ଆଜିର ରାଶିଫଳ 2 ଅଗଷ୍ଟ 2023 ବୁଧବାର,କେମିତି କଟିବ ଆଜିର ଦିନ |

ମେଷ : କାଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସ୍ଵକମମ ଆପଣଙ୍କୁ କ୍ଷମତାସୀନ କରିବ । ପ୍ରତିଯୋଗତାରେ କୃତିତ୍ଵ ଅର୍ଜନ କରିବେ। ଶୁଭରଙ୍ଗ ଲାଲ୍‌ ଓ ଶୁଭ ସଂଖ୍ୟା ୯ |

ବୃଷ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପରନ୍ତି। ଆର୍ଥିକ ସ୍ଥିତିରେ ସାମୟିକ ଭାବେ ଦୁର୍ବଳତା ଦେଖା ଦେଇପାରେ। ଭ୍ରାତୃ ସ୍ନେହ ଅଟଳ ରହିବ ମାତ୍ର ସାହାଯ୍ୟ ଆଶା କରିବା ବୂଥା। ଶୁଭ ରଙ୍ଗ ଧଳା ଓ ଶୁଭ ସଂଖ୍ୟା ୨ ।

ମିଥୁନ : ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ହେବ। କମିଷ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ରୂଚିକର ଭୋଜନ ମିଳିବ । ଶୁଭ ରଙ୍ଗ ଶାଗୁଆ, ଶୁଭ ସଂଖ୍ୟା ୫ |

କର୍କଟ : ଭାଇଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି | ରଣ ପରିଶୋଧ କରିବେ। ଶୁଭ ରଙ୍ଗ ଧଳା ଓ ଶୁଭ ସଂଖ୍ୟା ୨ |

ସିଂହ : ଆଧ୍ୟାତ୍ମିକ ସଭାରେ ଯୋଗଦେବେ। ଶାସ୍ତ୍ର ଅଧୟନରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅଥ୍ଚାଗମର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଭ ରଙ୍ଗ ଗୋଲାପି ଓ ଶୁଭ ସଂଖ୍ୟା ୧।

କନ୍ୟା : ପରିଶ୍ରମ କଠିନ ହୋଇପାରେ ମାତ୍ର ତା’ର ମୂଲ୍ଯ ମିଳିବ | କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ, କିନ୍ତୁ ପରେ ସୁଧାର ଆସିବ। ଯାନବାହନ ସୁଖ ମିଳିବ । ଶୁଭ ରଙ୍ଗ ଶାଗୁଆ ଓ ଶୁଭ ସଂଖ୍ୟା ୫।

ତୁଳା – ବହୁବାଦୀମାନଙ୍କର ହିତସାଧନ କରିପାରନ୍ତି | ଉଦ୍ଯୋଗୀ ହେବେ | ପୂଣ୍ୟକମା ହୋଇପାରନ୍ତି | ଦୃଢ଼ ହେବେ | ବିଖ୍ୟାତ କୀର୍ିସମ ସପନ କରିପାରନ୍ତି | ଧୃତ କମିଦକ୍ଷ ହେବେ | ପରୋପକାରୀ ହେବେ |

ବିଛା – ସନାନ ସୁଖରେ ସୁଖୀ ହେବେ | ଜିତେନ୍ଦୀୟ ହୋଇପାରନ୍ତି | ଧମିରତ ରହିବେ। ବିଭାଗୀୟ ଉଚ୍ଚ କର୍ଭୂପକ୍ଷଙ୍କ ବିଶ୍ଵସ୍ତ ହୋଇପାରନ୍ତି । ନିଜ ଆତ୍ମୀୟ ବନ୍ଧୁବାନ୍ଧବଙ୍କ ପ୍ରତି ସମ୍ମାନବୋଧ ରହିବ | କର୍ମଠ ହେବେ |

ଧନୁ – ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଜ୍ଲୀବ ଓ କୃପଣ ସ୍ଵଭାବସମ୍ପନ୍ନ ହୋଇପାରନ୍ତି | ପୁଣ୍ର କ୍ଷୟ ହୋଇପାରେ | ଅତି ସତରକରେ ଚଳିବାକୁ ପଡ଼ିବ | ସେବାକୁ ଜୀବନର ବତଭାଜେ ଗ୍ରହଣ କରିବେ |

ମକର – ପତ୍ନୀ ସର୍ବ ସୁଲକ୍ଷଣଯୁକ୍ତା ହୋଇପରନ୍ତି । ସ୍ନେହମୟୀ ଲୌଭାନ୍ନିତ ହେବେ | ତାଙ୍କଠାରେ ସତ୍ୟପରାୟଣତା ଓ ଦୟାଳୁ ଭାବ ପରିସୁଟା ହେବ | ପୁତ୍ବତୀ ଓ ଅତିଥୂ ପରାୟଣତା ହେବେ | କମିଠ ହେବେ |

କୁମ୍ଭ – ଧନ ଅଜନରେ ସଫଳତା ମିଳିପାରେ | କମ ତପ୍ର ପ୍ରକାଶ ପାଇବ | ନିର୍ଭୀକ ଭାବେ ନିଜର ମତାମତ ବ୍ୟକ୍ତ କରି ପା ରନ୍ତି। ମନୋଭାବ ସହନଶୀଳ ହେଲେ ଚି ଶାସକ ଭାବେ ଅନୁଶୀଳନ ଜାରି ରଖୁବ |

ମିନ – ଜ୍ଞାନଗରିମା ସମ୍ପନ୍ନ ହୋଇପାରନ୍ତି ରୂପବାନ୍‌ ହେବେ। ବହୁମିତ୍ରଙ୍କ ସାନିଧ ମିଳିବ ଧନସହିତ ବିଦ୍ଯାଲାଭର ସୂଚନା ମିଳୁଛି | ଦେବ, ଗୁରୁ. ଦିଜ ଭକ ହେବେ | ପଢ଼ୀଙ୍କ ପରାମଶିରେ ଚଳିବାକୁ ପଡ଼ିବ |

Leave a Reply

Your email address will not be published. Required fields are marked *