ଆଜି ହିଁ ଘରକୁ ଆଣନ୍ତୁ ଏହି ଗଛର ଚେର ୨୪ ଘଣ୍ଟାରେ ବଦଳିଯିବ ଭାଗ୍ୟ, ଦୁନିଆ ରହିବ ଆପଣଙ୍କ ପାଦ ତଳେ…

ନମସ୍କାର ବନ୍ଧୁଗଣ ଏହି ଯୋଉ ଗଛ ଆପଣମାନେ ଦେଖୁଛନ୍ତି ଏହି ଗଛର ନାମ ହେଲା ଅରଖ ଗଛ ଏହି ଗଛ ଭଗବାନ ଶିବଙ୍କ ବହୁତ ପ୍ରିୟ ହୋଇଥାଏ ବାସ୍ତୁ ଜ୍ଞାନରେ ସଫା ସଫା ଲେଖାଯାଇଛି ଏହି ଗଛର ଯଦି ଗୋଟିଏ ଫୁଲ ଭଗବାନ ଶିବଙ୍କୁ ଚଢା ଯାଏ ଯଦି ମନସ୍କାମନା ମଗାଯାଏ ତେବେ ଆପଣଙ୍କ ମନସ୍କାମନା ନିଶ୍ଚିତ ଭାବରେ ପୂରଣ ହୋଇଥାଏ |ରାବଣଙ୍କ କଥାକୁ ତ ଆପଣମାନେ ଭଲ ଭାବରେ ଜାଣିଥିବେ ରାବଣ ଏହି ଗଛକୁ ନିଜ ମହଲାରେ ରଖିଥିଲା ଭଗବାନ ଭୋଳାନାଥଙ୍କ ପୂଜା କରିବା ସମୟରେ ତେବେ ସେ ଏହାର ଗୋଟିଏ ଫୁଲ ନିଶ୍ଚୟ ଚଢ଼ାଉ ଥିଲା ଏବଂ ନିଜର ମନସ୍କାମନା ମଧ୍ୟ ପୂରଣ କରି ଦେଉଥିଲା ଆପଣଙ୍କୁ ଜଣାଉଛୁ ଯେ ଏହି ଗଛ ଏତେ ଶକ୍ତିଶାଳୀ ଯେ କୌଣସି ନିର୍ଦ୍ଧନକୁ ମଧ୍ୟ ଏହା ଧନୀ କରି ଦେଇପାରେ କୌଣସି ଗରିବୀ କୁ ମଧ୍ୟ କୋଟିପତି ବନାଇ ଦେଇପାରେ |

କୌଣସି ବ୍ୟକ୍ତିର ଜୀବନରେ ଯଦି ପଇସା ଆସିବାର ମାର୍ଗ ବନ୍ଦ ହୋଇଯାଉଛି ତେବେ ଏହା ସେହି ମାର୍ଗକୁ ଖୋଲିପାରେ |ଯଦି ଏହି ଅରଖ ଗଛ କୌଣସି ବ୍ୟକ୍ତିଙ୍କ ଘର ସାମ୍ନାରେ ଉଠିଛି ସମସ୍ତେ କୁହନ୍ତି ଯେ ଆପଣଙ୍କ ଘରକୁ ଧନ ଆସିବା ଆରମ୍ଭ ହୋଇଯିବ |କାହିଁକିନା ସ୍ୱୟଂ ଭଗବାନ ଗଣେଶଙ୍କର ଆଶୀର୍ବାଦ ମିଳିବାର ଅଛି ଏହି ଗଛ ପୁରୁଣା ହୋଇଗଲେ ଯେଉଁ ଫଳ ଦେଇଥାଏ ତାହା ଭଗବାନ ଗଣେଶଙ୍କ ଆକୃତିକୁ ଦେଇଥାଏ ଏଥିପାଇଁ ବାସ୍ତୁ ଶାସ୍ତ୍ରରେ କୁହାଯାଉଛି କି ଅରଖ ଗଛରେ ଭଗବାନ ଗଣେଶଙ୍କ ବାସ ରହିଥାଏ ଏହି ଗଛର କାମ ହେଲା ରୋଗୀଙ୍କ ରୋଗକୁ ଠିକ କରିବା ଏବଂ ଗରିବକୁ ଧନ ଦେବା |ବନ୍ଧୁଗଣ ଏହି ଗଛର ତାନ୍ତ୍ରିକ ଗୁଣ ଦୁଇ ପ୍ରକାରର ହୋଇଥାଏ ଗୋଟିଏ ଏହାର ଫୁଲର ବ୍ୟବହାର କରାଯାଇଥାଏ |

ଦ୍ୱିତୀୟରେ ଏହା ମୂଳ ବା ଚେରର ବ୍ୟବହାର କରାଯାଇଥାଏ ସବୁଠାରୁ ପ୍ରଥମେ ଏହାର ମୂଳ ବା ଚେର ବିଷୟରେ କଥା ହେବା ଯଦି ଆପଣଙ୍କ ଘରେ ଲଢେଇ ଝଗଡ଼ା ହେଉଛି ପରିବାର ମଧ୍ୟରେ ମନାନ୍ତର ମତାନ୍ତର ହେଉଅଛି କିମ୍ବା ଯଦି ଆପଣଙ୍କ ଘର ଉପରେ କେହି କଳାଯାଦୁ ବା ଗୁଣି ଗାରେଡ଼ି କରୁଛନ୍ତି ତେବେ ଆପଣ ଅରଖ ଗଛକୁ ଯେଉଁଠାରେ ଦେଖିବେ ଏହାକୁ ଉପାଡ଼ି ନେଇ ଆସନ୍ତୁ ଏହାର ମୂଳ କିମ୍ବା ଚେରକୁ କୌଣସି ଲାଲ କପଡ଼ାରେ ବାନ୍ଧି କରି ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ ଏତିକି କରିବା ମାତ୍ର ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୂରକୁ ପଳେଇ ଯାଇଥାଏ ଯାହା କଳି ଝଗଡ଼ା ହେଉଥିଲା|

ତାହା ଦୂର ହୋଇ ଯାଇଥାଏ |ଦ୍ୱିତୀୟରେ ମନା ଯାଏ ଯେ ଆପଣ ଯଦି ନୂଆ ବ୍ୟାପାର ଆରମ୍ଭ କରିବାକୁ ଯାଉଛନ୍ତି କିମ୍ବା ଆପଣ ବ୍ୟାପାରରେ ପଇସା ଇନଭେଷ୍ଟ କରିବାକୁ ଯାଉଛନ୍ତି କିମ୍ବା ଆପଣଙ୍କ ବ୍ୟାପାର ଠିକ ସେ ଚାଲୁ ନାହିଁ ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ବ୍ୟାପାର ଘୋଡ଼ା ପରି ଦୌଡ଼ିବାକୁ ଲାଗୁ ତେବେ ଆମେ ଯେଉଁ ଉପାୟ କରିବାକୁ ଯାଉଛୁ ତାହା ଭଗବାନ ଗଣେଶଙ୍କ ପାଇଁ କହିବାକୁ ଯାଉଅଛୁ ତ ବହୁତ ଧ୍ୟାନର ସହ ଶୁଣନ୍ତୁ | ଯଦି ଆପଣଙ୍କ ଘର ପାଖରେ କଉଠି ଯଦି ଅରଖ ପତ୍ର ଉଠିଆଚି

ଆପଣ ଗୋଟିଏ ଅରଖ ଗଛ ନେଇ ଆସନ୍ତୁ ଏବଂ ତାହାକୁ ହଳଦିଆ ରଙ୍ଗର କୁଣ୍ଡିଆରେ ଲଗାଇ ଘରେ ସ୍ଥାପିତ କରି ଦିଅନ୍ତୁ ବୁଧବାର ଦିନ ଆପଣ ସ୍ଥାପିତ କରି ଦିଅନ୍ତୁ |ଆପଣଙ୍କୁ କେବଳ 11 ଟି ବୁଧବାର 11 ନମ୍ବର ଗଣେଶଙ୍କ ପାଇଁ ବହୁତ ଶୁଭ ମନାଯାଏ ଏଗାରଟି ବୁଧବାର ଆପଣ ଏକ ଘିଅରେ ଧୂପ ଜାଳି ଆପଣ ଆପଣଙ୍କ ମନ କଥା ଭଗବାନ ଗଣେଶଙ୍କୁ କୁହନ୍ତୁ ଏହା ମନାଯାଏ ଏହି ଗଛର ଏହି ପ୍ରକ୍ରିୟାରେ ସାଧନା କରିବା ଦ୍ୱାରା ଆପଣଙ୍କୁ ଭଗବାନ ଗଣେଶଙ୍କ ଆଶୀର୍ବାଦ ମିଳିଥାଏ |

Leave a Reply

Your email address will not be published. Required fields are marked *