ଦିଲ୍ଲୀ ହସ୍ପିଟାଲ ଚିକିତ୍ସିତ ହେବା ପାଇଁ ଯିବା ବେଳେ ଏମିତି କିଛି କହିଲେ ସତ୍ୟକି ମିଶ୍ର ,ଯାହା ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ |

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଯେ ପାଖା ପାଖି 1 ବର୍ଷ ହେବ ଓଲିଉଡ଼ ଅଭିନେତା ସତ୍ବେସି ମିଶ୍ର ମାଉଥ କ୍ୟାନ୍ସର ରେ ପୀଡ଼ିତ ହୋଇଛନ୍ତି ତେବେ ସେ ପୂର୍ବରୁ ଦିଲ୍ଲୀ ଯାଇଥିଲେ ଚିକିତ୍ସା ପାଇଁ ବର୍ତ୍ତମାନ ପୁଣି ଥରେ ଓଡ଼ିଆ ଅଭିନେତା ସତ୍ୟକି ମିଶ୍ର ଦିଲ୍ଲୀ ଚିକିତ୍ସା ପାଇଁ ଯାଉଛନ୍ତି ତେବେ ଯିବା ବେଳେ ଓଡ଼ିଆ ଅଭିନେତା ସତ୍ୟକି ମିଶ୍ର ଏକ ଭିଡିଓ ମାଧ୍ୟମରେ କହୁଛନ୍ତି ଯେ ମୁଁ ବର୍ତ୍ତମାନ ଏୟାର ପୋର୍ଟରେ ପହଞ୍ଚି ଗଲିଣି |

ସେ କହୁଛନ୍ତି ଯେ ମୁଁ ଆଜି ଦିଲ୍ଲୀ ଯାଉଛି ଚିକିତ୍ସିତ ହେବା ପାଇଁ କାଲି ସେ ଦିଲ୍ଲୀରେ ପହଞ୍ଚି ହସ୍ପିଟାଲ ଯିବେ ବୋଲି କହୁଛନ୍ତି |ସେ କହୁଛନ୍ତି ଯେ ପ୍ରଭୁ ଜଗନାଥଙ୍କ ଦୟା ଓ ମୋର ଦର୍ଶକମାନେ ଯେଉଁମାନେ ମତେ ବହୁତ ଭଲ ପାଆନ୍ତି ସେମାନଙ୍କ ଆଶୀର୍ବାଦ ପାଇ ମୁଁ ଯାଉଛି ଏବଂ ଭଗବାନ ଙ୍କ ନିକଟରେ ମୋର ପ୍ରାର୍ଥନା |

ମୁଁ ଯେମିତି ଖୁବଶୀଘ୍ର ଭଲ ହେଇ ଓଡିଶା ଫେରି ଆସେ |ସେ କହୁଛନ୍ତି ଯେ ଧର୍ଯ୍ୟ ଅଛି ମୋର ସାହସ ଅଛି ଏବଂ ପ୍ରଭୁ ଜଗନାଥ ଙ୍କ ଉପରେ ମୋର ଭରସା ଅଛି ଆପଣମାନଙ୍କ ଆଶୀର୍ବାଦ ମଧ୍ୟ ମୋ ସାଙ୍ଗରେ ଅଛି |

ମୁଁ ବହୁତ ଶୀଘ୍ର ସୁସ୍ଥ ହୋଇ ଓଡିଶା ଫେରି ଆସେ ଏବଂ ମୋର ଘର ପରିବାର ଲୋକଙ୍କ ସହିତ ମୋ ଖୁସିର ସମୟ ଅତିବାହିତ କରେ ଏତିକି ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା |

Leave a Reply

Your email address will not be published. Required fields are marked *