ନମସ୍କାର ଦର୍ଶକବନ୍ଧୁ ଆଜି ଭାରତ ଏବଂ ୱେଷ୍ଟନଡିଜ ମଧ୍ୟରେ କର ବା ମର ମ୍ୟାଚ ଆଜି ଟିମ୍କୁ ଫେରିବେନି କୋହଲି ଏବଂ ରୋହିତ ଜାଣନ୍ତୁ କେମିତି ରହିବ ଭାରତର ପ୍ଲେଇଂଗ ଇଲେଭେନ |ଆଜି ଭାରତ ଏବଂ ୱେଷ୍ଟନଡିଜ ମଧ୍ୟରେ ଚାଲୁଥିବା ୱାନ ଡେ ସିରିଜର ଅନ୍ତିମ ବା ତୃତୀୟ ମ୍ୟାଚ ଖେଳାଯିବ ଏହି ସମୟରେ ସିରିଜ 1-1 ସମାନତାରେ ରହିଛି ଏହି ଭଳି ଆଜି ଯିଏ ଜିତିବ ସିରିଜ ତା ହାତରେ ରହିବ |ଆଜି ଉଭୟ ଦଳ ସନ୍ଧ୍ୟା 7 ଟାରେ ବ୍ରାଏଲରାଜ ଷ୍ଟାଡିୟମରେ ପରସ୍ପରକୁ ସାମ୍ନା କରିବେ |
ଆଜି ଦେଖିବାକୁ ଅଛି ଯେ ରୋହିତ ଶର୍ମା ଏବଂ ବିରାଟ କୋହଲି ନିର୍ଣ୍ଣାୟକ ମ୍ୟାଚରେ ପ୍ଲେଇଂଗ ଏକାଦଶକୁ ଫେରିବେ କି ନାହିଁ ଯଦି ଦୁଇ ଭେଟେରିଆନ ଏକାଦଶକୁ ଫେରନ୍ତି ତେବେ ସଂଜୁ ସାମସନ ଏବଂ ଅକ୍ସର ପଟେଲ କୁ ବେଞ୍ଚରେ ବସିବାକୁ ପଡ଼ିବ |ଦ୍ୱିତୀୟ ୱାନ ଡେରେ ଏହି ଦୁଇ ଖେଳାଳି ଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ସାମସନ 3 ନମ୍ବର ରେ ଖେଳୁଥିଲା ବେଳେ ଅକ୍ସର 4 ନମ୍ବରରେ ଖେଳିଥିଲେ ସଂଜୁ ସାମସନ ଏବଂ ଅକ୍ସର ପଟେଲଙ୍କ ପାଇଁ ହେବ ଛୁଟି |
ଦ୍ୱିତୀୟ ୱାନ ଡେରେ ସଞ୍ଜୁ ସାମସନ ଏବଂ ଅକ୍ସର ପଟେଲ ପ୍ଲେଇଂଗ ଏକାଦଶରେ ସ୍ଥାନ ପାଇଥିଲେ |ସାମସନ 3 ନମ୍ବରରେ ଖେଳୁଥିବା ବେଳେ ଅକ୍ସର ପଟେଲ 4 ନମ୍ବରରେ ଆସୁଥିଲେ |ଉଭୟ ଖେଳାଳି ଫ୍ଲପ ହୋଇଥିଲେ କିନ୍ତୁ ଆଜି ୱାନ ଡେ ମ୍ୟାଚରେ ବର୍ତ୍ତମାନ ଉଭୟ ଖେଳାଳି ଙ୍କ ତୃତୀୟ ଦିନିକିଆ ପ୍ଲେଇଂଗ ଏକାଦଶରେ ଛୁଟି ନିଶ୍ଚିତ ଅଟେ |
ତୃତୀୟ ଦିନିକିଆରେ ପ୍ଲେଇଂଗ ଏକାଦଶ ହେଉଛି ଶୁଭମନ ଗିଲ ,ରୋହିତ ଶର୍ମା ,ବିରାଟ କୋହଲି ,ସୂର୍ଯ୍ୟକୁମାର ଯାଦବ ,ଈଶାନ କିଷାନ ,ରବୀନ୍ଦ୍ର ଜାଡେଜା ,ଶାର୍ଦୁଲ ଠାକୁର ,କୁଲଦୀପ ଯାଦବ ,ମୁକେଶ କୁମାର ଏବଂ ଉମ୍ରାନ ମଳିକ |