ପାଣିପାଗକୁ ନେଇ ଆସିଲା ବହୁତ ବଡ଼ ଅପଡେଟ ପୁଣି ମାଡ଼ି ଆସୁଛି ଭୟଙ୍କର ବର୍ଷା ,ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ |

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ତରଫରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି ସୂଚନା ଅନୁସାରେ ସକ୍ରିୟ ହେବ ଲଘୁଚାପ ଆଗାମୀ 24 ଘଣ୍ଟା ଭିତରେ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରିଛି ଏନେଇ କେଉଁ କେଉଁ ଜିଲ୍ଲାକୁ କେତେ ପ୍ରତିଶତ ବର୍ଷା ହେବ କେଉଁ ଜିଲ୍ଲାରେ ଏହାର ପ୍ରଭାବ ଅଧିକରୁ ଅଧିକ ରହିଛି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ବର୍ତ୍ତମାନ ଯାହା ସୂଚନା ମିଳିଛି ବଙ୍ଗୋପସାଗର ରେ ସକ୍ରିୟ ହୋଇଛି |

ଲଘୁଚାପ ଏହା ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା ପ୍ରାୟ ଅଧିକାଂଶ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର |ଆଗାମୀ 24 ଘଣ୍ଟା ମଧ୍ୟରେ ସମ୍ବଲପୁର ,ବୌଦ୍ଧ ,ନୟାଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କହିଛି |

ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ଏହି ଦୁଇଟି ଜିଲ୍ଲାକୁ |କଳାହାଣ୍ଡି ଏବଂ କନ୍ଧମାଳ ପାହାଡ଼ିଆ ଅଞ୍ଚଳରେ ଭୂସ୍କଳର ସମ୍ଭାବନା ରହିଛି |ଅନୁଗୁଳ ଏବଂ ଢେଙ୍କାନାଳରେ ବର୍ଷା ପରିସ୍ଥିତିକୁ ଦେଖି ଖଣି ଖନନ କରାଯାଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି |

ତେବେ ଏହା ଛଡ଼ା ଆଗାମୀ 24 ଘଣ୍ଟା ପାଇଁ ସୁନ୍ଦରଗଡ଼ ,ଝାରସୁଗୁଡ଼ା ,ବରଗଡ଼ ,ଦେବଗଡ଼ ,ଢେଙ୍କାନାଳ ,କେନ୍ଦୁଝର ,ମୟୁରଭଞ୍ଜ ,କଟକ ,ଜଗତସିଂହ ପୁର ,ପୁରୀ ,ସୋନପୁର ,ବଲାଙ୍ଗୀରି ,କଳାହାଣ୍ଡି ,କନ୍ଧମାଳ ,ନବରଙ୍ଗପୁର ,ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ଏହି ଜିଲ୍ଲା ମାନଙ୍କରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି |ସେହିପରି ପୁରୀ ,ଜଗତସିଂହ ପୁତ୍ର ,ଢେଙ୍କାନାଳ ଏବଂ ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

Leave a Reply

Your email address will not be published. Required fields are marked *