ନମସ୍କାର ଦର୍ଶକବନ୍ଧୁ 2025 ରେ ବୁଡ଼ିଯିବ ପୁରୀ ଶ୍ରୀମନ୍ଦିର ଘଟିବ ଅଘଟଣ ପୁରୀ ଛାଡ଼ି ଚାଲିଯିବେ ମହାପ୍ରଭୁ ଜଗନାଥ ଶୂନ୍ୟ ପଡ଼ିବ ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡ ସାରା ବୁଲିବେ ଭୁତ ପିଶାଚ ଡାହାଣୀ ବାଇଶି ପାହାଚେ ଶୁଭିବ ଭୈରବୀଙ୍କ ରଡ଼ି ବିଲୁପ୍ତ ହୋଇଯିବ ଜଗନାଥ ଧାମ ପୁରୀ ବାଇଶି ପାହାଚରେ ମୀନ ଖେଳିବା ଆଗରୁ ଜଳମୟ ହୋଇଯିବ ସାରା ଶ୍ରୀକ୍ଷେତ୍ର ଧାମ ତେବେ ଜାଣନ୍ତୁ ଏହାକୁ ନେଇ ଆସିଛି ହୃଦୟ ଥରା ଭଳି ଭବିଷ୍ୟବାଣୀ |ଭବିଷ୍ୟ ମାଳିକାରେ ଏପରି ଏକ କଥା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ଜଗନାଥ ପୁରୀ ଧାମ ସମୁଦ୍ରରେ ଲିପ୍ତ ହୋଇଯିବ |
2025 ରେ କଳିଯୁଗ ଶେଷ ହୋଇଯିବ ବୋଲି କୁହାଯାଉଛି ତାହା ସହିତ ପୁଣି ମଧ୍ୟ ଛାଡ଼ି ଚାଲିଯିବେ ପୁରୀ ମହାପ୍ରଭୁ ଜଗନାଥ ଆଉ ଗଡ଼ିବ ନାହିଁ ରଥ କିଏ ହେବ ରଥର କିଏ ହେବ ଏହି ରଥ ଜାତ ଶୂନ୍ୟ ପଡ଼ିବ ରତ୍ନ ସିଂହାସନ ଆଉ ଖାଲି ହୋଇଯିବ ସାରା ଶ୍ରୀକ୍ଷେତ୍ର 500 ବର୍ଷ ପୂର୍ବେ ଓଡ଼ିଶାରେ ଅବସ୍ଥିତ ଏହି ଜଗନାଥ ମନ୍ଦିର ଭିତରେ ଜଣେ ସନ୍ଥ ଜନ୍ମ ନେଇଥିଲେ |
ଯାହାଙ୍କ ନାମ ହେଉଛି ଅଚ୍ୟୁତାନନ୍ଦ ଦାସ |ଅଚ୍ୟୁତାନନ୍ଦ ଦାସଙ୍କୁ ବହୁ ଲୋକ ପୂଜା କରନ୍ତି |କହିବାକୁ ଗଲେ ସାରା ଓଡିଶା ତାଙ୍କୁ ଯୋଗୀ ଏବଂ ସନ୍ଥ ବୋଲି ମାନି ଥାଆନ୍ତି ସେ ହିଁ ସବୁ ମାଳିକାର ବାଣୀ ଶାଳ ପତ୍ରରେ ଲେଖିଥିଲେ ବର୍ତ୍ତମାନ ତାଙ୍କ ଲେଖାକୁ ନେଇ ହୋଇଥିବା ଭବିଷ୍ୟ ବାଣୀକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି |
ଏପରି ଘଟଣାମାନ ଘଟିବାକୁ ଯାଉଛି ଯାହାକି ଲୋକମାନଙ୍କୁ ପ୍ରଭାବିତ କରିବ ବୋଲି ସେ କହିଛି |ଭବିଷ୍ୟ ମାଳିକା ଏକ ପୁସ୍ତକ ଅଟେ ଯେଉଁଥିରେ ଆଗତ ଭବିଷ୍ୟତ ସବୁକିଛି ବର୍ଣ୍ଣନା ହୋଇକି ରହିଅଛି ଲୋକେ କହି ଥାଆନ୍ତି ଯେ ଅଚ୍ୟୁତାନନ୍ଦ ତାଙ୍କର ସବୁ ପୁସ୍ତକ ନିଜ ଯୋଗ ବଳରେ ଲେଖିଛନ୍ତି |
କୁହାଯାଇଚି 1,00,000 ରୁ ପ୍ରାୟ ଅଧିକ ମାଳିକା ପୁସ୍ତକ ରହିଛି ଏହି ପୁସ୍ତକ କାହାକୁ ଦେଖାଯାଏ ନାହିଁ ତେବେ ଏଥିରେ କେବଳ ପୁରୀ କିମ୍ବା ଓଡିଶା ନୁହେଁ ଏମିତିକି ଭାରତ ମଧ୍ୟ ନୁହେଁ ବିଶ୍ୱରେ ଅନେକ ଦେଶ ମଧ୍ୟ ଲେଖାଯାଇଛି |