ଜି ସାର୍ଥକରେ ପ୍ରଚଳିତ ହେଉଥିବା ଏହି ହିରୋଇନ ମାନଙ୍କ ପ୍ରକୃତ ବୟସ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ,ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଜି ସାର୍ଥକରେ ପ୍ରଚଳିତ ହେଉଥିବା ସିରିଏଲ ମାନ ନିଶ୍ଚିତ ଦେଖୁଥିବେ କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ସିରିଏଲରେ ଲିଡ଼ ଆକ୍ଟର ଭାବରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ପ୍ରକୃତ ନାମ ଏବଂ ସେମାନଙ୍କ ପ୍ରକୃତ ବୟସ ବିଷୟରେ |

ନମ୍ବର 1 ରେ ଆସୁଛନ୍ତି ପ୍ରିୟା ଯିଏ କି ସୁନା ଝିଅ ସିରିଏଲରେ ଲିଡ଼ ଆକ୍ଟର ଭାବରେ ଅଭିନୟ କରୁଛନ୍ତି ତେବେ ପ୍ରିୟାଙ୍କର ସୁନ୍ଦର ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ପ୍ରିୟାଙ୍କର ପ୍ରକୃତ ନାମ ହେଉଛି ଅଙ୍କିତା ମିଶ୍ର ଆଉ ତାଙ୍କର ପ୍ରକୃତ ବୟସ ହେଉଛି 23 ବର୍ଷ |

ଏହା ପରେ ଏହି ନମ୍ବର 2 ରେ ଆସୁଛନ୍ତି ଝିଲ୍ଲୀ ଆପଣମାନେ ଜାଣିଥିବେ ଝିଲ୍ଲୀ ଆମ ଝିଲ୍ଲୀ ସିରିଏଲରେ ଦମଦାର ଅଭିନୟ କରୁଛନ୍ତି ତେବେ ଝିଲ୍ଲୀ ଙ୍କର ପ୍ରକୃତ ନାମ ହେଉଛି ନିକିତା ମିଶ୍ର ଆଉ ତାଙ୍କର ପ୍ରକୃତ ବୟସ ହେଉଛି 24 ବର୍ଷ |

ଏହା ପରେ ନମ୍ବର 3 ରେ ଆସୁଛନ୍ତି ମାନିନୀ ଯିଏ କି ତୁ ଖରା ମୁ ଛାଇ ସିରିଏଲରେ ଲିଡ଼ ଆକ୍ଟର ଭାବରେ ଅଭିନୟ କରି ଆସୁଛନ୍ତି ତେବେ ମାନିନୀ ଙ୍କ ପ୍ରକୃତ ନାମ ହେଲା ସୃତି ରେଖା ରଣା ଆଉ ତାଙ୍କ ବର୍ତ୍ତମାନ ବୟସ ହେଉଛି 20 ବର୍ଷ |

ଏହା ପରେ 4 ନମ୍ବର ରେ ଆସୁଛନ୍ତି ଧାରା ଧାରାଙ୍କ ସୁନ୍ଦର ଅଭିନୟ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ଆଉ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରକୃତ ନାମ ହେଉଛି ଅନନ୍ୟା ଦାସ ଆଉ ତାଙ୍କର ପ୍ରକୃତ ବୟସ ହେଉଛି 21 ବର୍ଷ |

ନମ୍ବର 5 ରେ ଆସିଛନ୍ତି ଦେବୀକା ଯିଏ କି ମୁଁ ବି ବିଜୟିନୀ ସିରିଏଲରେ ଅଭିନୟ କରୁଛନ୍ତି ତେବେ ଦେବୀକାଙ୍କ ପ୍ରକୃତ ନାମ ହେଉଛି ସୁଶ୍ରୀ ସୁଭାଷିନୀ ପଣ୍ଡା ଆଉ ଦେବୀକା ଙ୍କର ପ୍ରକୃତ ବୟସ ହେଉଛି 23 ବର୍ଷ |

ଏହା ପରେ ନମ୍ବର 6 ରେ ଆସୁଛନ୍ତି ଖୁସି ଯିଏ କି ଲିଡ଼ ଆକ୍ଟର ଭାବରେ ଅଭିନୟ କରୁଥିବାର ଆପଣ ଦେଖିଥିବେ ତେବେ ଖୁସୀଙ୍କ ପ୍ରକୃତ ନାମ ହେଉଛି ଶ୍ରଦ୍ଧା ପାଣିଗ୍ରାହୀ ଏବଂ ତାଙ୍କର ବର୍ତ୍ତମାନ ବୟସ ହେଉଛି 25 ବର୍ଷ |

Leave a Reply

Your email address will not be published. Required fields are marked *