ଓଲିଉଡ଼ ଜଗତକୁ ସବୁଦିନ ପାଇଁ ଛାଡ଼ି ଯାଇଥିବା କଳାକାର ମାନଙ୍କ ବିଷୟରେ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ |

ହେଲୋ ଫ୍ରେଣ୍ଡ୍ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନେକ କଳାକାର ଆଜି ଆଉ ଆମ ଗହଣରେ ନାହାନ୍ତି ମାତ୍ର ଅଳ୍ପ ବୟସରେ ଏହି ଦୁନିଆ କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି ବେଶ କରି କୋଭିଡ ଆରମ୍ଭ ଠାରୁ ଅନେକ କଳାକାର ମାନଙ୍କୁ ଆମେ ହରାଇଛୁ ଅଚାନକ ସେମାନଙ୍କର ଏମିତି ମୃ-ତ୍ୟୁ – ଘଟିଛି ଯାହାକୁ କେହିବି ବିଶ୍ଵାସ କରି ପାରି ନାହାନ୍ତି ଆସନ୍ତି ଜାଣିବା ସେହି କଳାକାର ମାନଙ୍କର କେମିତି ମୃ-ତ୍ୟୁ – ଘଟିଥିଲା ତାଙ୍କର ମୃ-ତ୍ୟୁ -ପଛର ଅସଲ କାରଣ କଣ ରହିଛି କେଉଁ ଅଭିନେତା ମାନେ ଆ-ତ୍ମ-ହ-ତ୍ୟା କରିଛନ୍ତି ଓ ଏହା ସହିତ କେବେ ସେମାନଙ୍କର ମୃ-ତ୍ୟୁ -ଘଟିଛି ତାହା ସମ୍ପର୍କରେ ଆସନ୍ତୁ ଜାଣିବା –

ନମ୍ବର 1 ରେ ଆସୁଛନ୍ତି ବିଜୟ ମହାନ୍ତି -ବିଜୟ ମହାନ୍ତି ଙ୍କୁ ସାରା ଓଡ଼ିଶା ବାସୀ ଏବେବି ଝୁରୁଛନ୍ତି 20 ଜୁଲାଇ 2020 ମସିହାରେ ହୃଦଘାତ କାରଣରୁ ତାଙ୍କର ମୃ-ତ୍ୟୁ ଘଟିଥିଲା ମୃ-ତ୍ୟୁ ବେଳକୁ ତାଙ୍କର ବୟସ ହୋଇଥିଲା 70 ବର୍ଷ

ନମ୍ବର 2 ରେ ଆସୁଛନ୍ତି ହର ପଟ୍ଟନାୟକ-ଆପଣମାନେ ତ ହର ପଟ୍ଟନାୟକ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ କ୍ୟାନ୍ସର କାରଣରୁ 13 ଜାନୁଆରୀ 2015 ମସିହା ରେ ଏହି ଦୁନିଆ କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି

ନମ୍ବର 3 ରେ ଆସୁଛନ୍ତି ମୀନ କେତନ -ମୀନ କେତନ ଙ୍କର ଖଳନାୟକ ଭୂମିକା କୁ ଦର୍ଶକ ମାନେ ବୋହୁତ ପସନ୍ଦ କରନ୍ତି କ୍ୟାନ୍ସର କାରଣରୁ ସେ ମଧ୍ୟ 20 ମେ 2017 ମସିହାରେ ମାତ୍ର 56 ବର୍ଷ ବୟସରେ ଏହି ଦୁନିଆ କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି

ନମ୍ବର 4 ରେ ଆସୁଛନ୍ତି ଦେବୁ ବସ -ଦେବୁବସ ଙ୍କୁ ତ ଆପଣମାନେ ଭଲ ଭାବରେ ଜାଣିଥିବେ ତେବେ ତାଙ୍କର ହୃଦଘାତରେ ମୃ-ତ୍ୟୁ ଘଟିଥିଲା 22 ଅଗଷ୍ଟ 2018 ମସିହାରେ ସେ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି

ନମ୍ବର 5 ରେ ଆସୁଛନ୍ତି ମିହିର ଦାସ -ଆପଣମାନେ ମିହିର ଦାସ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ମିହିର ଦାସ ହୃଦଘାତ ରେ 11 ଜାନୁଆରୀ 2022 ରେ ମାତ୍ର 63 ବର୍ଷ ବୟସରେ ଏହି ଦୁନିଆ କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି

ନମ୍ବର 6 ରେ ଆସୁଛନ୍ତି ସଲିଳ ମିଶ୍ର -ଦର୍ଶକ ମାନେ ସଲିଳ ଙ୍କ କମେଡି ଦେଖିବାକୁ ବୋହୁତ ପସନ୍ଦ କରି ଥାଆନ୍ତି ଏବଂ ଦର୍ଶକ ମାନେ ଆଜି ବି ତାଙ୍କର ଅଭିନୟ କୁ ଝୁରୁଛନ୍ତୁ ଦୁର୍ଭାଗ୍ୟ ବଶତଃ ସେ ରାସ୍ତାରେ କାର ରେ ଯାଉଥିବା ସମୟରେ ରୋଡ ରେ ଏସିଡେଣ୍ଟ ହୋଇଥିଲା ଏବଂ 4 ଜାନୁଆରୀ 2019 ରେ ମାତ୍ର 52 ବର୍ଷ ବୟସରେ ସେ ଏହି ଦୁନିଆ କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି

ନମ୍ବର 7 ରେ ଆସୁଛନ୍ତି ରାଇ ମୋହନ ପରିଡ଼ା – ରାଇ ମୋହନ ଙ୍କର ଅଭିନୟକୁ ତ ଆପାନମନେ ବୋହୁତ ପସନ୍ଦ କରି ଥାଆନ୍ତି ବେଶ କରି ଖଳନାୟକ ଭୂମିକାରେ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବେଶ ପସନ୍ଦ କରିଥାନ୍ତି 24 ଜୁନ 2022 ରେ ସେ ନିଜ ଘରେ ଆତ୍ମହତ୍ୟା କରିଥିବାର ସୁଚନା ମିଳିଥିଲା ଯେଉଁ ଖବର ଆସିବା ପରେ ସମସ୍ତେ ଆର୍ଶ୍ଚଯ୍ୟ ହୋଇଯାଇଥିଲେ ଏବଂ ଯେଉଁ କଥାକୁ କେହି ବି ଆଜି ପର୍ଯ୍ୟନ୍ତ ବିଶ୍ଵାସ କରି ପାରୁନାହାନ୍ତି

ନମ୍ବର 8 ରେ ଆସୁଛନ୍ତି ରବି ମିଶ୍ର – ରବି ମିଶ୍ର ଙ୍କର ମୃ-ତ୍ୟୁ ହୃତଘାତ କାରଣରୁ ହୋଇଥିଲା 20 ଜାନୁଆରୀ 2021 ରେ ସେ ଏହି ଦୁନିଆ କ