣ କରିବା ବେଳେ ମୂର୍ତ୍ତି ର ଆଙ୍ଗୁଠି ଭାଙ୍ଗିବା ହେତୁ ମନ୍ଦିର ପ୍ରତିଷ୍ଠାନ କୁ ଅଧାରୁ ବନ୍ଦ କରିବା ପାଇଁ ପଡିଲା ଏଥିରେ ନିରାଶ ହୋଇ ଅଗସ୍ତ୍ୟ ଋଷି ଭଗବାନ ଶିବ ଶଙ୍କରଙ୍କ ତପସ୍ୟା କରିବା ପାଇଁ ଲାଗିଲେ ଏହା ପରେ ଶିବ ଶଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ କହିଥିଲେ ଯେ ଏଠାରେ ତାଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ଉପଯୁକ୍ତ ହେବ |

ଏଠାରେ ସ୍ଥାନୀୟ ଲୋକମାନେ ଏକ କିମ୍ବଦନ୍ତୀ ବିଷୟରେ କୁହନ୍ତି ଯେତେ ହେଲେ ଅଗସ୍ତ୍ୟ ଋଷି ତପସ୍ୟା କରୁଥିଲେ କାଉ ମନେ ଆସି ତାଙ୍କୁ ହଇରାଣ କରୁଥିଲେ ଏଥିରେ କ୍ରୋଧିତ ହୋଇ ଋଷି କାଉ ମାନଙ୍କୁ ଅଭିଶାପ ଦେଇଥିଲେ ସେ ଆଜି ଠାରୁ କେବେ ଆସି ପାରିବେ ନାହିଁ କାଉ କୁ ଶନି ଦେବଙ୍କର ବାହାନ କୁହାଯାଉଥିବା ରୁ ଏଠାରେ ଶନିଦେବ ମଧ୍ୟ ବାସ କରନ୍ତି ନାହିଁ ଏଠାରେ ଶିବ ପାର୍ବତୀ ଅର୍ଦ୍ଧ ନାରେଶ୍ୱର୍ ରୂପରେ ବିରାଜ ମାନ କରିଛନ୍ତି ଏବଂ ଏହି ପ୍ରତିମାକୁ ଗୋଟିଏ ପଥରରେ ଖୋଦନ କରାଯାଇ ନିର୍ମାଣ କରାଯାଇଛି ବୋଧ ହୁଏ |

ଏହା ହେଉଛି ପ୍ରଥମ ମନ୍ଦିର ଯେଉଁଠାରେ ଭଗବାନ ଶିବଙ୍କୁ ଶିବ ଲିଙ୍ଗ ଆକାରରେ ନୁହେଁ ବରଂ ଏକ ପ୍ରତି ମୂର୍ତ୍ତି ଆକାରରେ ପୂଜା କରାଯାଏ କିନ୍ତୁ ମନ୍ଦିରର ସବୁ ଠାରୁ ବଡ଼ ରହସ୍ୟ ଏହା ଯେ ନନ୍ଦିଙ୍କ ପ୍ରତି ମୂର୍ତ୍ତି ବଢୁଛି ଏବଂ ବଢିବା ପଛରେ ଏହାର ରହସ୍ୟ କଣ କିନ୍ତୁ ଆଜି ମଧ୍ୟ ବୈଜ୍ଞାନିକ ମାନଙ୍କ ପାଖରେ ଏହାର ଉତ୍ତର ନାହିଁ ଆଜି ମଧ୍ୟ ଏହି ରହସ୍ୟ ରହସ୍ୟ ହୋଇ ରହିଛି ହୁଏତ ଭାବି ସ୍ୟତରେ ଏହି ରହସ୍ୟ ଜଣା ଜାଇ ପାରେ

Leave a Reply

Your email address will not be published. Required fields are marked *