ନୂଆ ଲୁକରେ ଆସିବାକୁ ଯାଉଛନ୍ତି ଓଲିଉଡ଼ର ସୁପରଷ୍ଟାର ଅରିନ୍ଦମ ମହାନ୍ତି ,ଦେଖିଲେ ମଧ୍ୟ ଆପଣ ବିଶ୍ୱାସ କରିପାରିବେ ନାହିଁ |

ନମସ୍କାର ଦର୍ଶକବନ୍ଧୁ ନୂଆ ରୂପରେ ଆସୁଛନ୍ତି ଓଲିଉଡ଼ ଅଭିନେତା ଅରିନ୍ଦମ ମହାନ୍ତି ଅରିନ୍ଦମ କିଛି ବର୍ଷ ହେବ ସେ ସିନେମା ଜଗତ ଠାରୁ ଦୂରେଇ ରହିଥିଲେ ଏବେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ତାହା ପୁଣି ନିଜ ପ୍ରଯୋଜନ ସଂସ୍ଥା ଜରିଆରେ ରତ୍ନା ଫିଲ୍ମ ଜ୍ଞାନର ଚତୁର୍ଥ ଅବଧାନ ତଥା ସୁପରଷ୍ଟାର ଅରିନ୍ଦମ ରାୟଙ୍କ |

ପ୍ରଯୋଜନାରେ ଦଶହରାରେ ମୁକ୍ତି ଲାଭ ହେବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ରର ଶୁଭାରମ୍ଭ ସହିତ ସିନେମାର ବହୁତ ଫୋଟ ନିକଟସ୍ତ ପଞ୍ଚମୁଖୀ ହନୁମାନ ପରିସରରେ ମହା ଆଡ଼ମ୍ବରେ ଅନୁଷ୍ଠିତ ହୋଇ ଯାଇଛି |ତେବେ ସୁପରଷ୍ଟାର ଅରିନ୍ଦମ ରାୟ ଦୀର୍ଘବର୍ଷର ନୀରବତା ପରେ ଏକ ନୂଆ ଧମାକ ଧାମ ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ କମ ବ୍ୟାକ କରୁଛନ୍ତି

|ଅରିନ୍ଦମ ବାବୁ ଭାଇଜାନ ପରେ ଏକ ନୂଆ ଲୁକ ଷ୍ଟାଇଲରେ ଦଶହରାରେ ଧମାଲ କରିବେ ବୋଲି ପ୍ରସଶଙ୍କ ମହଲରେ ଆଶା ପ୍ରକଟ କରାଯାଇଛି ଚଳଚ୍ଚିତ୍ର ଜଗତର ନିର୍ଦେଶନାରେ ଅସହପତି ଚିତ୍ର ନାଟ୍ୟ ଦାୟିତ୍ୱରେ ଭରତ ଧ୍ୱଜ ପଣ୍ଡା ରହିଛନ୍ତି

ତେବେ ପ୍ରଯୋଜନ ସଂସ୍ଥା ବର୍ତ୍ତମାନ ଫିଲ୍ମର କଳାକାରଙ୍କ ନାମ ଏବଂ ଫିଲ୍ମର ସିରସକ ଘୋଷଣା କରି ନାହାଁନ୍ତି କୁହାଯାଉଛି ଯେ ଫିଲ୍ମର ପ୍ରଥମ ଅକ୍ଷର ଇଂରାଜୀ ଅକ୍ଷର R ରୁ ଆରମ୍ଭ ହେବ |

Leave a Reply

Your email address will not be published. Required fields are marked *