ବହୁତ ଦିନ ପରେ ଏପରି ଖବର ଆସିଲା ସାମ୍ନାକୁ ,ନିଜ ଝିଅ ସାଙ୍ଗରେ ଖୁସିରେ ସମୟ କାଟୁଛନ୍ତି ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶନୀ |

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଓଲିଉଡ଼ ଇଣ୍ଡଷ୍ଟ୍ରିର କୁଇଁନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ସେ 17 ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିଲେ 2002 ମସିହାରୁ ବର୍ଷା ପ୍ରିୟଦର୍ଶିନୀ ଓଲିଉଡ଼ ଇଣ୍ଡଷ୍ଟ୍ରି କାମ କରି ଆସୁଛନ୍ତି ସେ ନିଜର ସୁନ୍ଦର ଅଭିନୟ ପାଇଁ ଘରେ ଘରେ ପରିଚିତ ସେ ଅନେକ ଫିଲ୍ମ ରେ ଜବରଦସ୍ତ ଅଭିନୟ କରି ଓଡ଼ିଶାର ଦର୍ଶକ ମାନଙ୍କ ମନରେ ଗୋଟିଏ ସୋତେନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ସୁଟିଙ୍ଗ ସେଟରୁ ଭଲ ପାଇ 2014 ମସିହାରେ ବିବାହ କରିଥିଲେ |

ବାହାଘରରେ ବୋହୁତ ଧୁମ୍ ଧାମରେ ହୋଇଥିଲା ଏବଂ ଓଲିଉଡର ସମସ୍ତ କଳାକାର ମାନେ ଯୋଗ ମଧ୍ୟ ଦେଇଥିଲେ ବାହାଘର କିଛି ଦିନ ପର୍ଯ୍ୟନ୍ତ ବୋହୁତ ଖୁସିରେ ଚାଳିଥିଲେ ହେଲେ ପରବର୍ତୀ ସମୟରେ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଦୁହେଁ ସ୍ପରସ୍ପର ସହିତ କଳି ଝଗଡ଼ା କରି 2020 ମସିହାରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନ ଡିଭୋର୍ସ ପାଇଁ କୋର୍ଟ ରେ ହଜାର ହୋଇଥିଲେ |

ନିଜର ପାରିବାରିକ ବିବାଦ ପରେ ବର୍ଷା ପ୍ରିୟଦର୍ଶିନୀ ନିଜର ବୈବାହିକ ଜୀବନରେ ଅଶାନ୍ତିରେ ଦିନ କାଟୁଛନ୍ତି ବର୍ଷା ଓ ଅନୁଭବ ଅଲଗା ଅଲଗା ରହୁଛନ୍ତି ବର୍ଷା ପ୍ରିୟଦର୍ଶିନୀ ଏବେ ଅନୁଭବଙ୍କ ଘର ଛାଡି ନିଜ ବାପ ଘରେ ରହୁଛନ୍ତି ବର୍ଷା ନିଜ ଝିଆରୀଙ୍କ ସହିତ ସମୟ ବିତାଇଥିବାରେ ନଜର ଆସୁଛନ୍ତି ବର୍ଷା ନିଜ ଝିଆରୀଙ୍କ ସହିତ ବୋହୁତ ସମୟରେ ଫୋଟୋ ଓ ଭିଡ଼ିଓ ସେୟାର କରୁଛନ୍ତି |

ବର୍ଷା ତାଙ୍କ ଝିଆରୀକୁ ବୋହୁତ ଭଲ ପାଆନ୍ତି ଓ ତାଙ୍କ ଝିଆରୀ ମଧ୍ୟ ବର୍ଷାଙ୍କ ବୋହୁତ ଭଲ ପାଆନ୍ତି ତେବେ ଆପଣଙ୍କୁ ବର୍ଷା ପ୍ରିୟଦର୍ଶିନୀ କେମିତି ଲାଗନ୍ତି ଓ ତାଙ୍କର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତୁ

Leave a Reply

Your email address will not be published. Required fields are marked *