ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ପବିତ୍ର ଶ୍ରାବଣ ମାସର ମଳ ପୂର୍ଣ୍ଣିମା ଦିନ ଏହି ଜାଗାରେ 7 ଟି କଉଡ଼ି ବାନ୍ଧି ଦିଅନ୍ତୁ ଆପଣଙ୍କ ଭାଗ୍ୟ ଚମକି ଉଠିବ ବନ୍ଦ ରହିଥିବା ଭାଗ୍ୟର ତାଲା ଖୋଲିଯିବ ଏବଂ ଯେକୌଣସି କାର୍ଯ୍ୟରୁ ଆପଣଙ୍କୁ ସଫଳତା ମିଳୁ ନଥିଲା ତାହା ମିଳିବାକୁ ଲାଗିବ ସବୁ କ୍ଷେତ୍ରରେ ଆପଣ ଜୟ ଯୁକ୍ତ ହେବାକୁ ଲାଗିବେ |କଉଡ଼ି ସମୁଦ୍ର ମନ୍ଥନ ସମୟରେ ଉତ୍ପନ ହୋଇଥିଲା ଏବଂ ମାତା ଲକ୍ଷ୍ମୀ ସମୁଦ୍ର ମନ୍ଥନ ସମୟରେ ଉତ୍ପନ ହୋଇଥିଲେ ଏଥିପାଇ କଉଡ଼ିକୁ ସମୁଦ୍ରର ପୁତ୍ରୀ ଏବଂ ମାତା ଲକ୍ଷ୍ମୀଙ୍କ ଭଉଣୀ ମନାଯାଏ କଉଡ଼ି ଶଙ୍ଖ ଗଣନାରେ ଆସିଥାଏ |ଆଜି ଆମେ ଆପଣଙ୍କୁ କହିବୁ 7 ଟି ଭିନ୍ନ ରଙ୍ଗର କଉଡ଼ିକୁ ନେଇ ଏହି ମଳ ପୂର୍ଣ୍ଣିମା ଦିନ କରି ନିଅନ୍ତୁ ଆପଣଙ୍କ କିସ୍ମତ ବଦଳିଯିବ ଯେଉଁଠାରେ ଆପଣଙ୍କୁ 1 ଟଙ୍କା ସେହିଠାରେ ଆପଣଙ୍କୁ ହଜାର ହଜାର ଟଙ୍କା ମିଳୁଥିବା ଆରମ୍ଭ ହୋଇଯିବ |
ଆପଣଙ୍କ ଯେକୌଣସି ଇଛା ପୂରଣ କରିବା ପାଇଁ ଧନ ପ୍ରାପ୍ତି କରିବା ପାଇଁ କଉଡ଼ି ଆପଣଙ୍କ ମାର୍ଗ ଦର୍ଶନ କରାଇବ କଉଡ଼ି କୌଣସି ସାଧାରଣ ଜିନିଷ ନୁହେଁ ଏହାର ପ୍ରୟୋଗ କରି ଆଜି ପ୍ରାୟ କେତେ ଗୁଡ଼ାଏ ଲୋକ ଧନଵାନ ହୋଇ ପାରିଛନ୍ତି କେତେ ଲୋକ ଭିକାରିରୁ ବଡ଼ ଧନଵାନ ମଧ୍ୟ ହୋଇ ପାରିଛନ୍ତି କେବଳ କଉଡ଼ିକୁ ପ୍ରୟୋଗ କରି ଯେଉଁ କଉଡ଼ି ହୋଇଥାଏ ଏହା ବହୁତ ପାୱାରଫୁଲ ଜିନିଷ ହୋଇଥାଏ ବାସ କେବଳ ଆପଣଙ୍କୁ ଏହାର ପ୍ରୟୋଗ କେବଳ ଠିକ ଭାବରେ କରିବାକୁ ପଡ଼ିବ ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କଉଡ଼ିର ଚମତ୍କାରିତା ବିଷୟରେ କହିବାକୁ ଯାଉଛୁ |
ଯାହାର ପ୍ରୟୋଗ ଆପଣ ମଳପୂର୍ଣ୍ଣିମାରେ ଏହାର ଫାଇଦା ଉଠାଇ ପାରିବେ |ଟିକେ ଧ୍ୟାନ ସେ ଶୁଣନ୍ତୁ ଗୋଟିଏ ହଳଦିଆ କଉଡ଼ି ନିଅନ୍ତୁ ସେହି କଉଡ଼ିକୁ ଆପଣଙ୍କ ଘରର ଝାଡ଼ୁରେ ବାନ୍ଧି ଦେବାକୁ ପଡ଼ିବ ଆପଣ ଘରେ ଯେଉଁ ଝାଡ଼ୁ ପ୍ରୟୋଗ କରୁଛନ୍ତି ସେହି ଝାଡ଼ୁରେ ଏହି କଉଡ଼ିକୁ ବାନ୍ଧିବା ପାଇଁ ପଡ଼ିବ ଏବଂ ଧ୍ୟାନ ଦେବେ ହଳଦିଆ କଉଡ଼ିକୁ ହଳଦିଆ କାପଡ଼ାରେ ରଖି ବାନ୍ଧି ଦିଅନ୍ତୁ କଣ ପାଇଁ ବାନ୍ଧିବେ ଦେଖନ୍ତୁ | ଝାଡ଼ୁକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନା ଯାଇଥାଏ ଯଦି ଆପଣ ଗୋଟିଏ କଉଡ଼ି ଝାଡ଼ୁରେ ବାନ୍ଧି ଦେଉଛନ୍ତି ତ ଆପଣ ବୁଝି ଯାଆନ୍ତୁ
ଆପଣ କଉଡ଼ି ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରୁଛନ୍ତି |ଏହା ଦ୍ୱାରା ଆପଣଙ୍କ ସବୁ ପ୍ରକାର ମନସ୍କାମନା ଆପଣଙ୍କ ପୂରଣ ହେବାରେ ଲାଗିଥାଏ ଘରର ଯେଉଁ କୌଣସି ଜାଗାରେ ଆପଣ ଝାଡ଼ୁରେ ସଫା କରିବେ ଯେଉଁ ଜାଗାରେ ଝାଡୁ ଲଗାଇବେ ସେହି ସ୍ଥାନ ପବିତ୍ର ହୋଇ ଯାଇଥାଏ ଏବଂ ସେହି ସ୍ଥାନରେ ମାତା ଲକ୍ଷ୍ମୀ ବିରାଜମାନ ହେବାକୁ ଲାଗି ଥାଆନ୍ତି ଏବଂ ଘରେ ଅନ୍ନ ଧନ ସର୍ବଦା ଭାରି ହୋଇ ରହିବ |
ଦ୍ୱିତୀୟ ପ୍ରୟୋଗ ହେଉଛି ଆପଣ ତିନୋଟି ହଳଦିଆ କଉଡ଼ିକୁ ଗୁନ୍ଥିକି ଗୋଟିଏ ମାଳ ତିଆରି କରନ୍ତୁ ଏବଂ ଏହାକୁ ନେଇ ଗୋଟିଏ ଗୋମାତାଙ୍କୁ ପିନ୍ଧାଇ ଦିଅନ୍ତୁ କାରଣ ଗୋମାତାଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମନା ଯାଇଥାଏ ଏହା ଦ୍ୱାରା ଆପଣଙ୍କ ଯେ କୌଣସି ମନସ୍କାମନା ରଖିଥିଲେ ସେହି ଇଛା ଆପଣଙ୍କ ନିଶ୍ଚିତ ଭାବରେ ପୂରଣ ହୋଇଥାଏ ଏହି କଉଡ଼ି ଆପଣ ଗୋମାତା କୁ ପିନ୍ଧିବା ଦ୍ୱାରା ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ |