ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ ଶଙ୍ଖ ,ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ କିପରି ରହିବ |

ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ ଜାଣିବା କାହାର ନାମ ନେଇ ଆପଣ ବାଛନ୍ତୁ ଗୋଟିଏ ଶଙ୍ଖ ଓ ଦେଖନ୍ତୁ କେଉଁ ଖୁସିର ସମୟ ଶୀଘ୍ର ମିଳିବ ଆପଣଙ୍କୁ ଦେଖନ୍ତୁ ଏହି ବିଷୟଟି ଏକ ଦୈଵୀ ଶକ୍ତି ଉପରେ ଆଧାରିତ ଏକ ବିଷୟ ବସ୍ତୁ ଅଟେ |ବାଛନ୍ତୁ ତିନୋଟି ସଂଖ୍ୟା ମଧ୍ୟରୁ ଗୋଟିଏ ସଂଖ୍ୟା ଆଉ ଜାଣନ୍ତୁ କେଉଁ ଖୁସି ଖବର ଆପଣଙ୍କୁ ଶୀଘ୍ର ମିଳିବାକୁ ଯାଉଛି ତେବେ ଆପଣ ଭଲ ଭାବରେ ଦେଖନ୍ତୁ ଏହି ତିନୋଟି ଶଙ୍ଖକୁ ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ ଶଙ୍ଖ ପ୍ରଥମେ ଆପଣ ଭଲ ଭାବରେ ଦେଖନ୍ତୁ ଗୋଟିଏ ନମ୍ବର ଥିବା ଶଙ୍ଖକୁ 1,2 ଏବଂ 3 ଟି ନମ୍ବର ଥିବା ଶଙ୍ଖ ଅଛି ଯେଉଁ ତିନୋଟି ଶଙ୍ଖ ଆପଣ ଦେଖୁଛନ୍ତି ସେହି ଶଙ୍ଖ ତିନୋଟି ମଧ୍ୟରୁ ଆପଣ ଗୋଟିଏ ଶଙ୍ଖକୁ ଆପଣଙ୍କ ମନ ମଧ୍ୟରେ ବିଶେଷତ୍ୱ ଅଛି ଆପଣ ଭଲ ଭାବରେ ମନ ଦେଇ ଗୋଟିଏ ଶଙ୍ଖକୁ ବାଛନ୍ତୁ ଆପଣ ଜାଣନ୍ତୁ ଆପଣଙ୍କ ଭବିଷ୍ୟତକୁ ନେଇ କଣ ରହିଅଛି ଏବଂ ଖୁସି ଖବର ଆପଣଙ୍କୁ ଶୀଘ୍ର ମିଳିବାକୁ ଯାଉଅଛି |

ପ୍ରଥମ ଶଙ୍ଖ -ଆପଣ ଯଦି ପ୍ରଥମ ଶଙ୍ଖଟିକୁ ବାଛିଛନ୍ତି ତେବେ ଜାଣି ନିଅନ୍ତୁ ସେହି ଶଙ୍ଖଟି ଏବଂ ସେହି ସଂଖ୍ୟାଟି ଆପଣଙ୍କ ବିଷୟରେ କଣ କହୁଅଛି ଗତ କଥାକୁ ଯଦି ଆପଣ ଭୁଲି ଯାଆନ୍ତି ତାହେଲେ ରବି ଗ୍ରହ ଆପଣଙ୍କ ଭାଗ୍ୟ ଚକ୍ରରେ ପୁନଶ୍ଚ ବଳବାନ ହୋଇ ଉଠିବେ ବୁଦ୍ଧି ବିଚାରି କାର୍ଯ୍ୟ କରନ୍ତୁ କୌଣସି କାର୍ଯ୍ୟକୁ ତରବର ହୋଇ କରନ୍ତୁ ନାହିଁ ଆପଣଙ୍କ ଏହି ଗୋଟିଏ ଗୁଣ ଖରାପ ରହିଥାଏ ଯେ ଆପଣ ଯେଉଁ ବି କାର୍ଯ୍ୟଟିକୁ କରୁଛନ୍ତି ବହୁତ ଶୀଘ୍ର କରୁଛନ୍ତି ବୁଝି ବିଚାରି କୌଣସି କାର୍ଯ୍ୟ କରୁ ନାହାନ୍ତି ଏପରି କରି ଆପଣ ପୂର୍ବରୁ ବହୁତ ହଇରାଣ ମଧ୍ୟ ହୋଇଛନ୍ତି ତେଣୁ ଆପଣ ଏଭଳି ଭୁଲ ଆଗରୁ କେବେ କରନ୍ତୁ ନାହିଁ | ଯେଉଁ ବି କାର୍ଯ୍ୟ କରୁଛନ୍ତି ବୁଦ୍ଧି ବିବେକ ନେଇ କାର୍ଯ୍ୟ କରନ୍ତୁ ପିଲାମାନଙ୍କ ପ୍ରତି ନାରୀ ମାନଙ୍କ ପ୍ରତି ଏବଂ ନିଜ ବାପା ମା ଙ୍କ ପ୍ରତି କଠୋରତା ଆଣନ୍ତୁ ନାହିଁ ଏହା ଆପଣଙ୍କ ଭାଗ୍ୟରେ ଖରାପ ଆଣିବାରେ ବେଶୀ ଦିନ ଲାଗିବ ନାହିଁ କେହି ଆପଣଙ୍କ କଥାକୁ ଶୁଣୁ ନାହାନ୍ତି ତାହେଲେ ଦୁଇଟି ବର୍ଷ ଅପେକ୍ଷା କରନ୍ତୁ ଆପଣ ସମସ୍ତେ ଆପଣଙ୍କ ପାଦ ତଳୁକୁ ଆସିଯିବେ |

ଦ୍ୱିତୀୟ ଶଙ୍ଖ -ତେବେ ଯାହା ହେଉ ଆପଣଙ୍କ ଅସୁବିଧାର ସମାଧାନ ହେବାର ବେଳ ଆସି ଯାଇଛି ଗୃହରେ ମଙ୍ଗଳ କାର୍ଯ୍ୟମାନ ସମ୍ପର୍ଣ୍ଣ ହେବ ସନ୍ତାନ ସୁଖ ଭୋଗ କରିବେ ଆପଣଙ୍କ ସ୍ତ୍ରୀ ମଧ୍ୟ ଆଉ ଆପଣଙ୍କ ବିମୁଖ ହେବେ ନାହିଁ ମୁହଁରେ ଆପଣଙ୍କୁ ହଇରାଣ କରୁଥିବା ଲୋକ ଆପଣଙ୍କ ଠାରୁ ଦୁରେଇ ଯିବେ ଆପଣ ବର୍ତ୍ତମାନ ମୋଟାମୋଟି ଠାରୁ ଶାସନ କର୍ତ୍ତା ଆପଣ ଆପଣଙ୍କ ମନ୍ଦ ଦୋଷର ଫଳ ଆଉ ପାଇବେ ନାହିଁ ବହୁତ ଦିନରୁ ଆପଣଙ୍କ ସନ୍ତାନ ଚିନ୍ତା ଥିଲା ଭାଗ୍ୟଦୋୟ ବଳରେ ଆପଣଙ୍କ ଭାଗ୍ୟର ଅବନତି ଘଟୁଅଛି ବହୁ ଧନ ବ୍ୟୟ ମଧ୍ୟ ହୋଇ ସାରିଛି ଲୋକ ସମ୍ପର୍କ ହାନି ଯନ୍ତ୍ରଣା ,ଦୁଃଖ ଦୈନ୍ୟତା କାର୍ଯ୍ୟ ନିଷ୍ପତିରେ ବ୍ୟାଘାତ ପୁତ୍ର କନ୍ୟା ନିମନ୍ତେ ଭୀଷଣ ଚିନ୍ତା ପିତା ମାତାଙ୍କ ବିରୋଧକୁ ଆପଣ ସହ୍ୟ କରି ଆସିଛନ୍ତି ଆଗାମୀ ଏକ ମାସ ପରେ ଆପଣଙ୍କ ଶୁଭ ସମୟ ଆସିବାକୁ ଯାଉଅଛି ଆପଣଙ୍କ ରାଶି ଚକ୍ରର ମନ୍ଦ ଦୋଷ ଦୂର ହୋଇ ଯାଇଛି |

ତୃତୀୟ ଶଙ୍ଖ -ଆପଣ ବହୁତ ଦିନ ହେଲା ମନ୍ଦ ଦଶା ଭୋଗ କରୁଥିଲେ ରୋଜଗାର କମ ବେଳେ ଧନ ବ୍ୟୟ ଅଧିକ ରହୁଥିଲା କିନ୍ତୁ ବର୍ତ୍ତମାନ ସମୟରେ ବେଶ ଶୁଭ ସମୟ ପ୍ରବେଶ କରିଛି ସନ୍ତାନ ମାନଙ୍କ ଠାରୁ ସୁଖ ସମୟ ପାଇବେ ସମସ୍ତ ବିଗନ ବିନାଶର ସମୟ ଆସି ଯାଇଛି ମନ ମଧ୍ୟରେ ନୂଆ ଭାବନା ସୃଷ୍ଟି ହେବ ଆପଣ ଯାହାଙ୍କ ପ୍ରତି ପୂର୍ବରୁ ଆସକ୍ତି ଆଣିଥିଲେ ତାହାକୁ ଯେତେ ଶୀଘ୍ର ପାରିବେ ଦୂରେଇ ଦିଅନ୍ତୁ କାରଣ ସେତିକି ଦୁଃଖର କାରଣ ହୋଇପାରେ ଆଗକୁ ସୁ ସମ୍ବାଦର ଯୋଗ ମଧ୍ୟ ଆସୁଅଛି କିଛି ସମୟ ହେବ ଶୁଭ ସମ୍ବାଦ ଏବଂ ସୁସମାଚାର ଆପଣଙ୍କୁ ପ୍ରାପ୍ତ ହେବ ଆପଣ କେବଳ ଧର୍ଯ୍ୟ ଧରିଲେ ହେଲା ଈଶ୍ୱରଙ୍କ ଠାରେ ଆପଣ ଧ୍ୟାନ ରଖନ୍ତୁ ଭଗବାନଙ୍କ ପ୍ରତି ବିଶ୍ୱାସ ରଖନ୍ତୁ ଆପଣ ଅତୀତରେ କେତେ ଦିନ ହେଲା ଯେଉଁ ମନ୍ଦ ଦୋଷ ଭୋଗ କରି ଆସୁଥିଲେ ବର୍ତ୍ତମାନ ଆପଣଙ୍କ ଭଲ ସମୟ ଆସିଯାଇଛି ଏବେ ଈଶ୍ୱରଙ୍କ ସୁଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି |

Leave a Reply

Your email address will not be published. Required fields are marked *