ରୋଷେଇ ଗ୍ୟାସ ଦର ହେଲା ଶସ୍ତା ,ସରକାର କଲେ ବଡ଼ ଘୋଷଣା ଦେଖନ୍ତୁ ଏତିକି ଟଙ୍କାରେ ମଧ୍ୟ ଆପଣ କିଣିପାରିବେ ଗ୍ୟାସ |

ନମସ୍କାର ଦର୍ଶକବନ୍ଧୁ କମିଲା ରୋଷେଇ ଗ୍ୟାସ ଦର ପ୍ରତିମାସ 1 ତାରିକରେ ଗ୍ୟାସ ଦରରେ ପରିବର୍ତ୍ତନ ଘଟିଥାଏ ଠିକ ସେମିତି ଆଜି ଅଗଷ୍ଟ 1 ତାରିକରେ ରୋଷେଇ ଗ୍ୟାସ ଦର ହ୍ରାସ ଦେଖିବାକୁ ମିଳିଛି ତେବେ କେତେ ଟଙ୍କା ହ୍ରାସ ଘଟିଲା ଆଉ ନୂଆ ଦର କେତେ ରହିଲା ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ପହିଲାରୁ ଗ୍ରାହକ ମାନଙ୍କୁ ଆଶ୍ବସ୍ତି କମିଲା କାମର୍ସିୟାଲ LPG ଗ୍ୟାସ ଦର ଆରମ୍ଭ ହୋଇଛି

ଅଗଷ୍ଟ ମାସ ପହିଲାରୁ ଗ୍ରାହକ ମାନଙ୍କୁ ଆଶ୍ବସ୍ତି ମିଳିଛି ତେବେ କମର୍ସିୟାଲ LPG ଗ୍ୟାସ ଦର କମିଛି |ତେବେ କାମର୍ସିୟାଲ ଗ୍ୟାସ ଦରରେ 99 ଟଙ୍କା ହ୍ରାସ ପାଇଛି |ଦିଲ୍ଲୀରେ 19 କେଜି ସିଲିଣ୍ଡର ଦାମ 1680 ଟଙ୍କା ରହିଛିତେବେ ଘରୋଇ LPG ଗ୍ୟାସ ଦର ଅପରିବର୍ତ୍ତିତ ରହିଛି

ଅର୍ଥାତ ଆପଣ ଘରେ ବ୍ୟବହାର କରୁଥିବା ଗ୍ୟାସ ଦାମ କମି ନାହିଁ |ହେଲେ କାମର୍ସିୟାଲ ପ୍ରପୋଜାଲରେ କିଣୁଥିବା ଗ୍ରାହକମାନେ ସେମାନଙ୍କ ପାଇଁ 99 ଟଙ୍କା ହ୍ରାସ ପାଇଛି ଗ୍ୟାସ ସିଲିଣ୍ଡରର ଦର ଯାହାକି ନୂଆ ଦରରେ 1680 ଟଙ୍କା ଦେଇ କିଣିପାରିବେ |

Leave a Reply

Your email address will not be published. Required fields are marked *