ବଡ ଖବର: ପ୍ରଥମ ଥର ସ୍ତ୍ରୀଙ୍କ ସହ ଏହି Film ରେ ଅଭିନୟ କରିବେ ବାବୁଶାନ୍, ଦେଖିଲେ ଆପଣ ବି ବିଶ୍ୱାସ କରି ପାରିବେ ନାହିଁ

ନମସ୍କାର ଦର୍ଶକବନ୍ଧୁ ପ୍ରଥମ ଥର ପାଇଁ ବାବୁଶାନଙ୍କ ସହିତ ଫିଲ୍ମ କରିବେ ବାବୁଶାନ ଙ୍କ ସ୍ତ୍ରୀ ଦର୍ଶକବନ୍ଧୁ ଆପଣମାନେ ତ ଓଲିଉଡ଼ର ଲୋକପ୍ରିୟ ଅଭିନେତାଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ |ଦୀର୍ଘଦିନ ହେବ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି ବାବୁଶାନ |ଓଲିଉଡ଼ର ଆଗ ଧାଡ଼ିର କଳାକାର ଭାବରେ ସେ ତାଙ୍କ ନାଁ କରି ଆସିଛନ୍ତି ନିଜର ଅଭିନୟ ଓ ଏକ୍ସପ୍ରେସ କାରଣରୁ ସାରା ଓଡ଼ିଶାର ଲୋକମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇ ଆସିଛନ୍ତି |

ଆଗାମୀ ଦିନ ମାନଙ୍କରେ ବାବୁଶାନଙ୍କ ଫିଲ୍ମ ମାଲ୍ୟଗିରି ରିଲିଜ ହେବାକୁ ଯାଉଅଛି |ଏହି ସିନେମାରେ ବାବୁଶାନ ଏକ ଜବରଦସ୍ତ ସୁନ୍ଦର ଅଭିନୟ କରି ଗୋଟିଏ ଅଲଗା ପ୍ରକାର ସ୍ଥାନ ବନାଇ ପାରିଛନ୍ତି ଆଉ ଏହି ଫିଲ୍ମରେ ଆପଣମାନେ ବାବୁଶାନଙ୍କ ସ୍ତ୍ରୀ ତୃପ୍ତିଙ୍କୁ ଦେଖିବାକୁ ପାଇବେ |ତାହେଲେ ଗତ ଦିନମାନଙ୍କରେ ମାଲ୍ୟଗିରି ଚଳଚ୍ଚିତ୍ର ଟ୍ରେଲର ରିଲିଜ ହେବାକୁ ଯାଉଛି |

ଆଉ ଏହି ଚଳଚ୍ଚିତ୍ରରେ ନଜରରେ ଆସିବାକୁ ଯାଉଛନ୍ତି ବାବୁଶାନଙ୍କ ସ୍ତ୍ରୀ ତୃପ୍ତି |ତୃପ୍ତି ହେଉଛନ୍ତି ଜଣେ ଶିକ୍ଷୟିତ୍ରୀ ସେ ଜଣେ ଟିଚର ହୋଇଥିବା ବେଳେ ବାବୁଶାନ ଜଣେ ଆକ୍ଟର ଅଟନ୍ତି |ତେବେ ପ୍ରଥମ ଥର ପାଇଁ ବାବୁଶାନଙ୍କ ସହିତ ଫିଲ୍ମରେ ଅଭିନୟ କରିଛନ୍ତି ତୃପ୍ତି ଯାହାକି ଏହି ଖବର ବର୍ତ୍ତମାନ ସୋସିଆଲ ମେଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି |

ତେବେ ଗତ ଦିନମାନଙ୍କରେ ରିଲିଜ ହୋଇଥିବା ମାଲ୍ୟଗିରି ଚଳଚ୍ଚିତ୍ରରେ ବାବୁଶାନଙ୍କ ସ୍ତ୍ରୀ ତୃପ୍ତିଙ୍କୁ ଦେଖିବାକୁ ମିଳିଛି ଆଉ ପ୍ରଥମ ଥର ପାଇଁ ବାବୁଶାନ ତାଙ୍କ ସ୍ତ୍ରୀ ତୃପ୍ତିଙ୍କ ସହିତ ଅଭିନୟ କରିଥିବାର ନଜରରେ ଆସିଛନ୍ତି |

Leave a Reply

Your email address will not be published. Required fields are marked *