ନମସ୍କାର ଦର୍ଶକବନ୍ଧୁ ଏହି ପବିତ୍ର ମାସରେ ଗ୍ରହ ବନୁଅଛି ପବିତ୍ର ଶୁଭ ସଂଯୋଗ ଏହି ରାଶିମାନଙ୍କ ବିଷୟରେ ଜାଣିବା ଯାହାର ଭାଗ୍ୟ ଏହି ଶ୍ରାବଣ ମାସରେ ବଦଳିବାକୁ ଯାଉଛି |ଯାହା ଫଳରେ ଏହି ରାଶିର ବ୍ୟକ୍ତିମାନେ ଧନଵାନ ହେବାକୁ ଜଉଚଅଙ୍ଗଟି ଯେଉଁଠାରେ ପ୍ରଥମରୁ ହିଁ ଶନିଦେବ ବିରାଜମାନ କରିଛନ୍ତି ଏବଂ ସେହି କାରଣରୁ ଏହି ରାଶିମାନଙ୍କ ଭାଗ୍ୟ ଶୁଭ ହେବାକୁ ଯାଉଅଛି ଏହି ରାଶିର ଲୋକମାନଙ୍କ ପାଇଁ ଏହି ମାସଟି ବିଶେଷ ଶୁଭ ରହିଛି |ଆଜି ରାତିଠାରୁ ଏହି ରାଶିମାନଙ୍କ ଉପରେ ପ୍ରଭୁ ବଜରଙ୍ଗ ବାଲିଙ୍କ ବିଶେଷ କୃପଦୃଷ୍ଟି ପଡ଼ିବାକୁ ଯାଉଅଛି ତେବେ ଆସନ୍ତୁ ଆଜି ଆମେ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ କେଉଁମାନେ ଅଟନ୍ତି ଯେଉଁମାନଙ୍କ ଭାଗ୍ୟ ଏହି ଶ୍ରାବଣ ମାସ ଠାରୁ ପରିବର୍ତ୍ତନ ହେବାକୁ ଯାଉଅଛି ପ୍ରଭୁ ବଜରଙ୍ଗ ବାଲିଙ୍କ ବିଶେଷ କୃପଦୃଷ୍ଟି ବ୍ୟକ୍ତିମାନଙ୍କ ଉପରେ ପଡ଼ିବାକୁ ଯାଉଅଛି |
ମେଷ ରାଶି -ଏହି ରାଶିର ବ୍ୟକ୍ତିମାନଙ୍କୁ ଏହି ପବିତ୍ର ମାସରେ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ ଏମାନଙ୍କୁ ସଫଳତା ହାସଲ କରିବା ଠାରୁ ଆଉ କେହିବି ଅଟକାଇ ପାରିବେ ନାହିଁ କାରଣ ଏମାନଙ୍କ ଉପରେ ପ୍ରଭୁ ବଜରଙ୍ଗ ବାଲିଙ୍କ ଅପାର କୃପାଦୃଷ୍ଟି ଅଧିକ ରହୁଛି ସଚ୍ଚା ମନରେ ପ୍ରଭୁ ବଜରଙ୍ଗ ବାଲିଙ୍କ ଆରାଧନା କରି ଆରମ୍ଭ କରିଥିବା କାର୍ଯ୍ୟ ନିଶ୍ଚିତ ଭାବରେ ସଫଳତା ମିଳିବ |
ନମ୍ବର 2 କନ୍ୟା ରାଶି -କନ୍ୟା ରାଶିର ବ୍ୟକ୍ତିମାନଙ୍କୁ କହିଦେଉଚୁ ଯେ ଏହି ରାଶି ବ୍ୟକ୍ତିମାନଙ୍କ ଭାଗ୍ୟ ଏବେ ଅଚାନକ ଭାବରେ ଚମକି ଉଠିବ ଏମାନଙ୍କ ଭାଗ୍ୟରେ ଅନେକ ଖୁସି ଆସିବ ଏହି ରାଶିର ବ୍ୟକ୍ତିମାନେ ଏବେ ସଫଳ ଜୀବନ ବ୍ୟତୀତ କରିବେ ଏମାନଙ୍କ ଜୀବନରେ ଧନ ଦୌଲତରେ ବୃଦ୍ଧି ହେବ ଆପଣଙ୍କ ଜୀବନରେ ଖରାପ ସମୟ ଏବେ ସମାପ୍ତ ହୋଇଯିବ କେବଳ ଖୁସି ହିଁ ସେମାନଙ୍କ ଜୀବନରେ ଆସିବାକୁ ଲାଗିବ ବଜରଙ୍ଗ ବାଲିଙ୍କ କୃପା ମଧ୍ୟ ଏମାନଙ୍କ ଉପରେ ଅଧିକ ପଡ଼ିବାକୁ ଯାଉଛି ଦେଖିବାକୁ ଗଲେ ଏହି ମାସଟି ଏମାନଙ୍କ ପାଇଁ ବହୁତ ଶୁଭ ରହିଛି |
ମିଥୁନ ରାଶି -ମିଥୁନ ରାଶିର ବ୍ୟକ୍ତିଙ୍କୁ କହି ରଖୁଛୁ ଯେ ବହୁତ ଦିନ ପରେ ମିଥୁନ ରାଶିର ଲୋକମାନଙ୍କ ଜୀବନରେ ଏବେ ଖରାପ ସମୟ ସମାପ୍ତ ହୋଇଯିବ ଯାହା ଫଳରେ ଏମାନଙ୍କ ଜୀବନରେ ବଡ଼ ସଫଳତା ଏବେ ପ୍ରାପ୍ତି ହେବ ଏମାନଙ୍କ ଜୀବନ ଅଚାନକ ବଦଳିଯିବ ପାଠ ପଢ଼ୁଥିବା ପିଲାମାନଙ୍କ ରେଜଲ୍ଟ ବହୁତ ଭଲ ହେବ ଏମାନଙ୍କ ପରିଶ୍ରମର ଫଳ ଏବେ ମିଳିବାକୁ ଯାଉଛି ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ବେପରରେ ବଡ଼ ସଫଳତା ପାଇବେ |
ସିଂହ ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଢେର ସାରା ଖୁସି ନେଇ ଆସୁଅଛି ଆପଣଙ୍କ ଜୀବନରେ ଏହି ସବୁ ସମୟରେ ହେବାକୁ ଯାଉଥିବା ପରିବର୍ତ୍ତନ ଏମାନଙ୍କ ପାଇଁ ଅନେକ ଖୁସି ଆସିବ ଏମାନଙ୍କ ମନରେ ଏବେ ଅଧିକ ଯୋଜନା ଆସିପାରେ ସମାଜରେ ଏମାନଙ୍କ ମାନ ସମ୍ମାନ ବଢିବ ପ୍ରଭୁ ହନୁମାନଙ୍କ କୃପାରୁ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ ଏହି ମାସ ଆପଣଙ୍କ ପାଇଁ ଅନେକ ଖୁସି ନେଇକି ଆସୁଅଛି |
କୁମ୍ଭ ରାଶି -କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନଙ୍କ ଜୀବନରେ ଏବେ ପରିଶ୍ରମରେ ଏବେ ସମ୍ପୂର୍ଣ୍ଣ ଲାଭ ମିଳିବାକୁ ଯାଉଛି ପ୍ରଭୁ ବଜରଙ୍ଗ ବାଲିଙ୍କ କୃପାରୁ ଏମାନେ ଧନ ବାନ ହେବାକୁ ଯାଉଛନ୍ତି ଲଭ ଲାଇଫ ଏମାନଙ୍କର ବହୁତ ଭଲ ରହିବ | ବିଦେଶରେ ଯେଉଁମାନେ ଚାକିରୀ କରୁଛନ୍ତି ସେମାନେ ଅଚାନକ କୌଣସି ଦିଗରେ ଧନପ୍ରାପ୍ତି କରିବେ ଏହି ରାଶିର ବ୍ୟକ୍ତିମାନେ ଯେଉଁମାନେ ଚାକିରୀ ଖୋଜୁଛନ୍ତି ସେମାନଙ୍କୁ ମଧ୍ୟ ଚାକିରୀ ମିଳିବାର ସମ୍ଭାବନା ରହିଛି ଏମାନଙ୍କ ପରିବାରରେ ହସ ଖୁସିର ଲହରୀ ଖେଳିଯିବ |