ନମସ୍କାର ଦର୍ଶକବନ୍ଧୁ କଳିଶେଷରେ ମାଳିକାର ବହି ଲୋକଙ୍କୁ ସତର୍କତା କରାଉଛି ଆପଣମାନେ ମାଳିକାର ବାଣୀକୁ ଶୁଣିକି ଡରନ୍ତୁ ନାହିଁ ଧ୍ୟାନରେ ଶୁଣନ୍ତୁ ଆଜିର ସମୟରେ ଘଟୁଥିବା ଘଟଣାମାନ ସବୁ ଜାଣନ୍ତୁ ଆଉ ଭବିଷ୍ୟ ବାଣୀକୁ ଦେଖନ୍ତୁ ଜାଣିପାରିବେ ମହାପୁରୁଷ ବର୍ଣ୍ଣନା କରୁଥିବା ବାଣୀ କେତେ ସତ୍ୟ ଆଜି ଆମେ ଜାଣିବା ମହାପୁରୁଷ ଯାହା ମାଳିକାରେ ବର୍ଣ୍ଣନା କରିଛନ୍ତି ସେ କଥା ସତ୍ୟରେ ପରିଣତ ହୋଇଛି କି ନାହିଁ |ଅଛୁଆଁ ଲୋକ ଶେଷରେ ମନ୍ଦିର ଭିତରେ ପସିବେ ଦର୍ଶକବନ୍ଧୁ ଜଗତର ନାଥ ଜଗନାଥ ହେଉଛନ୍ତି ଭାବର ଠାକୁର ଜଗତକୁ ଚଳାଉଛନ୍ତି |
ତାଙ୍କର କିଛି ନୀତି କାନ୍ତି ରହିଛି ଆପଣମାନେ ଶୁଣିଥିବେ ଏହି କିଛି ମାସ ପୂର୍ବରୁ ବାରମ୍ବାର ଅନ୍ୟ ଧର୍ମର ଲୋକ ଶ୍ରୀମନ୍ଦିର ଭିତରକୁ ପଶିବା ପାଇଁ ଚେଷ୍ଟା କରୁଛନ୍ତି ପଶୁଚନ୍ତି ମଧ୍ୟ ଜଣେ ମୁସଲିମ ଅଫିସର ମନ୍ଦିର ଭିତରେ ପଶିବା ପାଇଁ ଚେଷ୍ଟା କରିଥିଲେ ଆପଣମାନେ କିଛି ଦିନ ପୂର୍ବରୁ ଶୁଣିଥିବେ ଏବଂ ମାଳିକାରେ ମଧ୍ୟ ଲେଖା ଯାଇଛି ଅଛୁଆଁ ଲୋକ କଳି ଶେଷରେ ପଶିବେ ମନ୍ଦିର ଭିତରେ ଯାହା ଆଜି ସତ୍ୟରେ ପରିଣତ ହୋଇଛି |ମହାପୁରୁଷ ପୁଣି ଲେଖିଲେ ଯେ ସତ ସତ ଯମଦୂତ ଛାଗଳ ପର ହଟ ହେବେ |
ଏହା ମଧ୍ୟ କହୁଛନ୍ତି କଳି ଶେଷରେ ମହାପୁରୁଷ ଅନେକ ପାପ କାର୍ଯ୍ୟ ମଧ୍ୟ କରିବେ ପରର ଧନ ଲୁଣ୍ଠନ କରିବେ ନାନାଦି ପାପ କାର୍ଯ୍ୟ କରିବେ ଏହାର ଫଳ ସ୍ୱରୂପ ଅନେକ ଦୁର୍ଘଟଣାରେ ମରିବେ ଯେମିତିକି ଆକ୍ସିଡେଣ୍ଟ ,ଫାସି ଲଗାଇ ଏମିତି ଅନେକ ଢଙ୍ଗରେ ଅପମୃ-ତ୍ୟୁ ହୋଇ ମରିବେ ସେମାନେ ଯେମିତି ଲୋକଙ୍କୁ ହଟା କାର୍ଯ୍ୟ କରି ହଇରାଣ କରିବେ ସେମିତି ହଟାତ ମଧ୍ୟ ମ-ରି-ବେ|
ଦର୍ଶକବନ୍ଧୁ ଆପଣମାନେ ଲକ୍ଷ କରୁଥିବେ ଏମିତି ହେଉଛି କି ନାହିଁ ତେଣୁ ଦର୍ଶକବନ୍ଧୁ ଆପଣମାନେ ଭଲ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ |ଦର୍ଶକବନ୍ଧୁ ମହାପୁରୁଷଙ୍କ କହିବା କଥା ହେଉଛି କଳି ଶେଷରେ ଦିଜତାର ବଂଶ ରେଳରେ ପ୍ରଭୁଙ୍କୁ ନେବା ପାଇଁ ଆସିବେ ରେଳରେ ବସାଇ ନେଇଯିବେ ମଧ୍ୟ କିନ୍ତୁ ବୈରୀ ଷ୍ଟେସନରେ ଇଞ୍ଜିନ ଫାଟିବ |
ପ୍ରଭୁ ଜଗନାଥ ହେଉଛନ୍ତି ଜଗତର ନାଥ ତାଙ୍କୁ କିଏ ବା ଅଟକାଇବ ଇଞ୍ଜିନ ଫାଟିବା ପରେ ପ୍ରଭୁ ମଧ୍ୟ ଅନ୍ତର୍ଧ୍ୟାନ ହୋଇଯିବେ |ଦର୍ଶକବନ୍ଧୁ ଆପଣଙ୍କୁ ଆଗରୁ କହୁଥିଲୁ ଏବେ ମଧ୍ୟ କହୁଚୁ ଏହି କଳିଯୁଗରୁ ବଞ୍ଚିବା ପାଇଁ କେବଳ ମହାପ୍ରଭୁଙ୍କ ଶରଣ ନେବା ଉଚିତ ଆଉ ସତ ମାର୍ଗରେ ଯିବା |