ନମସ୍କାର ଦର୍ଶକବନ୍ଧୁ ଆପଣମାନେ ସମସ୍ତେ ଜାଣିଛନ୍ତି ପ୍ରତ୍ୟକ ବ୍ୟକ୍ତି ଜନ୍ମରୁ ମୃ-ତ୍ୟୁ ପର୍ଯ୍ୟନ୍ତ ଜନ୍ମ ସମୟରେ ଯେଉଁ ନକ୍ଷତ୍ର ବା ସମୟରେ ଜନ୍ମ ହୋଇଥାଏ ସେହି ଅନୁସାରେ କୁଣ୍ଡଳୀ ପ୍ରାପ୍ତ ହୋଇଥାଏ |ବନ୍ଧୁଗଣ ଆଜି ଆମେ ଜାଣିବା 4 ଟି ରାଶିର ଲୋକମାନଙ୍କ ବିଷୟରେ ଯାହା କି ପ୍ରଭୁ ଭୋଳାନାଥଙ୍କ ପ୍ରିୟ ଅଟନ୍ତି ଏବଂ ଯାହାକି ମହାପ୍ରଭୁ ଭୋଳାନାଥଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏହି ଚାରୋଟି ରାଶିଙ୍କ ଜୀବନରେ କେବେବି ଦୁଃଖ ଦେଖିବାକୁ ପଡ଼ି ନଥାଏ ଏହି ରାଶିର ଲୋକମାନଙ୍କ ଉପରେ ସର୍ବଦା ମହାଦେବଙ୍କ କୃପା ଲାଗି ରହିଥାଏ ଏହି ଲୋକମାନଙ୍କ ସାହାଯ୍ୟ ପାଇଁ ସବୁବେଳେ ମହାଦେବ ପ୍ରସ୍ତୁତ ହୋଇ ରହିଥାଆନ୍ତି ଏହି ରାଶିର ଲୋକମାନଙ୍କୁ ଜୀବନରେ ଯେମିତିକି ସବୁ ପ୍ରକାର ଖୁସି ପ୍ରାପ୍ତ ହୋଇଥାଏ ଏହି ରାଶିର ବ୍ୟକ୍ତିମାନେ ମାନ ସମ୍ମାନରେ ବଞ୍ଚି ଥାଆନ୍ତି ଏବଂ ଏମାନଙ୍କ କଠିନ ପରିଶ୍ରମ ମନୋଭାବ ସମସ୍ତ କାର୍ଯ୍ୟକୁ ସିଦ୍ଧ କରିଥାଏ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଚାରୋଟି ଭାଗ୍ୟଶାଳୀ ରାଶି କଣ କଣ ଏବଂ ସେ ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ |
ତୁଳା ରାଶି -ତୁଳା ରାଶିର ଗ୍ରହାଦିପତି ବା ଇଷ୍ଟ ଗ୍ରହ ହେଉଛନ୍ତି ଶୁକ୍ର ଯିଏ କି ଜଣେ ରାକ୍ଷସଙ୍କ ଗ୍ରହ ରାକ୍ଷସ ମାନେ ବିଶେଷ କରି ମହାଦେବଙ୍କୁ ମାନନ୍ତି ଏବଂ ବିଶ୍ୱାସ କରନ୍ତି ସେଥିପାଇଁ ସର୍ବଦା ତୁଳା ରାଶିର ବ୍ୟକ୍ତି ବିଶେଷ ଉପରେ ମହାଦେବଙ୍କ କୃପା ବର୍ଷା ହୋଇଥାଏ ଏବଂ ଏମାନେ ନିଜ ସମସ୍ତ କାର୍ଯ୍ୟକୁ ମହାଦେବଙ୍କ ଆଶୀର୍ବାଦରୁ ସିଦ୍ଧ କରି ଥାଆନ୍ତି ଏହି ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହୋଇଥାଏ ଭୋଳା ନାଥଙ୍କ କୃପାରୁ ଏମାନେ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରି ଥାଆନ୍ତି ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିଛନ୍ତି ସେଥିରେ ନିଶ୍ଚିନ୍ତ ଭାବରେ ସଫଳତା ପ୍ରାପ୍ତ କରନ୍ତି ଏହି ବ୍ୟକ୍ତିମାନଙ୍କ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ |ଏମାନେ ଜନ୍ମରୁ ସୁନା ତାଟିଆ ନେଇ ଜନ୍ମ ହୋଇ ଥାଆନ୍ତି ଏମାନଙ୍କ ଜୀବନରେ ସୁଖ ଏବଂ ଶାନ୍ତି ପ୍ରତିଷ୍ଠା ହୋଇଥାଏ |
ସିଂହ ରାଶି -ବନ୍ଧୁଗଣ ଏହି ରାଶି ହେଉଛି ଏକ ଶକ୍ତିଶାଳୀ ରାଶି ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଶୁଭ ସମୟ ମହାଦେବଙ୍କ କୃପାରୁ ଆରମ୍ଭ ହୋଇଥାଏ ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେହି କାର୍ଯ୍ୟକୁ ସଫଳତା ପୂର୍ବକ ପୂର୍ଣ୍ଣ କରି ଥାଆନ୍ତି ଏମାନଙ୍କ ଜୀବନରେ ସଫଳତା ନିଶ୍ଚିତ ଆସିଥାଏ ଏହି ରାଶିର ବ୍ୟକ୍ତିମାନେ ଉଭୟ ବାଣିଜ୍ୟ ଓ ବେପାର କ୍ଷେତ୍ରରେ ଭଲ ଲାଭ କରି ଥାଆନ୍ତି ଏହି ରାଶିର ବ୍ୟକ୍ତିମାନେ ମହାଦେବଙ୍କ କୃପାରୁ ସମସ୍ତ କାର୍ଯ୍ୟକୁ ସିଦ୍ଧ କରି ଥାଆନ୍ତି ଏମାନେ ଯଦି ବେପାରୀ ହୋଇ ଥାଆନ୍ତି ଏମାନଙ୍କ ବେପରରେ ଏମାନେ ଦୁଇଗୁଣା ଲାଭ କରିଥାଆନ୍ତି ଏବଂ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତି ହୋଇଥାଏ |
ମେଷ ରାଶି -ଏହି ରାଶିର ବ୍ୟକ୍ତିମାନେ ମହାଦେବଙ୍କ କୃପାରୁ ସବୁକିଛି ଲାଭ କରି ଥାଆନ୍ତି ଏହି ରାଶିମାନଙ୍କ ଭବିଷ୍ୟତରେ ରାଜଯୋଗ ଆସୁଛି ଏବଂ ଭବିଷ୍ୟତରେ ଏହି ରାଶିର ବ୍ୟକ୍ତିମାନଙ୍କ କୌଣସି ରହି ଯାଇଥିବା କାର୍ଯ୍ୟ ମହାଦେବଙ୍କ କୃପାରୁ ନିଶ୍ଚିତ ଭାବରେ ପୂରଣ ହୋଇଥାଏ ଏହି ରାଶିର ବ୍ୟକ୍ତିମାନଙ୍କୁ ନୂତନ କାର୍ଯ୍ୟ ନିମନ୍ତେ ନୂଆ ନୂଆ ସଫଳତା ପ୍ରାପ୍ତ ହେବ ଏହି ରାଶିର ବ୍ୟକ୍ତିମାନେ ନୂତନ ମିତ୍ର ବନାଇବେ ଏହି ରାଶିର ବ୍ୟକ୍ତିମାନେ ବେପାର ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସଫଳତା ହୋଇଥାଆନ୍ତି ପରିବାରର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବଏମାନଙ୍କୁ ପରିବାରର ସ୍ନେହ ଆଦର ପ୍ରାପ୍ତ ହୋଇଥାଏ |
ମକର ରାଶି -ଏହି ରାଶି,ମାନଙ୍କ ସ୍ୱାମୀ ହେଉଛନ୍ତି ଶନିଦେବ ଯାହାଙ୍କ ଇଷ୍ଟ ଦେବ ହେଉଛନ୍ତି ଶନିଦେବ ଏବଂ କାଳୀ ମା ଅନ୍ୟ ରୂପ ହେଉଛନ୍ତି ମାତା ପାର୍ବତୀ ମକର ରାଶିର ବ୍ୟକ୍ତିମାନେ କଠିନ ପରିଶ୍ରମ ମଧ୍ୟ କରି ଥାଆନ୍ତି କିନ୍ତୁ ମଝିରେ ମଝିରେ ଏମାନେ ଆଳସ୍ୟ ଭୋଗ କରିଥାଆନ୍ତି ତାହା ଦେବା ମକର ରାଶିର ବ୍ୟକ୍ତିମାନେ ଈଶ୍ୱର ବିଶ୍ୱାସ ହୋଇ ଥାଆନ୍ତି ସେମାନଙ୍କ ମନ ନିର୍ମଳ ହୋଇଥାଏ ସେଥିପାଇଁ ମହାଦେବଙ୍କ କୃପା ଏମାନ ସମସ୍ତଙ୍କୁ ପ୍ରାପ୍ତ ହୋଇଥାଏ ଏବଂ ଯେଉଁ ବି କାର୍ଯ୍ୟରେ ହାତ ଦେଇ ଥାଆନ୍ତି ସେହି କାର୍ଯ୍ୟ ଆପଣ ସିଦ୍ଧ କରନ୍ତି |