ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ,ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ସରକାର |

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ଆସିଲା ବଡ଼ ଖବର ଲଗାଣ ବର୍ଷା ଯୋଗୁଁ 10 ଜିଲ୍ଲାରେ ହେବ ସ୍କୁଲ ଛୁଟି ଘୋଷଣା ତେବେ କଣ ରହିଛି 10 ଗୋଟି ଜିଲ୍ଲାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆସିଲା ବଡ଼ ଘୋଷଣା ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା ଯାହାକି ରାଜ୍ୟରେ ଲାଗାଁ ବର୍ଷା ପାଇଁ ସ୍କୁଲ ଛୁଟି ରାଜ୍ୟରେ ଗତ ଦୁଇରୁ ତିନିଦିନ ହେବ ଲଘୁଚାପ ପ୍ରଭାବରେ ଲଗାଣିଆ ବର୍ଷା ଜାରି ରହିଛି ଲଗାତାର ବର୍ଷା ଯୋଗୁଁ ଘରୁ ମଧ୍ୟ ବାହାରି ହେଉ ନାହିଁ |

ଚାରିଆଡ଼େ ପାଣିରେ ଲହରୀ ତେବେ ଆଜି ପ୍ରବଳ ବର୍ଷା ସମ୍ଭାବନା ଯୋଗୁଁ ରାଜ୍ୟ ସରକାର 10 ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଆଉ ସେହି ଜିଲ୍ଲା ଗୁଡ଼ିକ ହେଲା କେଉଁଝର ,ବଲାଙ୍ଗୀରି ,ନୂଆପଡ଼ା ,କଳାହାଣ୍ଡି ,ସମ୍ବଲପୁର ,ସୁଵର୍ଣ୍ଣପୁର ,ଢେଙ୍କାନାଳ,ମୟୁରଭଞ୍ଜ ,ଅନୁଗୁଳ ଏମିତିକି ବୌଦ୍ଧରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ତେବେ ସରକାରୀ ଏବଂ ବେସରକାରୀ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି |

ସୂଚନା ଅନୁସାରେ ବଲାଙ୍ଗୀରି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ହୋଇଥିବାରୁ ସବୁ ସରକାରୀ ଏବଂ ବେସରକାରୀ ସ୍କୁଲ ସହ ଅଙ୍ଗନୱାଡି ଛୁଟି ଘୋଷଣା କରାଯାଇଛି ତେବେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାପାଳ ସ୍କୁଲ ଛୁଟି ନୋଟିସ ଜାରି କରିଛନ୍ତି |

ଅନ୍ୟପଟେ କେଉଁଝର ଜିଲ୍ଲାରେ ମଧ୍ୟ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି ତେବେ କେଉଁଝରରେ ସବୁ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ ତେବେ ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି ଜିଲ୍ଲାପାଳ ନିର୍ଦେଶ ଦେଇଥିବା କଥା ଜଣାଇଲେ ଜିଲ୍ଲା ଶିକ୍ଷାଧିକାରୀ |

Leave a Reply

Your email address will not be published. Required fields are marked *